ବିଚାର

ବାସ 1 ଟଙ୍କାରେ କଢନ୍ତୁ ଆଖିରୁ ଚଷମା- Health Tips

ଆଖି ଆମ୍ ଶରୀର ଏକ ବହୁତ୍ ମୂଲ୍ୟବାନ ଅଙ୍ଗ ଅଟେ, କଣ ଆପଣ ଏହା ଜାଣିଛନ୍ତି ଜେ ଆଖି ଉପରେ ଥରେ ଚଷମା ଲାଗିଲା ପରେ ତାକୁ ବାହାର କରିବା ବହୁତ୍ କଷ୍ଟକର ହୋଇଥାଏ । ଆଖି ଉପରେ ଧ୍ୟାନ ଦବା ବହୁତ୍ ଆବଶ୍ୟକ ହୋଇଥାଏ ତେବେ ବହୁତ୍ ଲୋକ ବାଦାମ, ଶାଗ ଓ କ୍ଷୀର ଭଳି ଜିନିଷ ସେବନ କରନ୍ତି ଯାହା ତାଙ୍କ ଆଖିକୁ ଭଲ କରି ପାରିବ କିନ୍ତୁ ଏମିତି ହୋଇନଥାଏ । ଏହି ସବୁ ଜିନିଷ ସେବନ କରିବା ଦ୍ଵାରା ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ ଆଖି ଆଉ ଖରାପ ହୋଈ ନଥାଏ କିନ୍ତୁ ଆଖି ଦୃଷ୍ଟି ଫେରି ଆସେ ନାହିଁ ।

ଆଖି ପାଇଁ ଡକ୍ଟର ବହୁତ୍ ପ୍ରକାର ବଟିକା ଓ ଜିନିଷ କୁହନ୍ତି ଖାଇବା ପାଇଁ ବହୁତ ପ୍ରକାର ଆଈ ଡ୍ରପ ମଧ୍ୟ ଦିଅନ୍ତି ଯାହା ଦ୍ଵାରା ମଣିଷ ଆଖି ଭଲ ରହୁ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରେସର ବିଷୟରେ କହିବାକୁ ଯାଉଛୁ ଯାହା ଦବେଇବା ଦ୍ବାରା ଆପଣଙ୍କ ଆଖି ଦୃଷ୍ଟି ଫେରି ଆସିବ ଓ ଆପଣଙ୍କୁ ଚଷମା ଆବଶ୍ୟକ ହବ ନାହିଁ ।

ତେବେ ସମସ୍ତଙ୍କ ଘରେ ପେଂଶିଲ ବା ପେନ ଥିବ ଆଜି ଆମେ ଆପଣଙ୍କୁ ଏମିତି କିଛି ଜାଗା କହିବୁ ଯାହାକୁ ଦବେଇବା ଦ୍ବାରା ଆପଣଙ୍କ ଦୃଷ୍ଟି ରେ ବଡ ପରିବର୍ତ୍ତନ ହୋଇଥାଏ ଆଉ ଆପଣଙ୍କୁ ନିଜେ ଏହି ଜିନିଷ ଅନୁଭବ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଆକ୍ୟୁ ପ୍ରେସର ଜାଗା ଗୁଡ଼ିକ କହିବୁ ଯାହା ବହୁତ୍ ଆବଶ୍ୟକ ଅଟେ ।

ଆପଣଙ୍କୁ ନିଜ ହାତର ଦୁଇ ଆଙ୍ଗୁଳି ଯେଉଁ ଜାଗାରେ ସରୁଅଛି ସେଠି ପେନ ବା ପେଂସିଲ ପଛ ଦ୍ବାରା ଅଣ୍ଟି କ୍ଲକ୍ ୱାଇଯ ୧୦ ଥର ଓ ୧୦ ଥର କ୍ଳକ ୱାଇଜ ପ୍ରେସର ଦବାକୁ ହବ ଏହି କାମ ଆପଣଙ୍କୁ ଦୁଇ ହାତରେ କରିବାକୁ ହବ ଏହାକୁ ଆପଣ କେବେ ବି କରି ପାରନ୍ତି ପାଠ ପଢ଼ିବା ସମୟରେ ମଧ୍ୟ କରନ୍ତୁ କିନ୍ତୁ ଦିନରେ ଦୁଇ ଥର ନିଶ୍ଚିନ୍ତ କରନ୍ତୁ ।

ଏହା ଛଡ଼ା ବାଆଁ ହାତ ଅଙ୍ଗୁଠା ରେ ଆପଣ ଦୁଇ ସାଇଡ ଏହି ଭଳି ଆକ୍ୟୁ ପ୍ରେସର ପଏଣ୍ଟ ଦବାନ୍ତୁ ଦେଖିବେ ଆପଣଙ୍କୁ ବହୁତ୍ ଲାଭ ହବ । ତେବେ ଏହି ଭଳି ପ୍ରକ୍ରିୟା ନିୟମ ଅନୁସାରେ ସବୁ ଦିନ କରନ୍ତୁ ଦେଖିବେ ଆପଣଙ୍କ ଆଖି ବହୁତ୍ ସୁନ୍ଦର୍ ହୋଇଯିବ । ଏହା ଛଡ଼ା ଆପଣଙ୍କୁ ସକାଳେ ସନ୍ଧ୍ୟାରେ ପାଟିରେ ପାଣି ଭର୍ତି କରି ଆଖି ରେ ପାଣି ଛିଟା ମାରନ୍ତୁ ଦେଖିବେ ଆପଣଙ୍କୁ ବହୁତ୍ ଭଲ ଅନୁଭବ ହବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button