ଜୀବନଶୈଳୀ

ନମସ୍କାର ବନ୍ଧୁଗଣ । ଝିଅମାନେ ମାତା ଲକ୍ଷ୍ମୀଙ୍କର ଗୋଟିଏ ଅବତାର । ଘରେ ଝିଅ ଜନ୍ମ ବହୁତ ଶୁଭହୋଇଥାଏ । କିଛି ଲୋକମାନେ ତାହାକୁ ଗ୍ରହଣ କରୁଥିବା ବେଳେ ଆଉ କିଛି ଲୋକମାନେ ତାହାକୁ ଅମାନ୍ୟ କରିଥାନ୍ତି । ଝିଅମାନଙ୍କ ଜନ୍ମ ଘରକୁ ମାତା ଲକ୍ଷ୍ମୀଙ୍କ ସାନିଧ୍ୟ କୁ ନେଇକି ଆସିଥାଏ । ଘରେ ଖୁସିର ବାତାବରଣ ସୃଷ୍ଟି କରିଥାଏ । ଝିଅମାନେ ଉଭୟ ଶାଶୁ ଓ ମା ‘ ଘରକୁ ସମ୍ଭାଳିବାର କ୍ଷମତା ରଖିଥାନ୍ତି । ଆଧୁନିକ ଯୁଗରେ ପୁରୁଷମାନେ ପିତାମାତାଙ୍କୁ ଘରୁ ତଡି ଦେଉଥିବା ବେଳେ ଝିଅ ବିବାହ ପରେ ମଧ୍ୟ ବାପାମା’ ଙ୍କ ପ୍ରତି ନିଜ କର୍ତ୍ତବ୍ୟକୁ ତୁଲାଇ ଥାଏ । କେତେକ ଝିଅମାନେ ଭାଗ୍ୟଶାଳି ହୋଇଥାନ୍ତି । ସାମୁଦ୍ରିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯଥା କିଛି ଝିଅମାନେ ଏତେ ଭାଗ୍ୟଶାଳୀ ହୋଇଥାନ୍ତି , ଯଥା ସେମାନଙ୍କ ଭାଗ୍ୟ ହେତୁ ଉଭୟ ବାପଘର ଓ ଶାଶୁଘର ଉପରେ ଧନର ବର୍ଷା ହୋଇଥାଏ । recommended by Alpha Hair Oil ये ट्रिक सिर्फ 30 दिन में नए बाल उगाए, यकीन न हो तो खुद आजमाएं 30 दिन में दोबारा उगाए अपने बाल और जानें ଏପରି ଝିଅମାନେ ଯେଉଁ ଘରେ ରହିଥାନ୍ତି ସେଠାରେ ସୁଖ, ସମବୃଦ୍ଧି ବଢିବାକୁ ଲାଗିଥାଏ । ତେବେ ଏବେ ଆପଣଙ୍କୁ ପ୍ରଶ୍ନ ଉଠିପାରେ ଯେ ସେହି ପରି ଝିଅମାନଙ୍କୁ ଚିହ୍ନିବା କିପରି । ଆଜି ଆମେ ଆପଣଙ୍କୁ ସେହି ସମ୍ବନ୍ଧୀୟ କିଛି ବିଷୟରେ ରଖିବାକୁ ଚାହୁଛୁ । ଭାଗ୍ୟଶାଳୀ ଝିଅମାନଙ୍କ ଅଙ୍ଗର ଆକାର ଶୈଳୀ ଦ୍ଵାରା ଆମେ ଜାଣିପାରିଥାଉ । ପ୍ରଥମ ହେଉଛି ସୁଲକ୍ଷଣୀ ଝିଅମାନଙ୍କ କାନ ଯଦି ଲାଲ ହୋଇଥାଏ । ତେବେ ଏହି ପରି ମହିଳା ଭାଗ୍ଯବାନ ହୋଇଥାନ୍ତି । recommended by Alpha Hair Oil भारत का नं 1 तेल जो बालों को फिर से सिर्फ एक हफ्ते में उगाता है और जानें 2- ଯେଉଁ ମହିଳାମାନଙ୍କ ପାଦ ଆଙ୍ଗୁଠି ଲଗାଲାଗି ହୋଇ ମୋଟା ଆକାର ଉପରୁ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କ ଘରେ ସମବୃଦ୍ଧି ସର୍ବଦା ରହିଥାଏ । 3- ଭାଗ୍ୟଶାଳି ମହିଳାମାନଙ୍କ ହାତ ଲାମ୍ବା ହୋଇଥାଏ । 4- ଯେଉଁ ମହିଳାମାନଙ୍କ ନାଭି ଗଭୀର ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳି ହୁଅନ୍ତି । 5- ଜନ୍ମରୁ ଭାଗ୍ୟଶାଳୀ ହୋଇଥିବା ଝିଅମାନଙ୍କ ଆଖିର ଧଳା ଭାଗ କ୍ଷୀର ପରି ଧଳା ହୋଇଥାଏ । 6- ମହିଳମାନଙ୍କ ପାଦର ତଳ ଭାଗ ଚିକନ ହୋଇଥାଏ ସେମାନେ ପରିବାର ପାଇଁ ଶୁଭ ହୋଇଥାନ୍ତି । ଏହାର ବିପରୀତ ଯେଉଁ ମହିଳାମାନଙ୍କ ପାଦର ତଳ ଭାଗ ପାଟୁଥାଏ ସେମାନେ ଦୁଃଖ ଜୀବନ କାଟୁଥାନ୍ତି । 8- ମହିଳାମାନଙ୍କ କପାଳ ବାହାର ଆଡକୁ ରହିଲେ ଭାଗ୍ୟବନ ହୋଇଥାନ୍ତି । 9- ମହିଳାମାନଙ୍କ ଆଇବ୍ରୋ ରେ କଳା ଯାଇ ଥିଲେ ତାଙ୍କୁ ଶୁଭବିଚାର କରାଯାଇଥାଏ । 10 – ଲାଲ ଜିଭ ଥିବା ମହିଳାମାନେ ଶୋଭାଗ୍ୟଶାଳି ହୋଇଥାନ୍ତି । 11- ନାଭିର ତଳ ଭାଗ କୁ କଳା ଯାଇ ଥିଲେ ଭାଗ୍ୟଶାଳି ହୋଇଥାନ୍ତି । 12- ଛୋଟ ବେକ ଥିବା ମହିଳାମାନେ ଅତ୍ୟଧିକ ଶୋଭାଗ୍ୟଶାଳି ହୋଇଥାନ୍ତି । 13- ଯେଉଁ ମହିଳାମାନଙ୍କ ଓଠ ସର୍ବଦା ଲାଲ ଥାଏ ସେମାନେ ଭାଗ୍ୟବାନ ହୋଇଥାନ୍ତି । 14 – ସିଧା ନାକ ଥିବା ମହିଳା ଓ ଶଙ୍କ ଅଙ୍ଗୁଳି ଥିବା ମହିଳାମାନେ ଶୋଭାଗ୍ୟଶାଳି ହୋଇଥାନ୍ତି । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ । More Cool Stuff

