ମନୋରଞ୍ଜନ

ମାଧୁରୀ ଦୀକ୍ଷିତ ଦୁଇ ପୁଅ ବହୁତ ହ୍ୟାଣ୍ଡସମ ଓ ସ୍ମାର୍ଟ ଦେଖିବା ପାଇଁ, ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ମାଧୁରୀ ଦୀକ୍ଷିତ ବଲୀଉଡ ଜଗତ ବହୁତ ବଡ ନାମ ଅଟେ, ମାଧୁରୀ ଦୀକ୍ଷିତ ନିଜ ସମୟରେ ବହୁତ ବଡ ବଡ ସୁପର ଡୁପର ହିଟ ଫିଲ୍ମ ଚଳଚିତ୍ର ଜଗତକୁ ଦେଇଛନ୍ତି, ଯେତେବେଳେ ମାଧୁରୀ ବହୁତ କମ ବୟସ ର ଥିଲେ ସେହି ସମୟରୁ ତାଙ୍କୁ ଅଭିନୟ କରିବା ପାଇଁ ଇଛା ଥିଲା ଓ ସେ ଅଭିନୟ କରିବା ପାଇଁ ଚାହୁଁଥିଲେ । ମାଧୁରୀ ଦୀକ୍ଷିତ ନାମ କୌଣସି ପରିଚୟ ମୋହତାଜ ନୁହ କାହିଁକିନ ସେ ନିଜ ସମୟରେ ନିଜ କାମ ଦ୍ଵାରା ସମସ୍ତଙ୍କ ମନ ଉପରେ ନିଜ ନା ଲେଖିଥିଲେ ।

Image Courtesy: Google

ମାଧୁରୀ ଦୀକ୍ଷିତ ୧୯୮୮ରେ ପ୍ରଥମ ଫିଲ୍ମ ଅବୋଧ ଦ୍ଵାରା ନିଜ ଅଭିନୟ ଦୁନିଆ ଆରମ୍ଭ କରିଥିଲେ ଓ ଚଳଚିତ୍ର ଦୁନିଆରେ ପାଦ ରଖିଥିଲେ । ମାଧୁରୀ ଦୀକ୍ଷିତ ପୁଅଙ୍କୁ ଆପଣ ମାନେ ଦେଖି ନଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ପୁଅ ବିଷୟରେ କହିବାକୁ ଯାଉଛୁ ମାଧୁରୀ ୧୯୯୯ରେ ଆମେରିକା ଡକ୍ଟର ଶ୍ରେ ରାମ ନେନେ ସହ ବିବାହ କରିଥିଲେ, ତେବେ ମାଧୁରୀଙ୍କ ସୁନ୍ଦରତା ଉପରେ ବହୁତ ଲୋକ ଦିବାନା ମଧ୍ୟ ହୋଇଥିଲେ ।

Image Courtesy: Google

ମାଧୁରୀଙ୍କ ବିବାହ ଖବର ଶୁଣି ବହୁତ ଲୋକଙ୍କ ମନ ଭାଙ୍ଗିଥିଲା ତେବେ ମାଧୁରୀ ଓ ନେନେ ଦ୍ଵାରା ତାଙ୍କର ଦୁଇଟି ଛୁଆ ଅଛନ୍ତି ସାନ ପୁଅ ନାମ ଏରେନ ଅଟେ ଯିଏ ୧୪ ବର୍ଷର ଅଛନ୍ତି ଓ ବଡ ପୁଅ ରାୟନ୧୬ ବର୍ଷ ର ହୋଇଯାଇଛନ୍ତି । ତେବେ ମାଧୁରୀଙ୍କ୍ଦୁୟ ପୁଅ ଆମେରିକାରେ ପାଠ ପଢୁଛନ୍ତି ଓ ଦୁହିଙ୍କ ମଧ୍ୟରୁ ସାନ ପୁଅ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି, ତେବେ ଆପଣଙ୍କୁ କିଏ ପସନ୍ଦ ଆସିଲା ଆମକୁ ଜଣେଇବେ, ମାଧୁରୀ ନିଜ ପୁଅଙ୍କୁ କେବେ ଏକା ଛାଡି ନାହାନ୍ତି ସେ ନିଜ ପୁଅଙ୍କ ସହ ସବୁବେଳେ ରହିବାର ଦେଖା ଯାଇଛନ୍ତି ।

Image Courtesy: Google

ମାଧୁରୀ ବହୁତ ସୁନ୍ଦର ଅଭିନେତ୍ରୀ ଥିଲେ ତେବେ ତାଙ୍କ ପୁଅ ମାନେ ମଧ୍ୟ ତାଙ୍କ ପରି ଅଭିନୟ କରିବେ ବା ନାହିଁ ଏହାର ଆଶଙ୍କା ଅଛି କାହିଁକିନା ଏହା ତାଙ୍କ ଉପରେ ଡିପେଣ୍ଡ କରୁଛି । ମାଧୁରୀ ବହୁତ ଭଲ ସ୍ଵଭାବ ର ଅଟନ୍ତି ତାଙ୍କ ଭିତରେ କୌଣସି ପ୍ରକାର ଅହଂକାର ବା କ୍ରୋଧ ଆପଣ କେବେ ବି ଦେଖିବାକୁ ପାଇ ନଥିବେ ସେ ନିଜ ସମୟ ବହୁତ ବଡ କଳାକାର ଥିଲେ ଓ କେବେ ବି ତାଙ୍କର କାହା ସହ କଥା ଖରାପ ହୋଇ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button