ସ୍ୱାସ୍ଥ୍ୟ

ବଞ୍ଚିଥିବା ପର୍ଯ୍ୟନ୍ତ କେବେ ବି ହେବନାହିଁ ଦାନ୍ତ ଦରଜ , ଦେହ ଦରଜ , ଝଡିବନି କେଶ , କେବେ ବି ଆସିବନି ବୁଢାପା

ନମସ୍କାର ବନ୍ଧୁଗଣ ଆପଣଙ୍କ ଘରେ କିମ୍ବା ଘର ପାଖରେ ଯଦି ଲିମ୍ବ ଗଛ ଅଛି ତେବେ ଆପଣ ସତରେ ବହୁତ ଭାଗ୍ୟଶାଳୀ । ଏହା ଏଭଳି ଏକ ଗଛ ଯାହାର ସବୁ ଅଂଶ ଆମ ବେ-ମା-ରୀ ର ଚିକିତ୍ସା ପାଇଁ ଲାଭ ଦାୟକ ହୋଇଥାଏ । ଆମ ଶରୀର ରେ ଥିବା ଛୋଟ ରୁ ବଡ଼ ରୋଗ ଏବଂ ସମସ୍ୟା ଏହାର ପତ୍ର ସହିତ ଏହାର ଛାଲ, ଡାଳ ଆଦି ସବୁ ଆମ କାମ ରେ ଆସିଥାଏ । ଏବଂ ଆଜିର ବିଭିନ୍ନ ଔଷଧ ମଧ୍ୟ ଏହି ଲିମ୍ବ ଗଛର ପତ୍ର ଏବଂ ତା’ର ଛାଲ ରୁ ପ୍ରସ୍ତୁତ ହୋଇଥାଏ । ଏହା ଛଡା ଆମ ଶରୀର କୁ ସୁନ୍ଦର କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।

ବନ୍ଧୁଗଣ ଏହି ଲିମ୍ବ ଗଛ ରେ ଅନେକ ଔଷଧୀୟ ଗୁଣ ରହିଥାଏ । ଏବଂ ଅନେକ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ । ଆୟୁର୍ବେଦ ରେ ଏହାକୁ ବହୁତ ବଡ଼ ଔଷଧ କୁହାଯାଏ । ଯାହାକୁ ହଜାର ହଜାର ବର୍ଷରୁ ଉପଯୋଗୀ କରାଯାଉଛି । ଯାହା କି ଆମର ଅନେକ ବେ-ମା-ରୀ କୁ ଜଡ ରୁ ହିଁ ଶେଷ କରି ଦେଇଥାଏ । ତେବେ ଆସନ୍ତୁ ଲିମ୍ବ ଆମ ଶରୀର କୁ କଣ କଣ ଫାଇଦା ଏବଂ ଲାଭଦାୟକ ହୋଇଥାଏ ତାହାକୁ ଵିସ୍ତାର ରୂପରେ ଜାଣି ନେବା ।


ପ୍ରଥମ ରେ ହେଉଛି ଆପଣଙ୍କୁ ଯଦି କୌଣସି ପ୍ରକାରର ଚର୍ମ ରୋଗ ହୋଇଛି  କିମ୍ବା ତ୍ୱଚା ରେ କିଛି ଦାଗ , କିମ୍ବା ଇଂଫେକ୍ସନ ହୋଇଥାଏ , କିମ୍ବା କୌଣସି ବି ପ୍ରକାର ର ଚର୍ମ ରୋଗ ହୋଇଥାଏ , ବ୍ରଣ କିମ୍ବା କୌଣସି ଦାଗ ହୋଇ ଯାଏ । କିମ୍ବା କାଛୁ କୁଣ୍ଡିଆ ଭଳି ସମସ୍ୟା ଦେଖା ଯାଏ , ତେବେ ଆପଣ ଲିମ୍ବ ଦ୍ୱାରା ଆପଣ ଏହାକୁ ଭଲ କରି ପାରିବେ । ଲିମ୍ବ ଗଛରୁ ଆପଣ ସକାଳେ ଖାଲି ପେଟରେ ଦୁଇଟି ପତ୍ର ନେବେ ଏବଂ ଚୋବାଇ ଖାଇଦେବେ । ଏହା ଦ୍ୱାରା ଆପଣଙ୍କର ର-କ୍ତ ପରିଷ୍କାର ହୋଇ ଯିବ ଏବଂ ଆପଣଙ୍କୁ କୌଣସି ପ୍ରକାରର ଚର୍ମ ରୋଗ କାଛୁ , କୁଣ୍ଡିଆ ଆଦି ହେବ ନାହିଁ । ଏହାକୁ ଖାଇଲା ବେଳେ ପିତା ଲାଗିବ ତେଣୁ ଆପଣ ଚାହିଁଲେ ଟିକେ ମହୁ ମଧ୍ୟ ନେଇ ପାରିବେ ।


