କ୍ରୀଡା

କ୍ଳାସମେଟ ଥିଲେ ବଲୀଉଡର ଏହି ୧୦ଟି ଅଭିନେତା ଓ ଅଭିନେତ୍ରୀ, ଧୋନୀଙ୍କ ସ୍ତ୍ରୀ ଏବଂ ଅନୁସକା ଶର୍ମା ମଧ୍ୟ ଏକା ସହ ପଢୁଥିଲେ ପାଠ

ବଲୀଉଡ ବହୁତ ଅଭିନେତା ଅଭିନେତ୍ରୀ ସମ୍ପର୍କ କେବଳ ଚଳଚିତ୍ର ଜଗତ ନୁହ, ଏହା ଆଗରୁ ଥିଲା, ତେବେ କିଛି ଏମିତି ସମ୍ପର୍କ ଅଛି ଯାହା ଛୁଆବେଳୁ ଥିଲା, କେବଳ ଏତିକି ନୁହଁ ବହୁତ ଅଭିନେତା ଅଭିନେତ୍ରୀ ଗୋଟେ ସ୍କୁଲରେ ଏକାଠି ହୋଇ ପାଠ ମଧ୍ୟ ପଢିଛନ୍ତି, ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏକାଠି ହୋଇ ପାଠ ପଢିଛନ୍ତି । ଆପଣ କେବେବି ବିଶ୍ଵାସ କରିପାରିବେନି ଯେ ଆପଣଙ୍କ ପସନ୍ଦିତା ଅଭିନେତାଙ୍କ ପିଲାବେଳର ସାଙ୍ଗ କେଉଁମାନେ ।

ଅନୁସକା ଶର୍ମା – ସାକ୍ଷୀ ସିଂହ ଧୋନୀ :

ବଲୀଉଡ ଅଭିନେତ୍ରୀ ଅନୁସକା ଶର୍ମା ଆଜି ଭାରତୀୟ କ୍ରିକେଟ ଟିମ ଦିଗ୍ଗଜ ଖେଳାଳି ବିରାଟ କୋହଲିଙ୍କ ସ୍ତ୍ରୀ ଅଟନ୍ତି । ତେବେ ଭାରତୀୟ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂହ ଧୋନୀ ସ୍ତ୍ରୀ ସାକ୍ଷୀ ସିଂହ ଅନୁଷ୍କାଙ୍କ ସହ ପାଠ ପଢିଛନ୍ତି, ଅନୁଷ୍କା ଶର୍ମା ଏବଂ ସାକ୍ଷୀ ସିଂହ ଗୋଟେ କ୍ଳାସ ରେ ଥିଲେ, ଏହି ଦୁଇ ଜଣ St. Mary’s School, Margherita  ରେ ପାଠ ପଢୁଥିଲେ ।

ଶ୍ରଦ୍ଧା କପୁର – ଟାଇଗର ସ୍ରଫ :

ଏହି ଦୁଇ ଜଣକୁ ଆପଣ ବଡ ପର୍ଦା ଉପରେ ଦେଖି ସାରିଛନ୍ତି, ଏବଂ ଦର୍ଶକ ମାନଙ୍କୁ ଏହି ଦୁଇ ଜଣଙ୍କ ଯୋଡି ବହୁତ ପସନ୍ଦ ମଧ୍ୟ ଆସିଚି, ଏହି ଦୁଇ ଜଣ ଛୁଆବେଳ ସାଙ୍ଗ ଅଟନ୍ତି, ଶ୍ରଦ୍ଧା କପୁର ଏବଂ ଟାଇଗର ସ୍ରଫ ମୁମ୍ବାଇ ସ୍କୁଲ ରେ ଏକାଠି ପାଠ ପଢୁଥିଲେ ।

କରନ ଜୋହର – ଟ୍ଵିଙ୍କଲ ଖନ୍ନା :

ବଲୀଉଡ ଅଭିନେତ୍ରୀ ଟ୍ଵିଙ୍କଲ ଖନ୍ନା ଓ ବଲୀଉଡ ନିର୍ମାତା ନିର୍ଦେଶକ କରନ ଜୋହର ସାଙ୍ଗ ଅଟନ୍ତି, ଏହି ଦୁଇ ଜଣ ସ୍କୁଲ ବେଳ ସାଙ୍ଗ ଅଟନ୍ତି । ଟ୍ଵିଙ୍କଲ ଖନ୍ନା ନିଜ ଅଟୋବାୟୋଗ୍ରାଫି ରେ ଲେଖିଥିଲେ ସେ ସେଇ ବୋଡ଼୍ଦିଙ୍ଗ ସ୍କୁଲରେ ପାଠ ପଢୁଥିଲେ ଯେଉଁତିରେ କରନ ଜୋହର ପାଠ ପଢୁଥିଲେ ।

ସଲମାନ ଖାନ – ଆମିର ଖାନ :

ବଲୀଉଡ ଦିଗ୍ଗଜ ଅଭିନେତା ସଲମାନ ଖାନ ଏବଂ ଆମିର ଖାନ ଏକାଠି ସ୍କୁଲ ରେ ପାଠ ପଢୁଥିଲେ, ଏହି ଦୁଇ ଅଭିନେତା ଲୋକଙ୍କୁ ବହୁତ ପସନ୍ଦ ଅଟନ୍ତି ଏବଂ ଆଙ୍କ ସ୍ଵଭାବ ମଧ୍ୟ ବହୁତ ଅଲଗା ଅଟେ ।

ବରୁଣ ଧବନ – ଅର୍ଜୁନ କପୁର :

ବଲୀଉଡ ପ୍ରସିଦ୍ଧ ଅଭିନେତା ବରୁଣ ଧବନ ଏବଂ ଅର୍ଜୁନ କପୁର ଛୁଆବେଳ ସାଙ୍ଗ ଅଟନ୍ତି, ତେବେ ଦୁହେଁ ଗୋଟେ ସ୍କୁଲରେ ଏକାଠି ପାଠ ମଧ୍ୟ ପଢୁଥିଲେ । ବର୍ତ୍ତମାନ ବରୁଣ ବଲୀଉଡ ଇଣ୍ଡଷ୍ଟ୍ରୀରେ ରାଜ କରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button