ବନ୍ଧୁଗଣ ଯଦି ଝିଅ ମାନଙ୍କର ମାସିକ ଧର୍ମ ରେଗୁଲାର ନ ହୁଏ ତେବେ ସେମାନେ ବହୁତ ଚିଡିଚିଡା ସ୍ଵଭାବର ହୋଇ ଯାଆନ୍ତି । ଆଉ କିଛି କ୍ଷେତ୍ରରେ ଝିଅ ମାନେ ଷ୍ଟ୍ରେସ ନେବା ସହ ଶରୀର ହେଭି ହୋଇଯାଏ । ମାସିକ ଧର୍ମ ଇର ରେଗୁଲାର ହେବାର ବିଭିନ୍ନ ପ୍ରକାରର କାରଣ ହୋଇଥାଏ । ଯଦି ଆପଣଙ୍କର ପିରିଏଡ ଟାଇମରେ ହେଉ ନାହି ତେବେ ଚିନ୍ତା ଲାଗିଥାଏ ।

ଯଦି ଆପଣଙ୍କର ପିରିଏଡ ବିଳମ୍ବ ରେ ହେଉଛି କିମ୍ବା ଏହି ସମୟରେ ଅଧିକ ଯନ୍ତ୍ରଣା ହେଉଛି ତେବେ ଆଜି ଆମେ ଆପଣଙ୍କୁ ଏକ ରେମେଡି ବିଷୟରେ କହିବାକୁ ଯାଉଛୁ । ଯାହାର ପ୍ରୟୋଗ କରିଲେ ଆପଣଙ୍କର ପିରିଏଡ ସମସ୍ଯା ଦୂର ହେବ । ଆଜି ଆମେ ଆପଣଙ୍କୁ 2ଟି ରେମେଡି ବନାଇବା ଶିଖାଇବୁ । ପ୍ରଥମ ରେମେଡି ତିଆରି କରିବା ପାଇଁ ଏକ ଗ୍ଳାସ ପାଣି କୁ ଫୁଟାନ୍ତୁ ।

