କେବେ ବି ଏହି ୭ଟି ବସ୍ତୁ ରଖନ୍ତୁ ନାହିଁ ଘରେ – ନଚେତ ଦେଖାଦେବ ଅନେକ ସମସ୍ୟା

ନମସ୍କାର ବନ୍ଧୁଗଣ, ଆମେ ଆପଣଙ୍କୁ ସ୍ଵାଗତ କରୁଛୁ ଆମର ଏହି ଲେଖାକୁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବାସ୍ତୁ ଟିପ୍ସ । ଆପଣ ତ ଜାଣିଥିବେ ଆଜିକାଲି ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜର ଭଲ ମନ୍ଦ କଥା ଜାଣିବା ପାଇଁ ଜ୍ଯୋତିଷର ସାହାଜ୍ଯ ନିଅନ୍ତି । କାହିଁକି ଲୋକମାନଙ୍କ ଜୀବନରେ ଏମିତି କିଛି କଥା ଘଟେ ଯାହା ସେମାନେ ବୁଝି ପାରନ୍ତି ନାହିଁ ଯେ ଏହା ତାଙ୍କ ସହ କାହିଁକି ହେଉଛି ।
ତେବେ ଆଜି ଆମେ ଆପଣଙ୍କୁ କହିବୁ କାହିଁକି ଆପଣଙ୍କ ଜୀବନରେ ଦୁଖ ଓ ଅଶାନ୍ତି ଲାଗି ରହୁଛି ।
ପ୍ରଥମ ରେ ହେଉଛି , ଘରେ କେବେବି ଚାଇନିଜ୍ ଗଛ ରଖନ୍ତୁ ନାହିଁ ଏହା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି ।
ତା ପରେ ହେଉଛି ଘରର ଉତ୍ତର ପୂର୍ବ ଦିଗ ରେ କେବେବି ବଡ଼ କିମ୍ବା ଭାରି ସାମଗ୍ରୀ ରଖନ୍ତୁ ନାହିଁ ଏହା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୁଏ ।
ତୃତୀୟ ରେ ହେଉଛି ଖଟ ତଳେ ଜୋତା ,ଚପଲ ରଖନ୍ତୁ ନାହିଁ ଏହା ଦ୍ୱାରା ରୋଗ ଓ ମାନସିକ ଅଶାନ୍ତି ର କାରଣ ହୋଇଥାଏ ।
ଚତୁର୍ଥ ରେ ହେଉଛି ଦାନ ଓ ପୂଜା ପାଇଁ ଆସିଥିବା ସାମଗ୍ରୀ କୁ ଅଧିକ ଦିନ ଯାଏ ଘରେ ରଖନ୍ତୁ ନାହିଁ । ଏହା ଦ୍ୱାରା ଅଶୁଭ ଫଳ ଦେଇଥାଏ ।
ପଞ୍ଚମ ରେ ହେଉଛି , କଦାପି କୈଣସି ଦେବୀ ଦେବତା ଙ୍କ ଖଣ୍ଡିତ ମୂର୍ତ୍ତି ରଖନ୍ତୁ ନାହିଁ ଏହା ଦ୍ୱାରା ଆପଣ ଆପଣଙ୍କ ଦୁର୍ଭାଗ୍ୟ କୁ ନିମନ୍ତ୍ରଣ କରୁଛନ୍ତି ।
ଷଷ୍ଠ ରେ ହେଉଛି ଘରେ ଭଗାଂ ଜିନିଷ ରଖିବା ଉଚିତ ନୁହେଁ ଏହା ଦ୍ୱାରା ଖରାପ ସମୟ ଆସିଥାଏ ।