ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏହି 5 ନାମର ଝିଅ, ଘରକୁ କରିଥାନ୍ତି ସ୍ଵର୍ଗ, ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ କି ?
ନମସ୍କାର ବନ୍ଧୁଗଣ , ସଂସାରରେ ନାରୀ ର ଗୁରୁତ୍ଵ କହିଲେ ନ ସରେ । ଭଗବାନଙ୍କର ଏକ ସୁନ୍ଦର ସୃଷ୍ଟି ହେଉଛନ୍ତି ନାରୀମାନେ । ମାତ୍ର ସ୍ଵୟଂ ଇଶ୍ଵର ହିଁ ନାରୀମାନଙ୍କୁ ବୁଝିପାରି ନାହାନ୍ତି ତେବେ ମଣିଷ କେତେ ମାତ୍ର ଅଟେ । ରୂପବତୀ ଓ ଗୁଣବତୀ ନାରୀମାନେ ଘର କୁ ସୁନ୍ଦର ଭାବରେ ଗଢିଥାନ୍ତି । ନାରୀ ଚାହିଲେ ଘର କୁ ସ୍ଵର୍ଗ କରିପାରେ ଓ ସେହି ନାରୀ ଯଦି ଚାହି ଥାଏ ତେବେ ସେ ଘର କୁ ନରକ ରେ ପରିଣତ କରିପାରିଥାଏ ।
ଆମେ ସାଧାରଣତ ଦୁଇ ପ୍ରକାରର ନାରୀମାନଙ୍କୁ ଦେଖିଥାଉ । ଯଥା ଶାନ୍ତ , ସୁନ୍ଦର , ଗଙ୍ଗା ଜଳ ପରି ପବିତ୍ର ନାରୀ ଓ ଅନ୍ୟ ଏକ ହେଉଛି ଚାଲାକ , ଚତୁର ଓ ବିଶ୍ଵାସ ଯୋଗ୍ୟ ହୋଇନଥାନ୍ତି । ସବୁ ନାରୀ ଏହି ସ୍ଵଭାବ ର ହୋଇନଥାନ୍ତି କିଛି ନାରୀମାନେ ମନରୁ ସଫା ଗୁଣବତୀ ଦୟାଳୁ ସ୍ଵଭାବ କୁ ଧାରଣ କରିଥାନ୍ତି । ଆମେ ସେହି ନାରୀମାନଙ୍କୁ ମାତା ସୀତାଙ୍କ ସହ ତୁଳନା କରିଥାଉ ।
ଏମାନେ ଅନ୍ୟର ମନ କଥା କୁ ବୁଝିବାର କ୍ଷମତା ରଖିଥାନ୍ତି । ଏମାନେ କାହାକୁ କିଛି କୁହନ୍ତି ନାହିଁ ସମସ୍ତ କୁ ମିଳିମିଶି ଆଗକୁ ବଢିବା ଏମାନଙ୍କ ଖାସ୍ ଗୁଣ ଅଟେ । 4- S ଏହି ଅକ୍ଷର ଥିବା ଝିଅମାନେ ବହୁତ ପବିତ୍ର ଓ ଲାଜକୁଳ ହୋଇଥାନ୍ତି । ଏମାନେ ସବୁ ପରିସ୍ଥିତିରେ ପରିବାରକୁ ଖୁସି ରେ ରଖିବାକୁ ଚେଷ୍ଟା କରିଥାନ୍ତି ।
5- M ଏହି ନାମ ର ଝିଅମାନଙ୍କ ସ୍ଵଭାବ ଶାନ୍ତ ଓ ଅନ୍ୟମାନଙ୍କ ଠାରୁ ବହୁତ ଭଲ ହୋଇଥାଏ । ଏମାନେ ମନ ରେ କିଛି କଥା ରଖନ୍ତୁ ନାହିଁ ଓ ଜୀବନ ସାଥିକୁ ଅଧିକ ଭଲ ପାଇଥାନ୍ତି ।