ମନୋରଞ୍ଜନ

ଏହି ବିବାହ କାର୍ଡକୁ ଜୁମ କରି ଦେଖିଲେ ପାଇବେ କିଛି ଏମିତି ଯାହା କେହି କେବେ କରିବା ପାଇଁ ଭାବି ବି ନଥିବ

ବିବାହ ଗୋଟେ ଏମିତିକା ପବିତ୍ର ବନ୍ଧନ ଯାହା ବନ୍ଧନରେ ସମସ୍ତଙ୍କୁ ଦିନେ ନା ଦିନେ ବନ୍ଧା ଯାଏ, ଏହା ସମସ୍ତେ ଜାଣିଛନ୍ତି ଏବଂ ମାଣନ୍ତି ଯେ ବିବାହ ପାଇଁ ସବୁ ଠାରୁ ମହତ୍ଵପୂର୍ଣ ବିବାହ କାର୍ଡ ଅଟେ, କାହିଁକିନା ବିବାହ କାର୍ଡ ନଥିଲେ ଲୋକ ଅତିଥି ହୋଇ ବିବାହ ରେ କେମିତି ଆସନତେ ଏବଂ ବିବାହ କାର୍ଡ ବିବାହ ତାରିଖ ପାଇଁ ମଧ୍ୟ ଅତି ଆବଶ୍ୟକ ଅଟେ । ଆଜି ଆମେ ଆପଣାକୁ ବିବାହ ଗୋଟେ ଏମିତିକା କାର୍ଡ ଦେଖେଇବାକୁ ଯାଉଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦବ ।

ଏହି ଘଟଣା ମଧ୍ୟପ୍ରଦେଶ ଜାଗାର ଅଟେ, ଏହି ରାଜ୍ୟ ସାଗର ଜିଲ୍ଲା ନିବାସୀ ଅନୁରାଗ ଜେନ ଅଛନ୍ତି ।

ଏହି ଲୋକ ନିଜ ଝିଅ ବିବାହ କାର୍ଡ କିଛି ଏମିତି ଲେଖିଲେ ଯାହା ଆମେ ଆପଣଙ୍କୁ ଦେଖେଇବୁ । ଏହି ବିବାହ କାର୍ଡ ରେ ଝିଅ ବାପା ଲେଖେଇଛନ୍ତି “ବିଜେପି କୁ ସପୋର୍ଟ କରିବା ମୋର ସବୁଠାରୁ ବଡ ଭୁଲ ଥିଲା” ଏହି ଲୋକ ସମସ୍ତଙ୍କ ଆଗରେ ନିଜ ଭୁଲ ସ୍ଵୀକାର କଲେ ।

ଖବର ଅନୁଯାଇ ମଧ୍ୟପ୍ରଦେଶ ଲୋକ ଏବେ ସାମନାକୁ ଆସି ବିଜେପି ବିରୋଧ କରୁଛନ୍ତି । ଆପଣଙ୍କୁ କହିଦବାକୁ ଚାହୁଞ୍ଚୁ ଯେ ଅନୁରାଗ ଜେନ ଝିଅ ରାଗିନୀଙ୍କର ବିବାହ ୬ ଫେବୃଆରି ରେ ଅଛି, ଏହି ବିବାହ ପାଇଁ ଅନୁରାଗ ଜେନଙ୍କୁ ନିଜ ବିଲ ବାଡି ବନ୍ଧା ରଖିବାକୁ ପଡିଛି । ଏହା ଏଥିପାଇଁ ହେଲା କାହିଁକିନା ୨୦୧୦ ବର୍ଷ ରେ ଅନୁରାଗ ଜେନ ସ୍ୱାସ୍ଥ୍ୟ ବିଭାଗରେ ସଂବିଦା ପାଇଁ ନିଯୁକ୍ତ ଥିଲେ, ଯାହା ପରେ ଏହି ବିଭାଗ ୪୭୩କର୍ମଚାରୀଙ୍କୁ ବାହାର କରି ଦିଆ ଗଲା ଏବଂ ଏହି ବାହାର ହୋଇ ଥିବା କର୍ମଚାରୀ ମଧ୍ୟ ରେ ଅନୁରାଗ ଜେନ ବି ଥିଲେ ।

ଅନୁରାଗ ଜେନ ଅନୁଯାଇ ସେ ଏହି ଘଟଣା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ବିତ୍ତ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଥର ଅପିଲ କରିଛନ୍ତି । ଏବେ ପର୍ଜନ୍ତ ତାଙ୍କୁ କୌଠି ବି ନ୍ୟାୟ ମିଳି ନାହିଁ, ଏହି କାରଣ ପାଇଁ ସେ ନିଜ ଝିଅ ବିବାହ କାର୍ଡ ରେ ବିଜେପି ପାଇଁ ଏହି ପରି ସ୍ଲୋଗାନ ଲେଖିଛନ୍ତି । ଏହା ପରେ ଅନୁରାଗ ଜେନ ଏହା ମଧ୍ୟ କହିଛନ୍ତି ଯେ ବିବାହ ସବୁ କାର୍ଯ୍ୟ ରେ ମଧ୍ୟ ସେ ଏହି ସ୍ଲୋଗାନ ଲେଖିବେ, ଯେଉଁ ପର୍ଜନ୍ତ ସରକାର ତାଙ୍କୁ ନ୍ୟାୟ ନଦେଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button