ବିଚାର

ହୃଦୟରୁ ବାଛନ୍ତୁ ଯେ କୌଣସି 1 କଳସ ଓ ଜାଣନ୍ତୁ ଏହି ସପ୍ତାହରେ ଆପଣଙ୍କ କେଉଁ ଇଚ୍ଛା ଖୁବ ଶୀଘ୍ର ପୂର୍ଣ୍ଣ ହେବାକୁ ଯାଉଛି ( Personality Test )

ବନ୍ଧୁଗଣ ଅନେକ ଥର ଆମ ମନରେ ଏହା ଜାଣିବା ପାଇଁ ଉତ୍କଣ୍ଠା ଲାଗି ରହିଥାଏ, କି ଆମେ ଈଶ୍ଵର ଙ୍କୁ ଯେଉଁ ପ୍ରାର୍ଥନା କରିଥାଉ ତାହା ବାସ୍ତବରେ ଈଶ୍ଵର ଙ୍କ ପାଖକୁ ପହଞ୍ଚୁଛି ବା ନାହିଁ । ତାହା ସହ ଆମର ଇଛା କେବେ ପୂରଣ ହେବ । କିନ୍ତୁ ଆମେ ତାହ ଜାଣି ପରି ନଥାଉ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ରିଡିଙ୍ଗର ବିଷୟ ଟିକୁ ନେଇ ଆସିଛୁ ଏହା ସାହାର୍ଯ୍ୟ ରେ ଆପଣ ଜାଣି ପାରିବେ କି ଆସୁଥିବା ସମୟରେ ଆପଣଙ୍କୁ କେଉଁ ଭଳି ସମାଚାର ପ୍ରାପ୍ତ ହେବାକୁ ଯାଉଛି ।

ତାହାସହ ଆପଣ ଙ୍କର କେଉଁ ଇଛା ଟି ଅତି ଶୀଘ୍ର ପୂରଣ ହେବାକୁ ଯାଉଛି । ବନ୍ଧୁଗଣ ସର୍ବପ୍ରଥମେ ଆପଣ ମାନେ ଇଶ୍ଵର ଙ୍କୁ ସ୍ମରଣ କରି ପୂର୍ଣ୍ଣ ବିଶ୍ବାସ ର ସହ ତଳେ ଥିବ ଦୁଇଟି କଳସ ମଧ୍ୟରୁ କୌଣସି ଏକ କଳସ ର ଚୟନ କରି ନିଅନ୍ତୁ । ଯଦି ଈଶ୍ଵର ଙ୍କ କୃପା ରୁ ଆପଣ ଙ୍କର ଇଛା ର ପୂରଣ ହୋଇ ଯାଇଛି,

ତେବେ ଆପଣ ବିଳମ୍ବ ନ କରି ଶୀଘ୍ର ହିଁ ଈଶ୍ଵର ଙ୍କୁ କୃତଜ୍ଞତା ଜଣାନ୍ତୁ । ଯଦି ଆପଣଙ୍କ କୌଣସି କିଛି ଇଛା ଶେଷ ରହି ଯାଇଥାଏ, ତେବେ ଆପଣ ପ୍ରାର୍ଥନା କରନ୍ତୁ, ସେହି ଇଛା ଆପଣ ଙ୍କର ଶୀଘ୍ର ହିଁ ପୂରଣ ହୋଇଯିବ । ତେବେ ଯେଉଁ ମାନେ ମଧ୍ୟ ଉପରୋକ୍ତ କଳସ ମାନଙ୍କ ମଧ୍ୟରୁ ପ୍ରଥମ କଳସ ଟି ର ଚୟନ କରିଛନ୍ତି, ତେବେ ଆସୁଥିବା ସମୟରେ ସମସ୍ତ ଙ୍କୁ ବୁଝିବେ ।

ଆପଣ ଙ୍କର କଥା କୁ ମଧ୍ୟ ସମ୍ମାନ ମଧ୍ୟ ଦେବେ । ଆପଣ କୌଣସି ରିଲେସନ ସିପ ରେ ଥିଲେ ଆପଣ ଙ୍କର ପାର୍ଟନର ଓ ଆପଣ ଙ୍କ ମଧ୍ୟରେ ଖୁବ ଭଲ ବୁଝାମଣା ସବୁ କଥା କୁ ନେଇ ହେବ । ଏହା ଦ୍ଵାରା କୌଣସି ବାଦ ବିବାଦ ବା କଳି ଝଗଡା ମଧ୍ୟ ଲାଗି ରହିବ ନାହିଁ ।

ତାହାଛଡା ଆସୁଥିବା ସମୟ ରେ ଆପଣଙ୍କୁ କରିୟର କ୍ଷେତ୍ର ରେ ମଧ୍ୟ ଅନେକ ସୁଯୋଗ ମାନ ମିଳିବାକୁ ଅଛି । ଦ୍ଵିତୀୟ ରେ ଥିବା କଳସ କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନେ ଆସୁଥିବା ସମୟରେ ଏକ ଭଲ ଜୀବନ ଅତିବାହିତ କରିବେ ।

କିନ୍ତୁ ଆପଣ ଙ୍କ ପାଇଁ ଏକ ମହତ୍ବପୂର୍ଣ୍ଣ ସନ୍ଦେଶ ଏହା ରହିଛି କି ଆପଣ ଜୀବନରେ ମୁଭ ଅନ୍ କରନ୍ତୁ । ଏହା ଆପଣଙ୍କ ପାଇଁ ଭଲ ରହିବ । କାରଣ ଆସୁଥିବା ସମୟ ଆପଣ ଙ୍କ ପାଇଁ ଅନେକ ସାରା ଖୁସି ନେଇ କରି ଆସୁଛି ।

ଯଦି ଆପଣ ବୀତି ଯାଇଥିବା ଜିନିଷ ଗୁଡିକୁ ଚିନ୍ତା କରିବା ରେ ହିଁ ନିଜର ସମୟ କୁ ଅତିବାହିତ କରି ଦିଅନ୍ତି ତେବେ ଆପଣ ଆସୁଥିବା ଖୁସି ର ଆନନ୍ଦ ଜୀବନ ରେ ନେଇ ପାରିବେ ନାହିଁ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button