ମଙ୍ଗଳ ଚଳିଲେ କୁମ୍ଭ ରାଶିକୁ, ହେବ ୩ଟି ଗ୍ରହଙ୍କ ମହା ସଂଯୋଗ- ଜାଣନ୍ତୁ ଆପଣଙ୍କ ଉପରେ କଣ ପଡିବ ଏହାର ପ୍ରଭାବ

ମଙ୍ଗଳ ଗ୍ରହ କୁମ୍ଭ ରାଶିରେ ୧୮ ଜୁନ ୨୦୨୦କୁ ଗୋଚର କରିବେ, କୁମ୍ଭ ରାଶି ସ୍ଵାମୀ ଶନି ଦେବ ଅଟନ୍ତି ଏବଂ ମଙ୍ଗଳ ଗ୍ରହ ଶନି କୁ ନିଜ ଶତ୍ରୁ ମାନିଥାଏ । ତେବେ କୁମ୍ଭରେ ଆଗରୁ ଦୁଇ ଗ୍ରହ ଅବସ୍ଥାନ କରିଛନ୍ତି ଶନି ଓ ବୃହସ୍ପତି । ଯଦି ଆମେ ଗୋଚର ସ୍ଥିତି ଦେଖିଥାଉ ତେବେ ଶନି ଏବଂ ମଙ୍ଗଳରେ ତାତ୍କାଳିଳ ମିତ୍ର ଯୋଗ ହେଉଛି ସେଥିପାଇଁ ଏହି ଗୋଚର ପ୍ରଭାବ ଭଲ ଦେଖିବାକୁ ମିଳିବ, ଏହି ଗୋଚର କାଳରେ ଗରମ ପ୍ରଭାବ ଅତ୍ୟଅଧିକ ଦେଖିବାକୁ ମିଳିବ, ମଙ୍ଗଳ ଦେବକୁ ପୃଥିବୀ ସ୍ଵାମୀ କୁହାଯାଏ, ରକ୍ତ, ପରାକ୍ରମ ଏବଂ ଛୋଟ ଭାଇ ଭଉଣୀ କାରକ ମଧ୍ୟ କୁହା ଯାଏ ।

ତେବେ ଆସନ୍ତୁ ଜାଣିବା ଏହି ୧୨ଟି ରାଶିଙ୍କ ମଙ୍ଗଳ ପରିବର୍ତନ ପ୍ରଭାବ ବିଷୟରେ :
ମେଷ :
ଧନ ଦ୍ଵାରା ଲାଭ ସ୍ଥିତି ରହିବ, ପରିବାରେ ବିବାହ କାର୍ଜ୍ୟକ୍ରମ ହବ, ପ୍ରେମ ସମ୍ବନ୍ଧରେ ମତଭେଦ ହୋଇପାରେ ।
ବୃଷ :
ସଂଘର୍ଷ ପରେ କୌଣସି କାର୍ଯ୍ୟ ପୂର୍ଣ ହୋଇବ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ ।
ମିଥୁନ :
ଆପଣ ନିଜକୁ ଶାନ୍ତ ରଖିବା ପାଇଁ ପ୍ରୟାଶ କରିବେ ଏବଂ ସଫଳତା ମଧ୍ୟ ପ୍ରାପ୍ତ କରିବେ ।

କର୍କଟ :
କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।
ସିଂହ :
ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।
କନ୍ୟା :
ମହିଳାଙ୍କୁ ଭାବନା ଉପରେ ବିଶେଷ ଧ୍ୟାନ ରଖିବେ, ଆଜି ପୂର୍ବ ପୁରୁଷଙ୍କ କାରୋବାର ବଢିବାକୁ ଲାଗିବ, ଚାକିରି ରେ ପରିବର୍ତନ ସମ୍ଭାବନା ହୋଇ ପାରେ ।
ତୁଳା :
ସମ୍ପର୍କୀୟ ଲୋକଙ୍କ ଘର କାମ ରେ ଆପଣଙ୍କୁ ସପୋର୍ଟ ମିଳି ପାରେ ।

ବିଛା :
ପ୍ରେମୀ ଯୁଗଳ ଆଜି ସତର୍କ ହୋଇ ରୁହନ୍ତୁ, ଏହା ସହ ଖର୍ଚ ମଧ୍ୟ ବଢିବାକୁ ଲାଗିବ ।
ଧନୁ :
ହନୁମାନ ଚାଳିଶା ପାଠ କଲେ ଆପଣଙ୍କ କଷ୍ଟ ଦୂର ହୋଇବ, ଏବଂ ପରିବାର ରେ ଖୁସି ଆସିବ ।
ମକର :
ଆପଣଙ୍କ ସାଙ୍ଗମାନଙ୍କ ଦ୍ଵାରା ଆପଣ ଲାଭ ପ୍ରାପ୍ତ କରି ପାରନ୍ତି ଏବଂ ସରକାରୀ ଅଫସର ଆପଣଙ୍କ ସାହାଜ୍ଯ କରି ପାରନ୍ତି ।

କୁମ୍ଭ :
ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ ।
ମୀନ :
ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ । ଆଗକୁ ଆମ ସହ ରହିବା ଏପାଇଁ ଆମ ପେଜକୁ ଲାଇକ କରନ୍ତୁ ।