ଓଡିଶା

ଆଇନଜୀବୀ ସଂଘ-ତହସିଲଦାର ବିବାଦ: ତହସିଲ କାର୍ଯ୍ୟାଳୟ ପରିସରରେ ୧୬୩ ଧାରା ଜାରି

ରସିଂହପୁର: କଟକ ଜିଲ୍ଲା ସୁରକ୍ଷାକୁ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଏନ୍ଏସ୍ ୧୬୩(୨) ଧାରା ଲାଗୁ ହୋଇଛି । ଆଇନଜୀବୀ ସଂଘ ଓ ତହସିଲଦାରଙ୍କ ବିବାଦ ନେଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ୧୬୩ ଧାରା ଲାଗୁ ହୋଇଛି।

ତହସିଲଦାରଙ୍କ ବଦଳି ପାଇଁ ଆଇନଜୀବୀ ସଂଘ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଏନେଇ ଉଦାସୀନ ରହୁଥିବା ଆଇନଜୀବୀ ସଂଘ ପକ୍ଷରୁ ଅଭିଯୋଗ ହୋଇଛି।ଏହାକୁ ନେଇ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆଇନଜୀବୀ ସଂଘ ଧାରଣା ଦେବ ବୋଲି ଘୋଷଣା କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button