କ୍ରୀଡା

ଭାରତୀୟ ଝିଅଙ୍କୁ ବିବାହ କରି ନେଇ ଗଲେ ଏହି ୫ଟି କ୍ରିକେଟର, ଦେଖନ୍ତୁ କେଉଁ କେଉଁ ଖେଳାଳି ମାନଙ୍କର ନାମ ଅଛି

ବିଶ୍ଵ କ୍ରିକେଟ ରେ ଏମିତି ବହୁତ ଖେଳାଳି ଅଛନ୍ତି ଯିଏ ଭାରତୀୟ ଝିଅଙ୍କ ସହ ବିବାହ କରିଛନ୍ତି, ଏହି କ୍ରିକେଟ୍ର୍ଷ ରେ ଇଂଗ୍ଲୈଂଡ ମାଇକ ବ୍ରେଯରଲୀ, ଶ୍ରୀଲଂକା ର ମୁଥୈଯା ମୁରଲୀଧରନ, ଅସ୍ଟ୍ରେଲିୟା ଶାନ ଟୈଟ ଓ ଗ୍ଲେନ ଟର୍ନର ଭଳି ବଡ ବଡ ନାମ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ୫ଟି କ୍ରିକେଟର ବିଷୟରେ କହିବାକୁ ଯାଉଛୁ ସେ ପାକିସ୍ତାନ ର ଅଟନ୍ତି ଓ ଭାରତୀୟ ଝିଅଙ୍କ ସହ ବିବାହ କରିଛନ୍ତି ।

୧. ଶୋଏବ ମଲିକ ଓ ସାନିଆ ମିର୍ଜା :

ଏହି ଯୋଡି ସମସ୍ତ ଭାରତ ବାସୀ ଜାଣିଛନ୍ତି, ଭାରତ ଟେନିସ ଖେଳାଳି ସାନିଆ ମିର୍ଜା ୨୦୧୦ ମସିହା ରେ ଶୋଏବ ମାଲିକ ସହ ବିବାହ କରି ପାକିସ୍ତାନ ଚାଲି ଯାଇଥିଲେ ।

୨. ଜହିର ଅବ୍ବାସ ଓ ରୀତା ଲୁଥରା :

ପାକିସ୍ତାନ ବଲର ଜହିର ଅବ୍ବାସ ୧୯୮୮ରେ ଭାରତ ଋଟ ଲୁଥରା ସହ ବିବାହ କରିଥିଲେ, ବିବାହ ପରେ ରୀତା ଇସଲାମ କୁବୁଲ କରିଥିଲେ ଓ ନିଜ ନା ବଦଳି ସମିନା ଅବ୍ବାସ ରଖିଥିଲେ ।

୩. ମୋହସିନ ଖାନ ଓ ରିନା ରାୟ :

ପାକିସ୍ତାନ କ୍ରିକେଟର ମୋସିନ ଖାନ ଭାରତ ବଲୀଉଡ ଅଭିନେତ୍ରୀ ରିନା ରାୟ ସହ ବିବାହ କରି ତାଙ୍କୁ ପାକିସ୍ତାନ ନେଇ ଗଲେ, କିନ୍ତୁ ଦୁହିଙ୍କ ସମ୍ପର୍କ ଅଧିକ ଦିନ ଚାଲିଲା ନାହିଁ ଓ ଦୁହେଁ ବହୁତ ଶୀଘ୍ର ଅଲଗା ହୋଇଗଲେ । ଏହା ପରେ ରିନା ରାୟ ଫୁଣି ଭାରତରେ ଆସି ରହି ଗଲେ ।

୪. ଇମରାନ ତାହିର ଓ ସୌମ୍ୟା:

ଅଣ୍ଡର ୧୯ରେ ପାକିସ୍ତାନ ଖେଳାଳି ଇମରାନ ତାହିର ବର୍ତମାନ ରେ ଦକ୍ଷିଣ ଆଫ୍ରିକା ଟିମ ଭାଗ ଅଛନ୍ତି, ସେ ଭାରତୀୟ ଝିଅ ସହ ବିବାହ କରିଛନ୍ତି ଯାହା ନା ସୌମ୍ୟା ଅଟେ ।

୫. ହସନ ଅଲି ଏବଂ ଶାମିୟା ଆରଜୁ :

ପାକିସ୍ତାନ ପଞ୍ଜାବ ପ୍ରାନ୍ତ ରେ ବାସ କରୁଥିବା ହସନ ଅଲି ଭାରତର ହରିୟାନା ରେ ବାସ କରୁଥିବା ଶାମିୟା ଆରଜୁ ସହ ବିବାହ କରିଥିଲେ ।

ଆଶା କରୁଛୁ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଆମର ଲେଖା ଗୁଡିକ ପସନ୍ଦ ଆସୁଥିବ । ଯଦି ଆପଣଙ୍କୁ ଆମର ପୋସ୍ଟ ପସନ୍ଦ ଅଶସେ ତେବେ ଗୋଟେ ଶେୟାର ନିଶ୍ଚୟ କରିବେ ଓ ଲାଇକ କରିବାକୁ ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button