ଜୀବନଶୈଳୀ

ଯଦି ଆପଣ ପିନ୍ଧୁଛନ୍ତି ହୀରାର ମୁଦି ତାହେଲେ ନିଶ୍ଚୟ ଜାଣନ୍ତୁ ଏହି କଥା

ଫ୍ୟାସନ ଏହି ଯୁଗରେ ଲୋକଙ୍କୁ ନୂଆ ନୂଆ ଜିନିଷ ପ୍ରତି ଆକର୍ଷିତ କରୁଛି, ଯଦି ଗହଣା ବିଷୟରେ କଥା ହବା ତାହେଲେ ହିରାକୁ ରତ୍ନମାନଙ୍କ ରାଜା କୁହା ଯାଇଛି, ଆପଣ ଜାଣି ଥିବେ କି ହୀରା ସୁନା ଓ ଚାନ୍ଦି ଦାମ କେତେ ଉପରେ ଥାଏ । ହୀରା କିଣିବାର ସକ୍ଷମ ସମସ୍ତଙ୍କ ପାଖରେ ନଥାଏ । ମଧ୍ୟମ ବର୍ଗର ଲୋକ କେବଳ ଏହାର ସ୍ଵପ୍ନ ଦେଖନ୍ତି, ସମସ୍ତଙ୍କୁ ହୀରା ଭଲ ଲାଗେ କିନ୍ତୁ ବହୁତ କମ ଲୋକ ଏହାକୁ କିଣି ପାରନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏହା ଉପରେ କିଛି ଖାସ ତଥ୍ୟ ଦେବୁ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଧ୍ୟ ହୀରା ପିନ୍ଧିବା ଶୁଭ ଅଟେ, କୁହା ଯାଏ ହୀରା ଶୁକ୍ର ଗ୍ରହ ପାଇଁ ପିନ୍ଧିବା ଉଚିତ ଏହା ଦ୍ଵାରା ପୀଡା କମ ହୋଇଥାଏ, ଗ୍ରହ ମଜବୁତ ହୋଇଥାଏ ଓ ବିବାହିତ ଜୀବନ ସୁଖମୟ ଏବଂ ଜୀବନ ଆର୍ଥିକ ସ୍ଥିତି ଭଲ ହୋଇଥାଏ ସେଥିପାଇଁ ଏହାକୁ ଶୁଭ ରତ୍ନ ବୋଲି କୁହାଯାଏ ।

ହୀରା ଓଜନ ଅଧିକ ହୋଇଥାଏ :

ହୀରା ଦେଖିବାରେ ଛୋଟ ହୋଇ ପାରେ କିନ୍ତୁ ଏହା ଓଜନ ସବୁ ରତ୍ନ ଠାରୁ ଅଧିକ ହୋଇଥାଏ, ଏହା ଆପଣ ସମସ୍ତେ ଜାଣିଛନ୍ତି ଯେ ହୀରା ଓଜନ ଅନୁଯାଇ ମୂଲ୍ୟ ଉପରେ ନିର୍ଭର କରିଥାଏ । ହୀରା ଖଣ୍ଡରେ ଯଦି କୌଣସି ଦୋଷ ହେଲେ ହୀରା ଦାମ ଅଧା ହୋଇଯାଇଥାଏ ।

ଏହି ରାଶିଙ୍କ ପାଇଁ ହୀରା ଅତ୍ୟନ୍ତ ଶୁଭ ଅଟେ :

ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ବୃଷ ଓ ତୁଳା ରାଶି ପାଇଁ ହୀରା ଅତ୍ୟନ୍ତ ଶୁଭ କୁହାଯାଏ, ଯଦି ଏହି ରାଶି ଲୋକ ହୀରା ରତ୍ନ ଧାରଣ କରନ୍ତି ତାହେଲେ ତାଙ୍କ ଘରେ ସୁଖ ସମୃଦ୍ଧି ଆସିଥାଏ ।

ଏମିତି ଧାରଣ କରନ୍ତୁ ହୀରା :

ହୀରା ଧାରଣ କରିବା ଆଗରୁ ଆପଣଙ୍କୁ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ ଯେ ଏହାକୁ ଧାରଣ କେମିତି କରନ୍ତି, ଆମେ ଆପଣଙ୍କୁ କହିଦବାକୁ ଚାହୁଁଛୁ କି ହୀରା ଧାରଣ କରିବା ପାଇଁ ମୁଦି ବନେଇବା ଉତ୍ତମ ଉପାୟ ଅଟେ ଏହା ଅତ୍ୟନ୍ତ ଶୁଭ ଅଟେ । ହୀରା ଶୁଭ ପ୍ରଭାବ ପାଇବା ପାଇଁ ହୀରା ମୁଦି ଶୁକ୍ରବାର ଦିନ ଗାଧେଇଲା ପରେ ଧାରଣ କରନ୍ତୁ ।

ମିଳିବ ଅନେକ ଲାଭ :

ହୀରା ଧାରଣ କଲେ ଅନେକ ପ୍ରକାର ଲାଭ ଦେଖିବାକୁ ପାଇ ପାରିବେ, ଜ୍ୟୋତିଷ ଶାସ୍ତ୍ରରେ ଲିଖିତ ଅନୁଯାଇ ହୀରା ମୁଦି ଧାରଣ କଲେ ବାସ୍ତୁ ଦୋଷରୁ ବଞ୍ଚି ପାରନ୍ତି ଏହା ସହ ହୀରା ମୁଦି ପିନ୍ଧିଲେ ସମ୍ପର୍କ ମଧୁର ହୋଇଥାଏ ଏବଂ ଖରାପ କାମ ମଧ୍ୟ ଭଲ ହୋଇଥାଏ ।

ଆଗକୁ ମଧ୍ୟ ଏହିଭଳି ଜ୍ୟୋତିଷ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button