ମନୋରଞ୍ଜନ

ବଲିଉଡ : କେଉଁଠି ସ୍ଵାମୀଙ୍କ ଠାରୁ ୧୨ ବର୍ଷ ବଡ ସ୍ତ୍ରୀ ତ କେଉଁଠି ସ୍ତ୍ରୀଙ୍କ ଠାରୁ ୩୪ ବର୍ଷ ବଡ ସ୍ଵାମୀ- ଏମିତି ଅଛନ୍ତି କିଛି ବଲୀଉଡ ଷ୍ଟାରଙ୍କ ଯୋଡି

ଜନ୍ନତରେ  ଇମରାନ ହାସିନ ଙ୍କ ପ୍ରେମିକା ହୋଇଥିବା ସୋନଲ ଚୌହାନ ଏବେ କହିଛନ୍ତି କମ ଲୋକ ଜାଣିଛନ୍ତି କିନ୍ତୁ ୫୫ବର୍ଷ ସୁହେଲ ସେଠଙ୍କ ସହିତ ଯେତବେଳେ ତାଙ୍କର ଏହି ଇଟିମେଣ୍ଟ ଫଟୋ ଭାଇରାଲ ହୋଇଥିଲା ଦୁଇଜଣଙ୍କ ଭିତରେ କିଛି ଅଛି ବୋଲି ରିପୋର୍ଟ ଆସିଥିଲା । #MeToo ଅଭିଯାନ ଦ୍ଵାରା ୨୦ ମହିଳା ତାଙ୍କ ବିରୁଦ୍ଧରେ ଉତ୍ପୀଡନର କେସ ଲଗାଇଲେ ତ ତାଙ୍କ ଦାନା ପାଣି ବହୁତ କମ୍ପାନୀରୁ ଉଠିଗଲା । ସୋନଲ ଏବଂ ସୁହେଲଙ୍କ ବୟସରେ ବାପ ଝିଅର ଅନ୍ତର ଥିଲା । ଏବେ ଖବର ଅଛିକି ୩୭ ବର୍ଷର ଲକ୍ଷ୍ମୀ ମେନୋନ ନାମକ ମଡେଲ ସହ ସୁହେଲ ନିର୍ବନ୍ଧ କରିଛନ୍ତି ଏବଂ ସେମାନେ ଜଲ୍ଦି ବିବାହ କରିବେ ।

ତାଙ୍କ ଛଡା ଏମିତି ବହୁତ ଯୋଡି ଅଛନ୍ତି ଯିଏ କି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତାଙ୍କ ବିଷୟରେ ନିହାତି କହିବୁ ଯାହାଙ୍କର ବୟସରେ ବହୁତ ଅନ୍ତର ଅଛି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ରେଖା ଏବଂ ଅକ୍ଷୟ କୁମାରଙ୍କର ଆଫେୟାର ହେବା ଆଗରୁ ରହିଯାଇଥିଲା ଏବଂ ଯଦି ବି ବିବାହ ହୋଇଥାନ୍ତା ତାହେଲେ ବି ଏହି ରେକର୍ଡ ଭାଙ୍ଗିନଥାନ୍ତା ଯାହାକି ସେଫ ଅମୃତା କହିଛନ୍ତି । ୧୨ ବର୍ଷ ଛୋଟ ସେଫଙ୍କ ସହ ଅମୃତା ବିବାହ କରିଥିଲେ କିନ୍ତୁ ସେମାନେ ଏବେ ଅଲଗା ରହୁଛନ୍ତି । ସେ ଦୁଇଜଣ ଲଭ ମ୍ୟାରେଜ କରିଥିଲେ ସେଫ ତ ଘରୁ ପଳାଇ ମନ୍ଦିରରେ ବାହା ହୋଇଥିଲେ ପରେ ତାଙ୍କ ବାପା ତାଙ୍କ ବିବାହକୁ ମାନିନେଇଥିଲେ ।

ସେମିତି ବିପାଶା ନିଜଠାରୁ ୪ବର୍ଷ ଛୋଟ ଏବଂ ଦୁଇଟି ବିବାହ କରିସାରିଛନ୍ତି କରଣଙ୍କ ସହିତ ବିବାହ କରିବା ପରେ ସେ ବି ବିବାଦକୁ ଆସିଯାଇ ଥିଲେ । ରିତେଶ ଏବଂ ଜେନେଲିଆ ଯେବେ ବିବାହ କରିଥିଲେ ,ସେତବେଳେ ତାଙ୍କ ଦୁଇଜଣଙ୍କ ଭିତରେ ବୟସର ଅନ୍ତର ୯ ବର୍ଷ ଥିଲା ,ଶ୍ରୀଦେବୀ ଏବଂ ବୋନୀ କପୁରଙ୍କ ମଧ୍ୟରେ ବି ସେତିକି ଅନ୍ତର ଥିଲା ।

ଅମିର ଖାନ କିଛି ବର୍ଷପୂର୍ବେ କିରଣ ରାଓଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କ ଭିତରେ ବୟସର ଅନ୍ତର ସେତିକି ହିଁ ଥିଲା କେବଳ ଏତିକି ଅଲଗା ଥିଲା କି ସ୍ଵାମୀ ସ୍ତ୍ରୀ ଠାରୁ ୮-୯ ବର୍ଷ ବଡ, ଯେତବେଳେ କି ଅମୃତା ଏବଂ ବିପାଶା ନିଜ ସ୍ଵାମିଙ୍କ ଠାରୁ ବୟସରେ ବଡ ଥିଲେ । ଧର୍ମେନ୍ଦ୍ର ହେମାଙ୍କ ସହିତ ବିବାହ କରିଥିଲେ ତାଙ୍କ ବୟସର ଅନ୍ତର ୧୩ବର୍ଷର ଥିଲା ।

ଶାହିଦ କପୁର ଏବଂ ମୀରା ରାଜପୁତ ବିବାହ କରିଥିଲେ ଯେଉଁଥିରେ ମୀରା ଶାହିଦଙ୍କ ଠାରୁ ୧୪ବର୍ଷ ଛୋଟ ଥିଲେ । ଶାୟରା ଏବଂ ଦିଲୀପ କୁମାରଙ୍କ ଭିତରେ ବୟସରେ ୨୨ବର୍ଷର ଅନ୍ତର ଥିଲା । କବୀର ବେଦୀ ଙ୍କ ଠାରୁ ତାଙ୍କ ସ୍ତ୍ରୀ ୨୯ବର୍ଷ ସାନ ଥିଲେ । ମିଲିଦ ସୋନଲ ଏବଂ ଅଙ୍କିତା କଂବର ବୟସର ଅନ୍ତର ୩୪ବର୍ଷର ଥିଲା ଯାହା ବହୁତ ବିବାଦୀୟ ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button