ମନୋରଞ୍ଜନ

ନାମର ପ୍ରଥମ ଅକ୍ଷର S, R, B, M ରୁ ଆରମ୍ଭ ହେଉଛି ତାହେଲେ ଆପଣଙ୍କ ପାଇଁ ଖୁସି ଖବର

ମଣିଷ ଯେତେବେଳେ ଜନ୍ମ ହୋଇଥାଏ ତେବେ ସେହି ସମୟ ଗ୍ରହ ନଖେଟର ଲେଖା ଯାଇଥାଏ ଏବଂ ଏହା ଅନୁଯାଇ ଜ୍ଯୋତିଷ ଶାସ୍ତ୍ର ସାହାଜ୍ଯରେ ୨୦ ଦିନ ପରେ ଛୁଆ ନାମ କରଣ କରା ଯାଇଥାଏ ଛୁଆଙ୍କ ନାମ କରଣ ଏକ ବହୁତ ବଡ କାମ ହୋଇଥାଏ ତେବେ ଏହି ଶୁଭ କାର୍ଯ୍ୟ ପାଇଁ ସତ୍ୟନାରାୟଣ ପୂଜା ଭଳି ପୂଜା କରା ଯାଇଥାଏ ଏବଂ ଏହା ଦ୍ଵାରା ଏହି ଶୁଭ ଆୟୋଜନ ସମ୍ପର୍ଣ ହୋଇଥାଏ, ଏହି ପୂଜାରେ ଗ୍ରହ ନଖେଟର ଏବଂ ସବୁ ମେଲେକ ଦ୍ଵାରା ଛୁଆ ନାମ କରଣ କରା ଯାଇଥାଏ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଜଣେ ବ୍ୟକ୍ତି ନାମ ଦ୍ଵାରା ତାହା ସ୍ଵଭାବ ଏବଂ ପ୍ରକୃତି ବିଷୟରେ ଜଣା ପଡିଥାଏ ।

Image Courtesy: Google

୧. ଏସ :

ଏହି ନାମ ବ୍ୟକ୍ତି ଜଣେ ବହୁତ ପରିଶ୍ରମୀ ସ୍ଵଭାବର ହୋଇଥାନ୍ତି, ଏହି ନାମ ବ୍ୟଥୀ ବହୁତ ଲାଜ କରନ୍ତି ଓ ନିଜ ଭଲ ପାଇବାକୁ କାହାକୁ କୁହନ୍ତି ନାହିଁ, ଏହି ଭଳି ବ୍ୟକ୍ତି ସମସ୍ତଙ୍କୁ ସାହାଜ୍ଯ କରିବା ପାଇଁ ପସନ୍ଦ କରନ୍ତି କିନ୍ତୁ କେବେ କାହାକୁ କଷ୍ଟ ଦିଅନ୍ତି ନାହିଁ, ଏହି ନାମ ବ୍ୟକ୍ତି ସମସ୍ତଙ୍କୁ ନିଜର ଭାବନ୍ତି ଓ କେବେ କାହା ବିଷୟରେ ମିଛ ବା ଚୁଗୁଲି କରନ୍ତି ନାହିଁ । ଏହି ନାମ ବ୍ୟକ୍ତି ନିଜ ଜୀବନ ପ୍ରତି ଅଧିକ ଲୋଭ କରନ୍ତି ଓ ଅନ୍ୟ କାହା ବିଷୟରେ ନିଜ ପରେ ଚିନ୍ତା କରନ୍ତି ।

Image Courtesy: Google

୨. ଆର :

ଏହି ନାମ ବ୍ୟକ୍ତି ନିଜ ଆଗରୁ ଅନ୍ୟ ଲୋକଙ୍କ ବିଷୟରେ ଚିନ୍ତା କରିଥାନ୍ତି, ଏହି ନାମ ବ୍ୟକ୍ତି ଖାଇବାକୁ ବହୁତ ପସନ୍ଦ କରନ୍ତି, ସୁସ୍ଵାଦ ଖାଇବା ଦେଖିଲେ ଏହି ଲୋକ କେବେ ନିଜକୁ ସମ୍ଭାଳି ପାରନ୍ତି ନାହିଁ, ଏହି ଭଳି ଲୋକ ସବୁବେଳେ ଖୁସିରେ ରୁହନ୍ତି ଏବଂ ନିଜ ପାଖ ଲୋକଙ୍କୁ ମଧ୍ୟ ଖୁସିରେ ରଖିବା ପାଇଁ ଚେଷ୍ଟା କରନ୍ତି ।

Image Courtesy: Google

୩. ବି :

ଏହି ନାମ ବ୍ୟକ୍ତି ବହୁତ ସରଳ ଏବଂ ସିଧା ସ୍ଵଭାବ ର ହୋଇଥାନ୍ତି, ଏହି ନାମ ବ୍ୟକ୍ତି ମନ ବହୁତ କୋମଳ ହୋଇଥାଏ, ଏହି ନାମ ବ୍ୟକ୍ତି କେବେ କାହାକୁ କଠୋର ଶବ୍ଦ କହି ପାରନ୍ତି ନାହିଁ ବା କେହି କଠୋର ଶବ୍ଦ କହିଲେ ସହି ବି ପାରନ୍ତି ନାହିଁ । ଏହି ନାମ ବ୍ୟକ୍ତି ସବୁବେଳେ ଖୁସି ସହ ସମସ୍ତଙ୍କୁ ସାହାଜ୍ଯ କରିବା ପସନ୍ଦ କରନ୍ତି ।

୪. ଏମ :

ଏହି ନାମ ବ୍ୟକ୍ତି ସବୁବେଳେ ପାଠ ପଢାରେ ଅଧିକ ଧ୍ୟାନ ଦେଇଥାନ୍ତି, ଏହି ଭଳି ଲୋକଙ୍କୁ ଖେଳ ବହୁତ ପ୍ରିୟ ହୋଇଥାଏ, ଏହି ଲୋକଙ୍କୁ ନିଜ ଦୁନିଆରେ ରହିବା ପସନ୍ଦ ଥାଏ ଏହି ନାମ ବ୍ୟକ୍ତି ଏକୁଟିଆ ରହିବା ପାଠ ପଢିବା ପସନ୍ଦ କରନ୍ତି ।  ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button