କରୋନା ଭାଇରସ ରେ ଚୀନରେ ୩୦୦ରୁ ଅଧିକଙ୍କ ମୃତ୍ୟୁ ,୧୪୦୦୦ ଲୋକ ସଂକ୍ରମିତ- ଶେୟାର କରନ୍ତୁ ସତର୍କ ରୁହନ୍ତୁ

ଚୀନରେ ଖେଳିଯାଇଥିବା ଘାତକ କୋରୋନା ଭାଇରସ ସଂକ୍ରମଣ କାରଣରୁ ମୃତ୍ୟୁ ସଂଖ୍ୟା ବଢି ୩୦୪ ହେଇଗଲାଣି ଏବଂ ଏଥିରେ ୧୪,୩୮୦ ଲୋକଙ୍କୁ ସଂକ୍ରମିତ ହେବାର ବୃଦ୍ଧି ହୋଇଛି ।ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଙ୍କ ଅନୁସାରେ ,ଶନିବାର ପର୍ଯ୍ୟନ୍ତ ଏହି ରୋଗର କାରଣରୁ ୩୦୪ ଲୋକନଙ୍କର ମୃତ୍ୟୁ ହୋଇଯାଏଛି ଏବଂ ୧୪,୩୮୦ ଲୋକଙ୍କୁ ଏହି ଭୂତାଣୁରୁ ସଂକ୍ରମିତ ବୃଦ୍ଧି ହୋଇଛି । ସବୁ ଲୋକମାନଙ୍କର ମୃତ୍ୟୁ ହୁବେଇ ଶେଷରେ ହୋଇଛି ।
ଶନିବାର କୁ ଏହି ସଂକ୍ରମଣ ୪୫୬୨ ନୂଆ ସନ୍ଦେହଯୁକ୍ତ ମାମଲା ସାମ୍ନାକୁ ଆସିଛି ।
ଆୟୋଗ କହିଛନ୍ତି କି ସମ୍ପୂର୍ଣ ୨୧୧୦ ରୋଗୀଙ୍କ ଅବସ୍ତା ଗମ୍ଭୀର ହୋଇଯାଇଛି ଏବଂ ସମ୍ପୂର୍ଣ ୧୯,୫୪୪ ଲୋକମାନଙ୍କୁ ଏହି ଭୂତାଣୁ ରୁ ସଂକ୍ରମିତ ହୋଇଛି ବୋଲି ସନ୍ଦେହ କରାଯାଉଛି । ସମ୍ପୂର୍ଣ ୩୨୮ ଲୋକଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବା ପରେ ସେମାନାଙ୍କୁ ମେଡିକାଲରୁ ଛଡା ଦିଆଯାଇଛି ।
ଉଲେଖନୀୟ ହୋଇଛି କି ଏହି ଭୂତାଣୁ ଡିସେମ୍ବର ର ଆରମ୍ଭରୁ ହିଁ ଜଣାପଡିଥିଲା ଏବଂ ଏହାର ହୁବେଇ ପ୍ରାନ୍ତର ରାଜଧାନୀ ବୁହାନ ସ୍ଥିତ ବଜାରରେ ଖେଳିବା ଆଶଙ୍କା ଅଛି ଯେଉଁଠି ମାଂସ ପାଇଁ ଜଙ୍ଗଲି ଜନ୍ତୁକୁ ବିକ୍ରି କରାଯାଉଛି ।