ଦେଶ ବିଦେଶ

ଏହି ବାବାଙ୍କ ଆଶ୍ରମ ରେ ହଉଥିଲା ଏମିତି କାମ ଯାହା ଆପଣ କେବେ ଭାବି ବି ନଥିବେ ଏବଂ ତାହା ଲୋକଙ୍କ ଇଛା ରେ, ଦେଖେନ୍ତୁ ଭିଡିଓ

ଅତ୍ୟାଢ୍ମିକ୍ତା ନା ରେ ନିଜକୁ ଭଗବାନ କହୁଥିବା ଏହି ବାବା ଲୋକଙ୍କୁ ସମ୍ବନ୍ଧ ଗଢିବା ପାଇଁ ପ୍ରୋତ୍ସାହିତ କରୁଥିଲେ ତାଙ୍କ ଅନୁଯାଇ ସମ୍ବନ୍ଧ ଇଛା ମାରିବା ଭୁଲ ବୋଲି ବାବା ସମସ୍ତଙ୍କୁ ଉପଦେଶ ଦଉଥିଲେ । ଆମ ଦେଶ ରେ ଏମିତି ବହୁତ ବାବା ଥିବେ ଯିଏ ନିଜକୁ ଭଗବାନ ମାନନ୍ତି ଏବଂ ଲୋକ ଏହାର ଶିକାର ହୋଇ ଥାନ୍ତି । ସମସ୍ତଙ୍କ ସମୟ ସମାନ ନଥାଏ କେବେ ନା କେବେ ସତ୍ୟ ବାହାରକୁ ଆସି ଥାଏ ଏବଂ ଆଜି ଘଟଣା ଏହି ଭଳି ଗୋଟେ ବାବାଙ୍କ ଉପରେ ଅଛି ।

ଆଜି ଆମେ ଆପଣଙ୍କୁ ଯେଉଁ ବାବା ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହ ଓଶୋ ଯିଏ ଲୋକଙ୍କୁ ସମ୍ବନ୍ଧ ଉପରେ ଉପଦେଶ ଦିଏ ।

ଏବଂ ଲୋକଙ୍କୁ ଏହା ମଧ୍ୟ ବିଶ୍ଵାସ ଦେଇ ଥାଏ ଯେ ସେ ଯାହା କରୁଛନ୍ତି ତାହା ଭୁଲ ନୁହ । ବାବା ନିଜକୁ ଭଗବାନ ଭାବେ କିନ୍ତୁ ବାବା ପ୍ରେମିକା ଶିଲା ଓଶୋ ଆଶ୍ରମ ରୁ ଚୋରୀ କରିବା ଆରୋପ ରେ ୩୯ ମାସ ଜେଲ ରେ ରହି ଆସିଲା ପରେ ଏହି କଥା ଗୁଡିକ ନିଜ ଗୋଟେ ବହିରେ ସ୍ପଷ୍ଟ କରିଛନ୍ତି ଏହି କଥା କେତେ ସତ ତାହା ଏବେ ଜଣା ପଡି ନାହିଁ କିନ୍ତୁ ଧୂଆଁ ଆସିଚି ତା ମାନେ ନିଆ ନିଶ୍ଚିନ୍ତ ଲାଗି ଥିବ ।

ଏହି ବହି ନା ‘ଡୋଣ୍ଟ କିଲ ହିମ’ଅଟେ, ଏହି ବହିରେ ଶିଲା ଓଶୋ ବାବା ବିଷୟରେ ଏମିତି କିଛି କଥା କହିଛନ୍ତି ଯାହା ଶୁଣି ଆପଣଙ୍କ ମୁଣ୍ଡ ମଧ୍ୟ କାମ କରିବ ନାହିଁ । ଶିଲା ନିଜ ବହି ରେ ଏହାର ପୁଷ୍ଟି କରଣ କରିଛନ୍ତି ଯେ ବାବା ଆଶ୍ରମ ରେ ସେକ୍ସ ମଣ୍ଡି ଲାଗୁଥିଲା, ଗୋଟେ ସମୟ ରେ ଓଶୋ ଆତ୍ଯାଧ୍ମିକ ନେତା ୭୦-୮୦ ଦଶକ ରେ ଭଗବାନ ଶ୍ରୀ ରଜନିଶ ନାମ ରେ ପ୍ରଚଳିତ ଥିଲା ।

ଏହା ପରେ ପ୍ରସିଦ୍ଧ ହେଲା ପରେ ସେ ନିଜ ନା ଓଶୋ ରଖିଲା । ଏହା ପରେ ଓଶୋ ଆନ୍ଦୋଳନ ହୋଇ ଥିଲା ଆଜି ଓଶୋ ବଞ୍ଚି ନାହିଁ କିନ୍ତୁ ତା ଆଶ୍ରମ ଓ ବିଷୟରେ ଜାଣିବା ଦରକାର ଅଟେ ଏବଂ ଏବେ ବି ତା ଫ୍ଲୋୱାର୍ସ ଅଛନ୍ତି ଯିଏ ଏହି ମାନସିକ ର ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button