Bollywood ର ଏହି 5 ଜଣ ହିରୋଇନ ଲାଲ ଶାଢୀରେ ପୁରା ଲାଗନ୍ତି ସ୍ଵର୍ଗ ର ଅପ୍ସରା, 2 ନମ୍ବର ହିରୋଇନ ଙ୍କୁ ଦେଖିଲେ ତ ହେଇଯିବେ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ପୂର୍ବରୁ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ମାନଙ୍କ ଅଭିନୟ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଥିଲା ହେଲେ ବର୍ତ୍ତମାନ ଅଭିନେତ୍ରୀ ମାନଙ୍କ ସୁନ୍ଦରତ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ସେଥିପାଇଁ ବଲିଉଡ ଅଭିନେତ୍ରୀ ମାନେ ନିଜ ସୁନ୍ଦରତ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ବୋଲ୍ଟ ଲୁକ୍ ପାଇଁ ବହୁତ ଚର୍ଚାରେ ରୁହନ୍ତି ହେଲେ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଟ୍ରେଡିସ୍ନାଲ ଲୁକ୍ ପାଇଁ ଅଧିକ ଚର୍ଚାରେ ରୁହନ୍ତି ।
ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନାଲି ଶାଢୀରେ ସଂପୂର୍ଣ୍ଣ ସ୍ଵର୍ଗର ଅପସରା ପରି ନଜର ଆସିଥାନ୍ତି । ଏମାନଙ୍କୁ ନାଲି ଶାଢୀ ବହୁତ ଅଧିକ ମାନି ଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

କାଟ୍ରିନା କେଆଫ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ କାଟ୍ରିନା କେଆଫ । କାଟ୍ରିନା ନିଜ ସୁନ୍ଦରତା ଓ ନିଜ ଡ୍ରେସିଙ୍ଗ ଷ୍ଟାଇଲି ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତାଙ୍କୁ ସମସ୍ତ ପ୍ରକାରର ଲୁକ୍ ମାନି ଥାଏ । ହେଲେ ବନ୍ଧୁଗଣ ନାଲି ଶାଢୀରେ କାଟ୍ରିନା ବହୁତ ଅଲଗା ନଜର ଆସନ୍ତି । ନାଲି ଶାଢୀ ଲୁକ୍ ରେ ସେ ବହୁତ ସୁନ୍ଦର ଓ ହଟ୍ ନଜର ଆସନ୍ତି ।

ଯାନଭି କପୁର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଯାନଭି କପୁର । ଯାନଭି ନିଜ ସୁନ୍ଦରତା ଓ ନିଜ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତାଙ୍କର ବୋଲ୍ଡ ଲୁକ୍ କୁ ଲୋକାମେନ ଅଧିକ ପସନ୍ଦ କରନ୍ତି । ହେଲେ ନାଲି ଶାଢୀରେ ଯାନଭି ସ୍ଵର୍ଗର ଅପସରା ପରି ନଜର ଆସନ୍ତି । ତାଙ୍କର ନାଲି ଶାଢୀ ଲୁକ୍ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ସାରା ଅଲି ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ । ସାରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅଧିକ ନିଜର ବୋଲ୍ଡ ଲୁକ୍ ଫଟୋକୁ ସେୟାର କରି ଚର୍ଚାରେ ରୁହନ୍ତି । ହେଲେ ସାରା ନାଲି ଶାଢୀରେ ବହୁତ ଅଧିକ ହଟ୍ ନଜର ଆସନ୍ତି । ଆପଣ ମାନେ ଆମ ଫଟୋ ମଧ୍ୟରେ ଦେଖିପାରୁଥିବେ ।

ମଲାଇକା ଅରୋରା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ସେକସି ଅଭିନେତ୍ରୀ ମଲାଇକା ଅରୋରା । ୪୭ ବର୍ଷ ବୟସରେ ମଧ୍ୟ ମଲାଇକା ବହୁତ ହଟ୍ ଓ ସେକସି ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଫଟୋ ବହୁତ ଭାଇରାଲ ହେଉଛି । ନାଲି ଶାଢୀରେ ମଲାଇକା ସଂପୂର୍ଣ୍ଣ ସ୍ଵର୍ଗର ଅପସରା ପରି ନଜର ଆସନ୍ତି ।

କିୟାରା ଆଡବାନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ କିୟାରା ଆଡବାନ । କିୟାରା ନିଜର ଲୁକ୍ କୁ ସବୁବେଳେ ବଦଳାଇ ଥାନ୍ତି । ହେଲେ ନାଲି ତାଙ୍କୁ ସବୁଠାରୁ ଅଧିକ ନାଲି ଶାଢୀ ମାନି ଥାଏ । ନାଲି ଶାଢୀରେ ସେ ବହୁତ ସୁନ୍ଦର ନଜର ଆସନ୍ତି ।



