ରିଚାର୍ଜ ଟେନସନ ଛୁ ! ଏବେ ଆଉ ଆପଣଙ୍କୁ କରିବାକୁ ପଡିବନି Recharge ପାଇଁ ଚିନ୍ତା, ମାର୍କେଟକୁ ଆସିଲା Walkie Talkie…. ଏହାର Feature ଜାଣି ବିଶ୍ଵାସ ହେବନି

ନମସ୍କାର ବନ୍ଧୁଗଣ । ଏଣିକି ମୋବାଇଲ ରିଚାର୍ଜ କରିବାର ଆବଶ୍ୟକତା ନାହି । ବିନା ରିଚାର୍ଜ ରେ ନିଜ ବନ୍ଧୁ ଙ୍କ ସହ କଥା ହୁଅନ୍ତୁ । ଏହି ଡିଭାଇସ ରୁ ଦେବ ମୁକ୍ତି । ଆପଣ ମାନେ ନିଶ୍ଚୟ ପ୍ରତି ମାସରେ ନିଜର ମୋବାଇଲ ରେ ରିଚାର୍ଜ କରୁଥିବେ । କିନ୍ତୁ ରିଚାର୍ଜ ସରିବା ପୂର୍ବ ରୁ ଜାଣିବା ଏତେ ସହଜ ହୋଇ ନ ଥାଏ । ଜିଓ ହେଉ ବା ଏୟାରଟେଲ ରିଚାର୍ଜ କରିବା ବେଳେ ବିରକ୍ତିକର ମନେ ହୋଇଥାଏ ।
କେତେବେଳେ ଆପଣଙ୍କ ର ରିଚାର୍ଜ ତାରିଖ ଆସି ଯାଇଥାଏ କିନ୍ତୁ ଆପଣ ଜାଣି ପାରନ୍ତି ନାହି । ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆଜି ଆମେ ଆପଣ ଙ୍କୁ ଏକ ନୂଆ ଉପାୟ କହିବୁ । ଏଥିପାଇଁ ଆପଣଙ୍କୁ କେବଳ ଗୋଟେ ଡିଭାଇସ କିଣିବାକୁ ପଡିବ । ଏହା ସାହାଯ୍ୟରେ ଆପଣ ଯେ କୌଣସି ନମ୍ବର ରେ ବିନା ରିଚାର୍ଜରେ କଲ କରି ପାରିବେ । ଆଉ ଏଥିପାଇଁ ଆପଣଙ୍କୁ କିଛି ଅସୁବିଧାର ସମୁଖୀନ ହେବାକୁ ପଡିବ ନାହି ।
ଏହି ଡିଭାଇସ ର ନାମ ହେଉଛି ବାୟୋ ପିଙ୍କ ବିବିଏଫ-888 ଏସ ୱାକେଟୋକି ରେଡିଓ । ଏହି ଡିଭାଇସ ଏବେ ଖୁବ ଟ୍ରେଣ୍ଡରେ ରହିଛି । ଏଥିପାଇଁ ଆପଣଙ୍କୁ ବିଶେଷ କିଛି କରିବାକୁ ପଡିବ ନାହି । ଏହାକୁ ଅନ ଲାଇନରେ ବହୁତ ସହଜରେ ଅର୍ଡର କରି ପାରିବେ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏହି ଡିଭାଇସ ର ଦାମ ହୁଏ ତ ଅଧିକ ହୋଇପାରେ ? ଏହାର ମୂଲ୍ୟ ମାତ୍ର 4000 ଟଙ୍କା ରହିଛି ।
ଆପଣ ଏହାକୁ 55 ପ୍ରତିଶତ ଡିସ କାଉଣ୍ଟ ରେ ଇନି ପାରିବେ । ଅର୍ଥାତ 1799 ଟଙ୍କାରେ କିଣି ପାରିବେ ଆପଣ ଏହି ଡିଭାଇସ । ଅର୍ଡ଼ର କରିବାର 7 ଦିନ ପରେ ଏହି ଡିଭାଇସ ଆପଣଙ୍କ ଘରେ ପହଞ୍ଚି ଯିବ । ଡିଭାଇସ ର ଖାସ ବିଶେଷତ୍ଵ ହେଉଛି ଏହାର ରେଞ୍ଜ 6 କିମି ଥାଏ । ଅର୍ଥାତ 6 କିମି ରେଞ୍ଜ ଭିତରେ ଥିବା କୌଣସି ନମ୍ବର ସହ ଆପଣ କଥା ହୋଇ ପାରିବେ ।
ସେହିପରି ଏହି ବାୟୋ ପିଙ୍କ ବିଏଫ-888 ଏସ ହାଇ ପାୱାର ଇଣ୍ଟେଲିଜେଣ୍ଟ ଡିଭାଇସ ଝହା ମାଧ୍ୟମ ରେ ଆପଣ ମାଗଣାରେ କଲା କରି ପାରିବେ । ଏହା ଫ୍ଲିପ କାର୍ଡ ରେ ଉପଲବ୍ଧ ଅଟେ । ଏହାର ଦାମ ମାତ୍ର 5999 ଟଙ୍କା ଥିବା ବେଳେ ଏହାକୁ 35 ପ୍ରତିଶତ ଡିଶ କାଉଣ୍ଟ ରେ ଆପଣ କିଣି ପାରିବେ ।
ଏଥିରେ ସଲିଡ ସେଲ, ଆଣ୍ଟି ଓୟାର ଅଫର ବି ରହିଛି । ଏଥିରେ ସାଉଣ୍ଡ କ୍ଵାଲିଟି ବି ବେସ ଭଲ ଅଛି । କାର ବା ବାଇକ ଚଲାଇବା ବେଳେ ଆପଣ ଏହାକୁ ବ୍ୟବହାର କରି ପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।