ଛାତ୍ରୀ ଙ୍କ ଅଶ୍ଳୀଳ ଭିଡ଼ିଓ ହେଇଗଲା viral

ବ୍ୟକ୍ତିଗତ ବିବାଦ କୁ ନେଇ ଏକ ନାବାଳିକା ଛାତ୍ରୀଙ୍କ ନଗ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇ ରାଲ ହୋଇଛି।ବ୍ୟକ୍ତିଗତ ବିବାଦ ରେ ମୁଣ୍ଡ ପୁରାଇ ଅପର ପକ୍ଷର କୁ ସହଯୋଗ କରିବାକୁ ଜଣେ ବଙ୍ଗାଳି ମିସ୍ତ୍ରୀ ଙ୍କ ଜରିଆରେ ନାବାଳିକା ଛାତ୍ରୀଙ୍କ ନ-ଗ୍ନ ଭିଡିଓ ଭାଇ ରାଲ ହେବାରେ ଲାଗିଛି।ଏହା ସୂଚନା ମିଳିଛି।ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି।
ଏଭଳି କରି ନାବାଳିକା ଝିଅ ଓ ତାଙ୍କ ପରିବାରକୁ ବଦନାମ କରିବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।ବଙ୍ଗାଳି ମିସ୍ତ୍ରୀ ଙ୍କ ଦୁଇ ସାନ ଭାଇ ପ୍ରତିପକ୍ଷ ଙ୍କ ଦ୍ଵାରା ଏପରି କରାଯାଇଥିବା ଅଭିଯୋଗ କରାଯାଇଛି।ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ରେ ଛଦ୍ମ ନାମକ ଜଣେ ବ୍ୟକ୍ତି ସପରିବାର ସହ ବସବାସ କରନ୍ତି।
ତାଙ୍କ ଘର ନିର୍ମାଣ ନିମନ୍ତେ ଠିକା ନେଇଥିବା ବଙ୍ଗାଳୀ ମିସ୍ତ୍ରୀ ୪ ବର୍ଷ ହୋଇଯିବ ତାଙ୍କ ଘରେ ରହି ସେହି ଗ୍ରାମର ବିଭିନ୍ନ ଲୋକମାନଙ୍କ ଗୃହ ନିର୍ମାଣ କରିଥିଲେ।ଏହାପରେ ତାଙ୍କ ଘରେ ରହିଥିବାରୁ ଘନିଷ୍ଠତ ବଢିଥିଲା।ଯାହାର ସୁଯୋଗ ନେଇଥିଲେ ବଙ୍ଗାଳୀ ମିସ୍ତ୍ରୀ।ସୂର୍ଯ୍ୟଙ୍କ ନାବାଳିକା ଝିଅଙ୍କ ସହିତ କଥାବାର୍ତ୍ତା କରୁଥିଲେ।
ଭିଡିଓ କଲ୍ ସମୟରେ ତାଙ୍କର ନଂ-ଗ୍ନ ଫଟୋ ଆଉ ଭିଡିଓ ରଖିଥିଲେ।ପରେ ସେହି ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଭାଇ ରାଲ କରାଯାଇଥିଲା।ପୋଲିସ ଷ୍ଟେସନ ରେ ଅଭିଯୋଗ ମଧ୍ୟ କରାଯାଇଥିଲା।ବର୍ତ୍ତମାନ ଏହା ସୋସିଆଲ ମିଡ଼ିଆ ରେ ଭାଇ ରାଲ ହେବାରେ ଲାଗିଛି।ଜମିବାଡ଼ି କୁ ନେଇ କଳହ ହୋଇଥିଲା।