ଜୀବନଶୈଳୀ

ଗରମ ଦିନରେ ଚେହେରାରେ ଦାଗ, କଳାପଣ, ଝାଳ ବୋହିବା ସମସ୍ଯା ଶେଷ ହୋଇଯିବ, ଗୋଲାପ ଭଳି ହେଇଯିବ ଚେହେରା, କେବଳ ଏହି ଉପାୟରେ…

ବନ୍ଧୁଗଣ ଏବେ ଆରମ୍ଭ ହୋଇଛି ଗରମ ଦିନ ଯାହା ପାଇଁ ସ୍କିନ ଜନିତ ସମସ୍ଯା ଅଧିକ ଦେଖାଯିବା ଆରମ୍ଭ ହୋଇଯିବ । ଯେମିତିକି ମୁହଁରେ କଳାଦାଗ ହେବା ବା ବ୍ରଣ ହେବା ଇତ୍ୟାଦି । ଆପଣଙ୍କ ସ୍କିନ ଯେମିତି ହାଇବ୍ରୀଡ ସେତିକି ଏହି ସବୁ ସମସ୍ଯା ଦୂର ହେବ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛି ଯାହାର ରେମେଡି ମାତ୍ର ୨ଟି ଜିନିଷରେ ତିଆରି କରାଯିବ । ଯାହା ଦ୍ଵାରା ଗରମ ଦିନରେ ଆପଣ ନିଜର ସ୍କିନ ଗ୍ଲୋ କରି ପାରିବେ । ଏହି ରେମେଡି ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ରହିଛି ପ୍ରାକୃତିକ ଗୋଲାପ ଫୁଲ ।

ପ୍ରଥମେ କିଛି ପାଣି ନେଇ ସେଥିରେ ଗୋଲାପ ଫୁଲ ପକାନ୍ତୁ । ଏହି ପାଣି କୁ ସେତେ ସମୟ ଯାଏଁ ଫୁଟାନ୍ତୁ ଯେଉଁ ଯାଏଁ ଗୋଲାପ ଫୁଲର ପୋଷାକ ତତ୍ତ୍ଵ ପାଣିରେ ନ ମିଶିଛି । ଏହା ପରେ ଆଣି ଅଧା ହେଲା ପରେ ପାଣିକୁ ଛାଣି ଦିଅନ୍ତୁ । କିଛି ସମୟ ପାଣିକୁ ଫ୍ରିଜରେ ରଖି ଦିଅନ୍ତୁ । ଏହି ରେମେଡି ଆପଣଙ୍କ ସ୍କିନ ରେ ଥିବା କଳାଦାଗ ବା ବ୍ରଣ ଓ ଝାଳ ରୁ ରକ୍ଷା କରିବା ପାଇଁ ପରଫେକ୍ଟ ଅଟେ । ଏହା ହୋମ ରେମେଡି ହେବା ସହ ପାକୃତିକ ଉପାୟ ଅଟେ । ଏହା ଆପଣଙ୍କୁ ସ୍କିନ ରେ ଥିବା ଅଏଲି ସମସ୍ୟା ମଧ୍ୟ ଦୂର ହେବ ।

ଏହା ପରେ ଗୋଲାପ ପାଣି କୁ ଆପଣ ଏକ ସ୍ପ୍ରେ ବୋତଲରେ ଭରି ଦିଅନ୍ତୁ । ଏହା ପରେ ଆଡ କରନ୍ତୁ ଆଲୋଭେରା ଜେଲ । ଏହି ରେମେଡି ତିଆରି କରିବା ସମୟରେ ଆପଣ ଧ୍ୟାନ ରଖିବେ ସବୁ ସାମଗ୍ରୀ ପ୍ରାକୃତିକ ହେବା ଉଚିତ । ଗୋଲାପ ଜଳ ଆମ ସ୍କିନ ପାଇଁ ବହୁତ ହିତକାରକ ହୋଇଥାଏ । ଏହା ସହ ଆଲୋଭେରା ଜେଲ ମଧ୍ୟ ଆମ ମୁହଁ ରେ ଥିବା ପିମ୍ପଲ ଦୂର କରିବା ସହ ଗ୍ଲୋ ଆଣିବାରେ ସହାୟକ ହୋଇଥାଏ । ଏହା ସହ ଆଲୋଭେରା ଜେଲ ଆପଣଙ୍କ ସ୍କିନ ରେ କଳା ଦାଗ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ ।

 

ଯେତେବେଳେ ଆପଣଙ୍କ ସ୍କିନ ରେ ଝାଳ ଅଧିକ ହେଉଛି ତେବେ ଅବହେଳା ନ କରି ଏହି ରେମଡି ର ତୁରନ୍ତ ବ୍ୟବହାର କରନ୍ତୁ । କାରଣ ଝାଳ ଅଧିକ ହେବା କାରଣରୁ ଆମ ସ୍କିନ ରେ ଏଭଳି ସମସ୍ଯା ଦେଖା ଯାଇଥାଏ । ଏହା ସହ ଆମ ସ୍କିନ ଅଏଲି ମଧ୍ୟ ହୋଇଯାଏ । ଆପଣ ଏହାକୁ ନିଜ ପର୍ସ ରେ ମଧ୍ୟ ସବୁବେଳେ ନିଜ ପାଖରେ ରଖି ପାରିବେ । ଏହି ରେମେଡି ତିଆରି କରିବା ବହୁତ ସହଜ ଓ ସରଳ ଅଟେ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button