ଜୀବନଶୈଳୀ

ସକାଳୁ ଉଠିବା ପରେ ଯଦି ଦେଖାଯାଏ ବା ଶୁଣାଯାଏ ଏହି ଶବ୍ଦ, ତେବେ ବୁଝିନିଅନ୍ତୁ ଖୋଲିଗଲା ଆପଣଙ୍କ ଭାଗ୍ୟର ତାଲା

ବହୁତ ଥର ଏମିତି କୁହାଯାଏ କି ଯେବେ କେଉଁ ବ୍ୟକ୍ତିଙ୍କ ଭାଗ୍ୟ ଚମକିବବାର ହୋଇଥାଏ ବା ମା ଲକ୍ଷ୍ମଙ୍କର ତାଙ୍କ ଉପରେ ଦୟାବାନ ହୋଇଥାନ୍ତି ତେବେ ତାଙ୍କୁ କେତେ ପ୍ରକାରର ସଂକେତ ଆସିଥାଏ । କାଳ ରେ ଆମ ମସ୍ତିଷ୍କ ବହୁତ ସମ୍ବେଦନ ଶୀଳ ହୋଇଥାଏ । ଏମିତିରେ ଯଦି ସେ ସଂକ୍ରାତ୍ମକ କଥା ଗ୍ରହଣ କରିଥାନ୍ତି, ତେବେ ଜୀବନରେ ସକାରାତ୍ମକ ଘଟଣା ସବୁ ଘଟିଥାଏ । କିନ୍ତୁ ଯଦି ଲଗାତାର ନାକାର୍ତ୍ମକତା ଗ୍ରହଣ କରନ୍ତି ତେବେ ଜୀବନରେ ନାକାର୍ତ୍ମକତା ଘଟିଥାଏ । ଆମ ସକାଳ ଯଦି ଶୁଭ ଦର୍ଶନ ଏବଂ ଶୁଭ କାର୍ଯ୍ୟ ସହିତ ଆରମ୍ଭ ହେବ ତେବେ ସମ୍ପୂର୍ଣ୍ଣ ଦିନ ମଧ୍ୟ ଶୁଭ ହେବ ।

ଯଦି ଆପଣଙ୍କର ସକାଳ ଉଠିବା ସମୟରେ ନଡିଆ ଦେଖା ଯାଏ , ତେବେ ଏହା ଗୋଟେ ଶୁଭ ସଂକେତ ବୋଲି ଜଣାଯାଏ ।

ଯଦି ସକାଳେ ଉଠିବା ସମୟରେ ଯଦି ଶଙ୍ଖ ବା ମନ୍ଦିରର ଘଣ୍ଟର ଶବ୍ଦ ଶୁଭେ ତେବେ ଏହା ଶୁଭ ବୋଲି ଜଣାଯାଏ ।

ଯଦି ସକାଳେ ଉଠିବା ସମୟରେ ଶଙ୍ଖ, ମୟୂର, ହଂସ ବା ଫୁଲ ଦେଖାଯାଏ ତେବେ ଏହା ଶୁଭ ବୋଲି ଜଣାଯାଏ ।

ଯଦି ସକାଳୁ ଘରୁ ବାହାରିବା ସମୟରେ ଆପଣକୁ  କେହି ସଫାକରୁଥିବା ବ୍ୟକ୍ତି ଦେଖାଯାଏ ତେବେ ଏହାକୁ ମଧ୍ୟ ଶୁଭ ସଂକେତ ବୋଲି କୁହାଯାଏ ।

ଧର୍ମଗ୍ରନ୍ଥ ଓ ଋଷିି ମୁନିମାନଙ୍କ ଅନୁସାରେ ଏହା କୁହାଯାଏକି ଆମ ହାତର ପାପୁଲିରେ ଦେବୀମାନେ ସକ୍ରିୟ ନିବାସ କରିଥାନ୍ତି । ଶେଷ: ସକାଳୁ ସକାଳୁ ହାତକୁ ଦେଖିବା ଶୁଭ ହୋଇଥାଏ ।

ଯଦି ସକାଳୁ ଉଠିବ ସମୟରେ ଗାଈ ଦେଖନ୍ତି ବା ତାଙ୍କର ଶବ୍ଦ ଶୁଣା ଯାଉଥାଏ ତେବେ ଜାଣିବେ ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ।

ଯଦି ଆପଣଙ୍କର ସକାଳୁ ସକାଳୁ ଜଳ ପକ୍ଷୀ , ଧଳା ଫୁଲ , ହାଥି, ମିତ୍ର ଇତ୍ୟାଦି ଦେଖିବା ମଧ୍ୟ ଶୁଭ ଅଟେ ।

ସକାଳ ସମୟରେ ନିଆଁ ଦେଖିବା ବା ଯଜ୍ଞ ଦେଖିବା ଏହାକୁ ମଧ୍ୟ ଶୁଭ ବୋଲି ଜଣାଯାଏ ।

ଗୋବର, ସୁନା, ତମ୍ଭା , ନୀଳ ଘାସ ଦେଖିବା ଶୁଭ ବୋଲି ଜଣାଯାଏ ।

ସକାଳୁ ସକାଳୁ ଶ୍ରୀଙ୍ଗାର କରିଥିବା ବିବାହିତ ସ୍ତ୍ରୀ ଦର୍ଶନ ବହୁତ ବଡ଼ ଶୁଭ ବୋଲି କୁହାଯାଏ । ଯଦି ଆପଣ ମଧ୍ୟ ଏହିଭଳି କିଛି ଦେଖନ୍ତି ବା ଶୁଣନ୍ତି ତେବେ ବୁଝି ଯାଅନ୍ତୁ ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିବାକୁ ଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button