ସ୍ୱାସ୍ଥ୍ୟ

7 ଦିନ ଏହାକୁ ବନେଇ ପିଇ ନିଅନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା (Joint Pain), ମୋଟାପଣ, ଡାଇବେଟିସ, କୋଲେଷ୍ଟ୍ରୋଲ, ହାଇ BP କେବେବି ହେବ ନାହିଁ ( Healthy Tips )

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ଅନେକ ଲୋକ ଙ୍କ ଠାରେ ଗଣ୍ଠି ଜନିତ ସମସ୍ଯା ତଥା ଅଣ୍ଟା, ଆଣ୍ଠୁ ଗଣ୍ଠି ବିନ୍ଧା ଦେଖିବାକୁ ମିଳୁଛି । ଏହାସହ ମୋଟାପଣ, ଡାଇବେଟିସ, କୋଲୋଷ୍ଟ୍ରୋଲ ମଧ୍ୟ ଏକ ଏଭଳି ସମସ୍ଯା ଯାହା ଅଧିକାଂଶ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ଏହି ସବୁ ସମସ୍ଯା କୁ ନେଇ ଅନେକ ଲୋକ ଅନେକ ଅନେକ ସମୟ ଧରି ଚିନ୍ତା ରେ ରହିଥା’ନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ,

ଏପରି ଏକ ରାମବାଣ ଯୁକ୍ତ ଘରୋଇ ଉପଚାର ଯାହା ସାହାର୍ଯ୍ୟ ରେ ଆପଣ ଉପରୋକ୍ତ ସମସ୍ତ ସମସ୍ଯା ରୁ ମାତ୍ର କିଛି ଦିନ ମଧ୍ୟରେ ମୁକ୍ତ ହୋଇ ପାରିବେ। ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କର ଆବଶ୍ୟକ ପଡିବ କିଛି ତେଜପତ୍ର ର, ବନ୍ଧୁଗଣ କହି ରଖୁଚୁ କି ଏହା ଏକ ଏପରି ପତ୍ର ଯାହାକି ମନୁଷ୍ୟ ଶରୀରରୁ ପ୍ରାୟତଃ 30 ରୁ ଅଧିକ ରୋଗ କୁ ମୂଳ ରୁ ନାସ କରି ଦେଇଥାଏ ।

ଆୟୁର୍ବେଦ ବିଜ୍ଞାନରେ ଏହା ପ୍ରମାଣିତ କି ଏହି ପତ୍ରରେ ଔଷଧୀୟ ଗୁଣ ଭାରି ହୋଇ ରହିଛି । ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥେମେ ଏକ ପ୍ୟାନରେ ଏକ ଗ୍ଳାସ ପାଣି ଦେଇ ଗ୍ଯାସ ରେ ବସାଇ ଦିଅନ୍ତୁ । ଏହା ପରେ ଏଥିରେ 3 ରୁ 4 ଟି ତେଜପତ୍ର କୁ ଛୋଟ ଛୋଟ ଖଣ୍ଡ କରି ଛିଣ୍ଡାଇ ପକାଇ ଦିଅନ୍ତୁ ।

ବନ୍ଧୁଗଣ ଯେଉଁ ମାନଙ୍କର ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ରହିଛି ସେମାନେ ଯଦି କିଛି ଲବଙ୍ଗ ଓ କିଛି ତେଜପତ୍ର କୁ ମିଶାଇ ବାଟି କରି ସେହି ଲେପ କୁ ବିନ୍ଧା ଯନ୍ତ୍ରଣା ସ୍ଥାନରେ ଲଗାନ୍ତି । ତେବେ ସେହି ବିନ୍ଧା ଯନ୍ତ୍ରଣା ରୁ ସେହି ବ୍ୟକ୍ତିଙ୍କୁ ମୁକ୍ତି ମିଳି ପାରିବ । ଏହାସହ ଯେଉଁମାନେ ନିଜର ବଢୁଥିବା କୋଲୋଷ୍ଟ୍ରୋଲ ତଥା ମୋଟାପଣ କୁ ନେଇ ଚିନ୍ତିତ ଥାନ୍ତି, ସେମାନେ ଯଦି ତେଜପତ୍ର ର ପାଣି ସେବନ କରନ୍ତି, ତେବେ ଏହା ଦ୍ଵାରା ସେମାନେ ନିଜର ମୋଟାପଣ ଚିନ୍ତାରୁ ମୁକ୍ତ ହୋଇ ପାରିବେ ।

ଡାଇବେଟିସ ତଥା ଯେଉଁ ମାନଙ୍କର କିଡନି ଜନିତ ସମସ୍ୟା ସହ ନିଦ ଜନିତ ସମସ୍ଯା କୁ ମଧ୍ୟ ମୂଳ ରୁ ଦୂର କରି ଦେବ । ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଯେଉଁ ତେଜପତ୍ର ର ପାଣି କୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି, ତାହା ପାଇଁ ଆପଣ ସର୍ବ ପ୍ରଥମେ ଏକ ପାତ୍ରରେ ଏକ ଗ୍ଳାସ ପାଣି ସେଥିରେ 3 ରୁ 4 ଟି ତେଜପତ୍ର କୁ ଛୋଟ ଛୋଟ ଖଣ୍ଡ କରି ଛିଣ୍ଡାଇ ପକାନ୍ତୁ ।

ଏହା ପରେ ଆପଣ ସେଥିରେ ଏକ ଚାମଚ ପାନମଧୁରୀ ପକାଇ ଭଲ ଭାବରେ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଯେତେବେଳେ ଏହା ଫୁଟି ଫୁଟି ଅଧା ହୋଇଯିବ ସେତେବେଳେ ଆପଣ ଏହି ପାଣି କୁ କାଢି ଆଣି ଛାଣିଦେବେ । ଏବେ ଆପଣ ଙ୍କର ଏହି ରେମିଡି ଟି ବନି ପ୍ରସ୍ତୁତ ହୋଇ ଯାଇଛି ।

ଆପଣ ଙ୍କୁ ଏହାକୁ ଚାହା ଭଳି ପିଇବାକୁ ହେବ । ଆପଣ ଦେଖିବେ ଏହି ପାଣି କୁ ପିଇବା ଦ୍ଵାରା ଆପଣଙ୍କର କୋଲୋଷ୍ଟ୍ରୋଲ, ମୋଟାପଣ, ଡାଇବେଟିସ ତଥା ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା କୁ ମୂଳ ରୁ ଦୂର କରିଦେବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button