ଦ୍ଵିତୀୟରେ ଯଦି ଆପଣଙ୍କ ଶରୀର ରେ ଫଁଗଲ ଇଂଫେକ୍ସନ ହୋଇଛି ଏବଂ ଏହା ଆପଣଙ୍କୁ ଅନେକ କ-ଷ୍ଟ ଏବଂ ସମସ୍ୟା ଦେଖାଯାଉଛି , ତେବେ ଆପଣ ସକାଳେ ଦୁଇଟି ଲିମ୍ବ ପତ୍ର ଖାଇ ପାରିବେ ଏବଂ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ମଧ୍ୟ ପ୍ରୟୋଗ କରି ପାରିବେ । ପେଷ୍ଟ ପ୍ରସ୍ତୁତ ପାଇଁ ଆପଣ ସାତ ଆଠ ଟି ପତ୍ର ନେବେ ଏବଂ ଏକ କର୍ପୂର ଙ୍କୁ ଗୁଣ୍ଡ କରି ପେଷ୍ଟ ପ୍ରସ୍ତୁତ କରି ଏହାକୁ ସେହି ସ୍ଥାନରେ ଲଗାଇଲେ ଏହା ବହୁତ ଶୀଘ୍ର ଭଲ ହୋଇଯିବ । ଏବଂ କୌଣସି କ-ଷ୍ଟ ମଧ୍ୟ ହେବ ନାହିଁ ।

ତୃତୀୟ ରେ ହେଉଛି ଯେଉଁମାନଙ୍କୁ ଗ୍ୟାସ କିମ୍ବା କବ୍ଜ ହୁଏ କିମ୍ବା କୌଣସି ବି ପେଟ ଜନିତ ସମସ୍ୟା ରହିଛି ତେବେ ଆପଣ ସପ୍ତାହ ରେ ଥରେ ଲିମ୍ବ ପତ୍ର କୁ ଚୋବାଇ ଖାଇବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇ ଯିବ ।


ଚତୁର୍ଥ ରେ ଯେଉଁ ମାନଂକୁ ଜ୍ଵର ହେଉଛି ଥଣ୍ଡା ହେଉଛି ଏବଂ ୟୁରିନ ଇଂଫେକ୍ସନ ହୁଏ ସେମାନେ ସକାଳେ ଉଠି ଏହାର ଦୁଇଟି ପତ୍ର ଖାଇଲେ ଏହା ବହୁତ ଲାଭ ଦାୟକ ହୋଇଥାଏ ।
ଏହା ଛଡା ଆପଣ ଙ୍କ ମୁହଁରେ ଥିବା ଟ୍ୟାନ କୁ ମଧ୍ୟ ଲିମ୍ବ ରେ ତିଆରି ଫେସ ପ୍ୟାକ ଦ୍ୱାରା କମ କରି ପାରିବେ ଏବଂ କୋଲେଷ୍ଟ୍ରଲ ହେଉଥିଲେ ଏବଂ ଯେଉଁମାନଙ୍କ ର କେଶ ବହୁତ ଦୁର୍ବଳ ଅଛି ଏବଂ ଝଡୁଛି ସେମାନେ ମଧ୍ୟ ଏହି ଲିମ୍ବ ଗଛର ପତ୍ର ର ବ୍ୟବହାର ଦ୍ୱାରା ସେହି ସବୁ ସମସ୍ୟା ରୁ ମୁ-କ୍ତ ପାଇ ପାରିବେ ।
ତେବେ ଯଦି ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥାଏ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button