ବ୍ୟବସାୟ

ଏୟାର ଇଣ୍ଡିଆ ଉନ୍ମୋଚନ କଲା ନୂଆ ଲୋଗୋ, ‘ଦି ଭିଷ୍ଟା’ ଏବଂ ଏୟାରକ୍ରାଫ୍‌ଟ ଲିଭରି – Utkal Mail


ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଆଜି ଏକ ନୂତନ ବ୍ରାଣ୍ଡ ପରିଚୟ ଏବଂ ନୂତନ ବିମାନ ଉନ୍ମୋଚନ କରିଛି। ଏୟାର ଇଣ୍ଡିଆ ଏୟାରଲାଇନ୍‌ସ ୪୭୦ଟି ନୂତନ ବିମାନ କିଣିବା ସହିତ ଏହାର ଫ୍ଲିଟକୁ ପରିବର୍ତ୍ତନ କରିବାକୁ ବ୍ୟାପକ ଯୋଜନା କରିଛି।

 

ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଏୟାରଲାଇନ୍‌ସ ଏୟାର ଇଣ୍ଡିଆ କହିଛି ଯେ ନୂଆ ଲୋଗୋ ‘ଦ ଭିଷ୍ଟା’ରେ ସାହସିକ ନୂତନ ଭାରତର ସାରକୁ ଦର୍ଶାଯାଇଛି, ଯାହା ଏହାର ପରିବର୍ତ୍ତନରେ ଏକ ମାଇଲଖୁଣ୍ଟ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button