ବିଚାର

ବାଛନ୍ତୁ ଗୋଟିଏ Emoji ଓ ଜାଣନ୍ତୁ ଯଦି ସେ ଆପଣଙ୍କୁ ଭଲ ପାଉଛନ୍ତି ତେବେ କାହିଁକି ଦୂରେଇ ଯାଇଛନ୍ତି ? Love Quiz

ହେଲୋ ସାଙ୍ଗ ମାନେ । କେମିତି ଅଛନ୍ତି ଆପଣ ମାନେ । ତେବେ ଆମେ ଆପଣଙ୍କ ପାଇଁ ଅନେକ ପ୍ରକାରର ଭିନ୍ନ ଭିଇନ ବିଷୟ ବସ୍ତୁ ନେଇ କରି ଆସିଥାଉ । ଆପଣଙ୍କର ମନୋରଞ୍ଜନ ପାଇଁ ଆମେ କିଛି ନା କିଛି ମଜାଦାର ଟପିକ ନେଇ ଆସିଥାଉ । ତେବେ ଆଜି ଆମେ ଆପଣଙ୍କ ପାଇଁ ୫ଟି ଅଲଗା ଲଗା ଇମୋଜି ର ଚିତ୍ର ନେଇ କରି ଆସିଛୁ । ତେବେ ବାଛନ୍ତୁ ଯେ କୌଣସି ଗୋଟିଏ ଇମୋଜି ଆଉ ଜାଣନ୍ତୁ ଯଦି ସେ ଆପଣଙ୍କୁ ପ୍ରେମ କରୁଛନ୍ତି ତେବେ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି କାହିଁକି ?

୧- ପ୍ରଥମ ଇମୋଜି : ଯଦି ଆପଣ ପ୍ରଥମ ଇମୋଜି ଚୟନ କରିଛନ୍ତି ତେବେ ତାଙ୍କୁ ଆପଣଙ୍କର ଭାବନା ର ପ୍ରଭାବ ତାଙ୍କ ଉପରେ ପଡେ ନାହି । ଆପଣଙ୍କର କୌଣସି କଥା ବା ଇମୋଶନ ର ଫରକ ତାଙ୍କ ଉପରେ ପଡୁ ନାହି । ତେଣୁ ସେ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି ।

୨- ଦ୍ଵିତୀୟ ଇମୋଜି : ଯଦି ଆପଣ ଦ୍ଵିତୀୟ ଇମୋଜି ଚୁଜ କରିଛନ୍ତି ତେବେ ତାଙ୍କୁ ଲାଗିଥାଏ କି ଆପଣଙ୍କ ଜୀବନ ରେ ଆଉ କେହି ଅଛି ତେଣୁ ସେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । ଆପଣଙ୍କ ଜୀବନରେ ଅନ୍ୟ କେହି ଅଛି ଯାହାକୁ ଆପଣ ନିଜର ଭାବୁଛନ୍ତି ତେଣୁ ସେ ଦୂରେଇ ଯାଇଛନ୍ତି ଆପଣ ଙ୍କ ଠାରୁ ।

୩- ତୃତୀୟ ଇମୋଜି : ଆପଣ ଯାହା ପାଇଁ ବି ତୃତୀୟ ଇମୋଜୀ ଚୁଜ କରିଛନ୍ତି ତେବେ ସେ ବର୍ତ୍ତମାନ କୌଣସି ବନ୍ଧନ ରେ ବାନ୍ଧି ହେବକୁ ଚାହୁଁ ନାହାନ୍ତି । ସେ ନିଜକୁ ଏକା ରଖିବାକୁ ଚାହୁଁଛନ୍ତି । ତେଣୁ ସେ ଆପଣଙ୍କ ଥାଉ ଦୂରେଇ ଯିବାକୁ ଚାହୁଁଛନ୍ତି ।

୪- ଚତୁର୍ଥ ଇମୋଜି : ଆପଣ ଯାହା ପାଇଁ ବି ଚତୁର୍ଥ ଇମୋଜି ଚୁଜ କରିଛନ୍ତି ତେବେ ସେ ବର୍ତ୍ତମାନ ବହୁତ ଚିନ୍ତା ରେ ଅଛନ୍ତି । ଏଣୁ ସେ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି ଆପଣଙ୍କ ଦୁହିଙ୍କ ମଧ୍ୟରେ ଦୁରାତ ବହୁତ ଆସି ଯାଇଛି । ଯାହା ପାଇଁ ଆପଣ ଦୁହି ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ।

୫- ପଞ୍ଚମ ଇମୋଜି : ଯଦି ଆପଣ ପଞ୍ଚମ ଇମୋଜି ଚୟନ କରିଛନ୍ତି ତେବେ ସେ ଆଜି ଆଉ କାହାର ଚକର ରେ ପଡି ଯାଇଛନ୍ତି ବା ଆଉ କାହା ପ୍ରେମରେ ପଡି ଯାଇଛନ୍ତି ତେଣୁ ସେ ଚିନ୍ତା ଅଛନ୍ତି । ଆଉ ଆପଣଙ୍କ ଠାରୁ ଦୂରେଇ ରହୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ କେଉଁ ଇମୋଜି ଭଲ ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ଙ୍କ ସାଙ୍ଗ ସାଥି ମାନଙ୍କ ସହ ସେୟାର କରିବାକୁ ଭୁଲିବେ ନାହି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button