ଜୀବନଶୈଳୀ

ବିଗ ବସରୁ ଫେରିବା ପରେ ଆସିମଙ୍କ ଖୋଲିଲା ଭାଗ୍ୟ, ଶାହରୁଖ ଝିଅଙ୍କ ସହିତ କରିବେ ଫିଲ୍ମ

ସିଦ୍ଧାର୍ଥ ଶୁକ୍ଳା ବିଗ ବସ13 ର ବିଜେତା ହେଲେ ମଧ୍ୟ 1st ରନର ଅପ ଆସିମ ରିୟାଜଙ୍କ ଚର୍ଚ୍ଚା ତାଙ୍କଠୁ କିଛି କମ ନୁହେଁ । ବିଗ ବସ 13 ରେ ସେ ନିଜ ପ୍ରଦର୍ଶନରେ ସମସ୍ତଙ୍କ ହୃଦୟ ଜିତିଥିଲେ । ସମସ୍ତେ ତାଙ୍କ ପ୍ରଶଂସା କରୁଛନ୍ତି । ଏବେ ଲାଗୁଚି ବିଗ ବସରୁ ଆସିବା ପରେ ତାଙ୍କ ଭାଗ୍ୟ ବଦଳିଛି । ବିଗ ବସ ଜାନକାରି ଦେବା ମିଷ୍ଟର ଖବରୀଙ୍କ କହିବା ଅନୁଯାୟୀ, ଆସିମଙ୍କୁ ଫିଲ୍ମ ମିଳିଯାଇଛି ।

ସେ ଫିଲ୍ମରେ ତାଙ୍କ ଆପୋଜିଟରେ ବଲିଉଡ ସୁପରଷ୍ଟାର ଶାହରୁଖ ଙ୍କ ଝିଅ ସୁହାନା ଖାଁ ନଜର ଆସିବେ

 

ଆସିମ୍ ଓ ସୁହାନାଙ୍କ 1st ଡେବ୍ୟୁ ଫିଲ୍ମ ହେବ । ଫିଲ୍ମଟି କରନ ଜୋହରଙ୍କ ପ୍ରଯୋଜିତ ଷ୍ଟୁଡେଣ୍ଟ ଅଫ ଦି ଇୟରର ପାର୍ଟ 4 ହେବ । ଏଇ ଖବର କେଉଁ ଅଧିକାରୀଙ୍କ ଦ୍ବାରା ଘୋଷଣା ହେଇନି କିନ୍ତୁ ଯଦି ଏହା ସତ ହୋଇଥାଏ ତ ଆସିମ ଓ ତାଙ୍କ ଫ୍ୟାନଙ୍କ ପାଇ ବହୁତ ବଡ଼ ଖୁସି ଖବର । ସେ ଯେତେବଳେ ବିଗ ବସକୁ ଆସିଥିଲେ ସେତେବଳେ କେବଳ ବାଛିବା ଲୋକ ତାଙ୍କୁ ଚିହ୍ନିଥିଲେ ହେଲେ ଏବେ ତାଙ୍କ ଫ୍ୟାନ ଫଲୋଇଂସ୍ ବଢ଼ିବାରେ ଲାଗିଛି ।

ଏହା ପୂର୍ବରୁ ଆସିମ ଚାନେଲରେ ବାଉଣ୍ଡ ହବା ଅପରାଧ ରେ ଉତର ଦେଲେ । ଗୋଟେ ଇନ୍ଟରଭିଉ ରେ ଆସିମ ସବୁ ଲାଗିଥିବା ଅପରାଧକୁ ଭୁଲ ଘୋଷିତ କରି କହିଲେ କିଛିବି ଏମିତି ନାହି ଫିକ୍ସଡ ବୋଲି କିଛି ନହିଁ ଲୋକ ମାନଙ୍କଭଲ ପାଇବାରୁ ମୁଁ ଏତେ ବାଟା ଆସିଛି ଆଉ ସେ ସିଦ୍ଧାର୍ଥ ମଧ୍ୟ ଆସିଛି ଫିକ୍ସଡ କିଛି ନୁହ ଯାହା ଆଗରେ ଅଛି ତାହା ହିଁ ସତ ।

Related Articles

Leave a Reply

Your email address will not be published. Required fields are marked *

Back to top button