କ୍ରାଇମ

ନିଜ ୧୫ ବର୍ଷର ଝିଅକୁ ଲକ୍ଷେ ଟଙ୍କାରେ ବିକିଦେଲା ମା’- ଏହିଭଳି ଭାବେ ଝିଅଟି ବଞ୍ଚେଇଲା ନିଜର ଜୀବନ, ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା କଣ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବାକୁ ଯାଉଛୁ  ଯାହା ଶୁଣି ଆପଣ ବିଶ୍ବାସ କରି ପରିବେନି କି ଗୋଟେ ମା ନିଜ ଝିଅ ସହିତ ଏଭଳି କରିଛି ବୋଲି । କିନ୍ତୁ ଏହା ସତ ଅଟେ । ମା ଶବ୍ଦ କେତେ ସ୍ନେହମୟ ସମସ୍ତଙ୍କ ପାଇଁ ହେଲେ ଆଜି ପଇସା ପାଇଁ ମା ନିଜ ଝିଅ କୁ ବିକବାକୁ ଵି ପଛାଇ ନାହିଁ । ଦିଲ୍ଲୀ ର ଏମିତି ଗୋଟେ ଘଟଣା ସାମ୍ନା କୁ ଆସିଛି ଯାହା ଶୁଣିକି ଆପଣ ଵି ଭାବିବେ କି ଏମିତି ଵି ହୋଇ ପାରେ କି ?

୧୫ ବର୍ଷୀୟ ଝିଅ କୁ ୬୨ ବର୍ଷ ର ବୃଦ୍ଧ ସହ ବାହାଘର କରେଇବା ପାଇଁ ମା ତାର ଝିଅକୁ ବିକିଦେଲା ଦଲାଲ ମାନକ ହାତେରେ, ମାତ୍ର କିଛିଟା ପଇସା ପାଇଁ କଣ ମା ଏମିତି କରିପାରେ ?

ତେବେ ଯେବେ ପ୍ରଥମେ ମା’ ଏହି କଥା ଝିଅକୁ କହିଥିଲା ଝିଅ ମନା କୃ ଦେଇଥିଲା କିନ୍ତୁ ନିଜର ରୁଣ ସୁଝିବା ପାଇଁ ସେ ଏଭଳି ଏକ ପଦକ୍ଷପ ନୀଇଥିଲା । କିନ୍ତୁ ଝିଅଟିକୁ ଯେମିତି ସନ୍ଦେହ ହେଲା କି ତା ସହ ଏଭଳି କିଛି ହବାକୁ ଯାଉଛି ସେ ତାର ପୂର୍ବ ଦିନ ୧୦ ଟଙ୍କାରେ ଅଟୋ ଧରିକି ଘରୁକୁ ଆସିଲା ଏବଂ ମହିଳା ଆୟୋଗ ହେଲ୍ପଲାଇନ ରେ ଅଭିଯୋଗ ଦେଇଥିଲା । ମହିଳା ଆୟୋଗ ଦ୍ଵାରା ଅଭିଯୋଗ ରେଜିସ୍ଟର ହୋଇଯାଇଛି ହେଲେ ଆରୋପି ଧରାପଡି ନାହାଁନ୍ତି ।

ମହିଳା ଆୟୋଗ ଅଧ୍ୟକ୍ଷ ସ୍ଵାତି ମଲିବାଳ ଚିନ୍ତିତ ହୋଇ କହିଲେ ଦିଲ୍ଲୀରେ ଏହି ଧନ୍ଦା ବହୁତ ଚାଲିଛି, କିନ୍ତୁ କେହି ଏହା ଅପାଇନ କିଛି ପଦକ୍ଷପ ନେଉଆ ନାହାନ୍ତି । ଆଶ୍ଚର୍ଯ୍ୟ କଥା ଏଇଟା କି ଉଧାରୀ ରେ ବୁଡିଥିବା ମା ପୂର୍ବରୁ ମଧ୍ୟ ତା ନିଜ ବର୍ଷକର ପୁଅ କୁ ବିକି ସାରିଥିଲା ହେଲେ ସେ ପାଇଁ କିଛି ଵି ଅଭିଯୋଗ କେହି କରିନାହାନ୍ତି ଏ ପର୍ଯ୍ୟନ୍ତ ।

