କ୍ରୀଡା

ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ଜିବନ ର କିଛି ଅଜଣା ତଥ୍ୟ, ମିଳି ଥିଲା ଅପହରଣର ଧମକ

ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କର ଅକ୍ଟୋବର ୧୨ ତାରିଖରେ ଜନ୍ମଦିନ ଥିଲା, ସାରା ବଲୀଉଡ ସହ ସମ୍ବନ୍ଧ ରଖି ନାହାନ୍ତି କିନ୍ତୁ ସବୁବେଳେ ତାଙ୍କ ଫିଲ୍ମ ରେ ଆସିବା କଥା ଚର୍ଚା ରେ ରହିଛି । ସାରାଙ୍କ ଜୀବନର ଗୋଟେ ଏମିତିଆ ଘଟଣା ବି ଅଛି ଯେତେବେଳେ ତାଙ୍କ ପଛରେ ଗୋଟେ ପାଗଳ ପ୍ରେମୀ ପଡିଥିଲା । ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ସ ଏବଂ ପୁରା ମିଡିଆ ସେହି ସମୟ ରେ ସ୍ତବ୍ଦ ହୋଇଯାଇଥିଲେ ଯେତେବେଳେ କେହି ଗୋଟେ ପାଗଳ ପ୍ରେମୀ ସାରାଙ୍କୁ ହଇରାଣ କରୁଥିଲା ।

ପଶ୍ଚିମ ବଂଗାଲ ର ପୂର୍ବ ମିଦନାପୁର ଜିଲ୍ଲା ର ଜଣେ ପାଗଳ ପ୍ରେମୀ ସାରାଙ୍କୁ ଫୋନ କରି ହଇରାଣ କରୁଥିଲେ, ଗିରଫତାର ହେଲା ପରେ ପ୍ରେମିଜଣକ ଯାହା କହିଲେ ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ ।

ଦେବକୁମାର ମୈତୀ ନାମକ ଆରୋପି ସଚିନ ତେନ୍ଦୁଲକରଙ୍କ ଘରେ ୨୦ଥର ଫୋନ କଲେ ଏବଂ ସାରାଙ୍କ ବିଷୟ ରେ ଭୁଲ କଥା କହିଲେ, ମାତ୍ର ଏହା ନୁହେଁ ଆରୋପି ସାରାଙ୍କ ଅପହରଣ କଥା ବି କହି ଦେଲେ ।

ଆରୋପି ଅନୁଯାଇ ପ୍ରଥମ ଦେଖା ରେ ସେ ସାରାଙ୍କୁ ଭଲ ପାଇଯାଇଥିଲା, ପ୍ରଥମ ଥର ଆରୋପି ସାରାଙ୍କୁ ଗୋଟେ ମ୍ୟାଚ ସମୟ ରେ ସ୍ଟେଡିୟମ ରେ ଦେଖିଥିଲା ଓ ଦେଖୁ ଦେଖୁ ଭଲ ପାଇଗଲା ।

ଆରୋପି କୁ ଗିରଫତାର କଲା ପରେ ପୋଲିସ ପଚାରିବାରୁ ଜଣା ପଡିଲା କି ଆରୋପି ଦେବକୁମାର ଘରେ ଗୋଟେ ଡାଇରୀ ଥିଲା ଯେଉଁଥିରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ନା ଆରୋପି ନିଜ ପତ୍ନୀ ରୂପ ରେ ଯୋଡିକି ଲେଖିଥିଲା ।

ପୁରା କଥା ସେତେବେଳେ ଜଣାପଡିଲା ଯେତେବେଳେ ସାରା ମୁମ୍ବାଇ ର ବାନ୍ଦ୍ରା ପୋଲିସ ଥାନା ରେ ଆରୋପି ନା ରେ ଅଭିଯୋଗ କରିଥିଲେ । ଯାହା ପରେ ପୋଲିସ ଆରୋପି ଫୋନ ଲୋକେସନ ରୁ ତାକୁ ଗିରଫତାର କଲେ । ପୋଲିସ ଅନୁଯାଇ ଆରୋପି ନିଜ ମା ବାପାକୁ ବି ପ୍ରତାଡିତ କରୁଥିଲା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button