କ୍ରାଇମ

ପୋଲ ବାଡ଼ାକୁ ପିଟିବା ପରେ ଜଳିଗଲା କାର୍‌, ଡ୍ରାଇଭର ସୁରକ୍ଷିତ

ଅନୁଗୁଳ:  ପୋଲ ବାଡ଼ାକୁ ପିଟିବା ପରେ ଜଳିଗଲା କାର୍‌ ।  ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି । ସଦର ଥାନା କୁଇଓ ନିକଟରେ ଥିବା ଏକ ପୋଲ ବାଡ଼ାରେ କାର ପିଟିହୋଇଥିଲା । କାରଟି ପୋଲ ବାଡ଼ାରେ ପିଟି ହେବା ପରେ ହୁତୁ ହୁତୁ ହୋଇ ଜଳିଯାଇଥିଲା ।

ତେବେ ଦୁର୍ଘଟଣା ପରେ ଜଳୁଥିବା କାରରୁ କୌଶଳକ୍ରମେ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିବାରେ ଡ୍ରାଇଭର ସଫଳ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିି ।

Related Articles

Leave a Reply

Your email address will not be published. Required fields are marked *

Back to top button