ତାପରେ ସେଥିରେ ଅଳ୍ପ ଅଦା ପକାନ୍ତୁ । ଏହାକୁ ଢାଙ୍କି 2 ମିନିଟ ଯାଏଁ ବଏଲ କରନ୍ତୁ । ତା ପରେ ଅନ୍ୟ ଏକ ପାତ୍ରକୁ ଛାଣି ନିଅନ୍ତୁ । ଏହା ଅଳ୍ପ ଥଣ୍ଡା ହେବା ପରେ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ । ଏହାକୁ ଭଲରେ ମିଶ୍ରଣ କରି ଏହାକୁ ରାତିରେ ଶୋଇବା ପୂର୍ବ ରୁ ଏହାର ସେବନ କରନ୍ତୁ । ଦେଖିବେ ଆପଣଙ୍କର ପିରିଏଡ ସମ୍ବଧୀୟ ଯାହା ବି ସମସ୍ଯା ଥିବା ତାହା ନିଶ୍ଚୟ ଦୂର ହେବ ।

ଦ୍ଵିତୀୟ ରେମେଡି ବନାଇବା ପାଇଁ ଏକ ପାତ୍ର ରେ ଏକ ଗ୍ଳାସ ପାଣି ଫୁଟାନ୍ତୁ । ତା ପରେ ଏଥିରେ ଏକ ଚାମଚ ଜୀରା ପକାନ୍ତୁ । ଜୀରା ପିରିଏଡ ସମସ୍ଯା ପାଇଁ ବହୁତ ହେଲ୍ପ ଫୁଲ ଅଟେ । ଏହାକୁ 2 ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଯେମିତି ଜୀରା ର ସବୁ ପୋଷାକ ତତ୍ତ୍ଵ ପାଣି ଭିତରକୁ ଆସିଯିବ । 2 ମିନିଟ ଫୁଟାଇବା ପରେ ଏହି ପାଣି କୁ ଏକ କପ କୁ ଛାଣି ଆଣନ୍ତୁ ।

ପାଣି ଅଳ୍ପ ଥଣ୍ଡା ହେବା ପରେ ଏଥିରେ ଏକ ବ୍ରାଉନ ସୁଗାର ଏକ ଚାମଚ ମିଶାନ୍ତୁ । ଯଦି ଆପଣଙ୍କ ପାଖରେ ବ୍ରାଉନ ସୁଗାର ନାହି ତେବେ ନରମାଲ ସୁଗାର ଏଥିରେ ମିଶାନ୍ତୁ । ଏବେ ଏହାକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ । ଏହିପରି ଭାବେ ଆପଣ ଏହି 2 ପ୍ରକାରର ରେମେଡି ବନାଇ ପିରିଏଡ ସମସ୍ଯା କୁ ଦୂର କରି ପାରିବେ ।

ଏବେ ଆସନ୍ତୁ ଜାଣିବା ଏହି ରେମେଡି କେଉଁ ସମୟ ସେବନ କରିବାକୁ ହେବ । ଯଦି ଆପଣଙ୍କର ପିରିଏଡ ଶେଷ 2ରୁ 3 ମାସ ହୋଇ ନାହି କିମ୍ବା ପ୍ରପର୍ଲି ହୋଇ ନାହି ତେବେ ଏହି ଅଦା ଟି କୁ ରାତିରେ ସେବନ କରନ୍ତୁ । ଏଥିରୁ କୌଣସି ସାଇଡ ଇଫେକ୍ଟ ଦେଖିବାକୁ ମିଳିବ ନାହି ।

ଯଦି ହରମୋନ ଇନ-ବାଲାନ୍ସ କାରଣରୁ ଆପଣଙ୍କର ପିରିଏଡ ଇର-ରେଗୁଲାର ହେଉଛି ତେବେ ଏହି ରେମେଡି କୁ 2ରୁ 3 ଥର ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

 

Related Articles

Leave a Reply

Your email address will not be published. Required fields are marked *

Back to top button