ଓଡିଶା

ଦିବଙ୍ଗତ ଅଭିନେତା Mihir Das ଙ୍କ ଘରକୁ ଆସି କିଛି ଏମିତି କହିଲେ Bollywood ଅଭିନେତା Kiran Kumar, ଦେଖନ୍ତୁ ଏହି video

ମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବଲିଉଡ ର ଦିଗଜ ଅଭିନେତା କିରଣ କୁମାର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ତେବେ ସେ ବଲିଉଡ ରେ ନିଜ ଅଭିନୟ ର ଯାଦୁ ସମସ୍ତ ଙ୍କ ଉପରେ କରି ରଖିଛନ୍ତି । ତେବେ ବର୍ତ୍ତମାନ ଓଡ଼ିଶା କୁ ଆସିଛନ୍ତି ବଲିଉଡ ଷ୍ଟାର କିରଣ କୁମାର। ଆଜି ଏକ ବିଜ୍ଞାପନ ଫିଲ୍ମର ସୁଟିଂ ପାଇଁ ସେ କଟକ ଆସିଛନ୍ତି। ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ଘରେ ତାଙ୍କର ସୁଟିଂ ଥିଲା । ଏଥିପାଇଁ ସେ ନିଜକୁ ଧନ୍ୟମନେ କରୁଥିବା କହିଛନ୍ତି । ।

ଘରକୁ ଗଲା ବେଳେ ମୁଁ ନିଶ୍ଚୟ ଓଡିଶା ରସଗୋଲା ସାଙ୍ଗରେ ନେବି ବୋଲି ଏହି ବରିଷ୍ଠ ଅଭିନେତା କହିଛନ୍ତି । ତେବେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କିରଣ କୁମାର ଓଡିଶା ଆସି ବହୁତ ଖୁସି ଏବଂ ଓଡ଼ିଆ ଫିଲ୍ମରେ ସୁଯୋଗ ମିଳିଲେ ସେ ନିଶ୍ଚୟ ଅଭିନୟ କରିବେ ବୋଲି କହିଛନ୍ତି ଏବଂ ସେ କହିଛନ୍ତି ଯଦି ମୋ ସୁବିଧା ଏବଂ ମୋ ଅନୁସାରେ ଯଦି କିଛି ଫିଲ୍ମ ର ଅଫର ଆସେ ତେବେ ସେ ନିଶ୍ଚିତ ଭାବରେ କାମ କରିବେ କିନ୍ତୁ ଏହି ଓଲିଉଡ ଇଣ୍ଡଷ୍ଟ୍ରି ବହୁତ ବଡ଼ ଇଣ୍ଡଷ୍ଟ୍ରି ଏବଂ ଏଠାରେ ବହୁତ ବଡ଼ ବଡ଼ କଳାକାର ମଧ୍ୟ ଜନ୍ମ ନେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button