୮ ସେପ୍ଟେମ୍ବର କୁ ମହିଳା ତାର ଝିଅକୁ କହିଲା କି ତାର ଭଉଣୀ ସହ ଦେଖା କରିବା ପାଇଁ ବାଦରପୁରୀ ଯିବାର ଅଛି କିନ୍ତୁ ସେ ସେହି ଜାଗାକୁ ନ ଯାଇ ନିଜମୁଦିନ ର ଗୋଟେ ହୋଟେଲକୁ ନେଇକି ଗଲା । ସେଠି ତା ଝିଅକୁ ଦଲାଲ ହାତରେ ବିକିଦେଇ ଥିଲା ।

ବିକିଲା ପରେ ମା ଝିଅକୁ ମିଛ କହି ସେହି ଜାଗାରୁ ଫେରାର ହେଇ ଯାଇଛି । ଦଲାଲ କୁ ମିଛ ରେ କହିକି ଗଲା ଯେ ଅଙ୍କଲ ତତେ ଘରେ ଛାଡିଦେବେ ମୋର ଜରୁରୀ କାମ ଅଛି ମୁଁ ଯାଉଛି । କିନ୍ତୁ ସେ ଲୋକ ଝିଅକୁ ତା ଘରକୁ ନ ନେଇ ନିଜ ଘରେ ନେଇ ଯାଇଥିଲା । ଦଲାଲ ଘରେ ସେ ଝିଅ ଯାଇ ଦେଖିଲା କି ଅଲଗା ଝିଅ ମଧ୍ୟ ସେଠିଥିଲେ । ଏହା ପରେ ସେମାନେ ଝିଅ କୁ କହିଲେ କି ତତେ ତୋ ମା ଲକ୍ଷେ ଟଙ୍କାରେ ବିକିଦେଇଛି ଆଜିଠୁ ତୁ ଏଇଠି ରହିବୁ ।

ଦଲାଲ ସହିତ ସେହି ଘରକୁ ଯିବା ପରେ ଝିଅକୁ କୁହା ହେଲକି ବିବାହ ପାଇଁ ପ୍ରସ୍ତୁତ ହେବାକୁ, ଯେତେବେଳେ ଝିଅଟି ପଚାରିଲା କାହିଁକି ସେମାନେ କହିଲେ କି ତୋ ମା କୁ ଯେଉଁ ଟଙ୍କା ଦିଆ ହେଇଛି ତା ବଦଳରେ ତତେ ଗ୍ରାହକଙ୍କ ସହ ଶୋଇବାକୁ ପଡିବ ।

ହେଲେ ତା ସହ କିଛି ହାବା ପୂର୍ବରୁ ହିଁ ତାକୁ ସେଠୁ ପଳେଇବା ପାଇଁ ରାସ୍ତା ମିଳି ଥିଲା । ଦଉଡି ଦଉଡି ଯେତେବେଳେ ସେ ଅଟୋ ଧରି ଘରୁକୁ ଆସିଲା ତା ଘରପାଖ ଲୋକଙ୍କ ସହ ସେ ମହିଳା ଆୟୋଗ ହେଲ୍ପଲାଇନ ନମ୍ବର ସାହାଯ୍ୟର ଫୋନ କରି ଜଣେଇଲା । ମହିଳା ଆୟୋଗ ମେମ୍ବର ସ୍ଥାନୀୟ ଜାଗାରେ  ପହଞ୍ଚି ଝିଅ କୁ ପାଖ ପୁଲିସ ସ୍ଟେଶନ ନେଇ ଗଲେ ଓ ଏଫଆଇଆର କରଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button