କ୍ରୀଡା

କ୍ରିକେଟ ଜଗତର ପାଞ୍ଚଟି ଇମାନ୍ଦାର ଓ ସାଧାରଣ ଖେଳାଳି, ନଂ ୨ କଥା ହବା ପାଇଁ ମଧ୍ୟ ଲାଜ କରନ୍ତି

ବିଶ୍ଵ ରେ ଏମିତି କେତେକ ଖେଳାଳି ଅଛନ୍ତି ଯିଏ ନିଜ ଖେଳ ଠାରୁ ଅଧିକ ନିଜିମାନ୍ଦାରୀ ପାଇଁ ପ୍ରସିଦ୍ଧ ଅଛନ୍ତି, ସେଥିପାଇଁ ଆଜି ଆମେ ବିଶ୍ଵ କ୍ରିକେଟ ୫ଟି ଖେଳାଳି ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯିଏ ବହୁତ ଇମାନ୍ଦାର ଅଛନ୍ତି ।

୧. ହାଶିମ ଅମଲା :

ଦକ୍ଷିଣ ଆଫ୍ରିକା ଦିଗ୍ଗଜ ବଲେବାଜ ହାଶିମ ଆମଲା ନିଜ ବଲ୍ଲେବାଜି ଓ ନିଜ ଇମାନ୍ଦାରୀ ପାଇଁ ବହୁତ ପ୍ରସିଦ୍ଧ ଅଛନ୍ତି ସେଥିପାଇଁ ତାଙ୍କୁ ନା ଲିଷ୍ଟ ରେ ପ୍ରଥମ ନଂ ରେ ଅଛି ।

୨. ରାହୁଲ ଦ୍ରାବିଡ :

ଭାରତ ଦିଗ୍ଗଜ ବଲ୍ଲେବାଜ ରାହୁଲ ଦ୍ରାବିଡ ଏହି ଲିଷ୍ଟ ରେ ଦୁତୀୟ ନଂ ରେ ଆସନ୍ତି, ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁ ଯେ ତାଙ୍କ ଇମାନ୍ଦାରୀ କଥା ଆଜି ବି ଚର୍ଚା ରେ ଅଛି ।

୩. ଏଡମ ଗିଲକ୍ରିଷ୍ଟ :

ଅଷ୍ଟ୍ରେଲିଆ ଦିଗ୍ଗଜ ଏଡମ ଗିଲକ୍ରିଷ୍ଟ ନିଜ ସମୟ ସବୁଠାରୁ ଇମାନ୍ଦାର ଖେଳାଳିରୁ ଗୋଟେ ଅଛନ୍ତି ।

୪. ମହେନ୍ଦ୍ର ସିଂହ ଧୋନୀ :

ଭାରତ ପୂର୍ବ କପ୍ତାନ ମହେନ୍ଦ୍ର ସିଂହ ଧୋନୀ ବହୁତ ଇମାନଦର ଓ ସତ ଖେଳାଳି ବୋଲି କୁହା ଯାନ୍ତି ।

୫. ସଚିନ ତେନ୍ଦୁଲକର :

ଭାରତ ବଲ୍ଲେବାଜ ସଚିନ ତେନ୍ଦୁଲକର ନିଜ ଇମାନ୍ଦାରୀ ପାଇଁ ବହୁତ ପ୍ରସିଦ୍ଧ ଅଛନ୍ତି । ଯେତେବେଳେ ସେ ଆଉଟ ହୁଅନ୍ତି ସେ ଅମପାୟର କହିବା ଆଗରୁ ପବେଲିୟନ ପଳାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button