ଜୀବନଶୈଳୀ

ପିତୃପକ୍ଷ’ରେ ଚୁପଚାପ୍ ଏହି ଜାଗାରେ ଢାଳିଦିଅନ୍ତୁ “ଚାଉଳ” ପିତୃଗଣଙ୍କୁ ମିଳିବ ମୁକ୍ତି ଏବଂ ଜନ୍ମ ଜନ୍ମର ପିତୃଦୋଷରୁ ପାଇବେ ମୁକ୍ତି!

ବନ୍ଧୁଗଣ ବର୍ତ୍ତମାନ ସମୟରେ ପିତୃପକ୍ଷ ଚାଲିଛି | ଏହା ଭାଦ୍ରବ ମାସ ପୁର୍ଣିମାରୁ ଆରମ୍ଭ ହୋଈ ଅଶ୍ୱିନ ମାସ ଅମାବାସ୍ୟାରେ ସମାପ୍ତ ହୋଇଥାନ୍ତି | ଏହି ପିତୃପକ୍ଷ 16 ଦିନ ହୋଇଥାଏ | ଏବଂ ଏହି ସମୟରେ ପିତୃ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ,ତର୍ପଣ ଏବଂ ପିଣ୍ଡ ଦାନ ସହ ଦାନ-ଧର୍ମ ମଧ୍ୟ କରାଯାଏ | ଏବଂ ଏହି ସମୟରେ ସମସ୍ତ କାର୍ଯ୍ୟ କେବଳ ନିଜ ପିତୃ ମାନଙ୍କୁ ସମର୍ପଣ ହୋଇଥାଏ | ତେବେ ବନ୍ଧୁଗଣ ଏହି ସମୟରେ କୋୖଣସି ଶୁଭ କାର୍ଯ୍ୟ ଅର୍ଥାତ ବାହାଘର, ଗୃହପ୍ରେବେଶ ଆଦି ଭଳି ଶୁଭ କରିବା କରିବା ଅନୁଚିତ ବୋଲି କୁହାଯାଏ | ମାନଯାଏ କି ଏହି ସମୟ କେବଳ ନିଜ ପିତୃ ମାନଙ୍କ ପାଇଁ ଶ୍ରଦ୍ଧା ଏବଂ ଭଲପାଇବା ଦେବାର ସମୟ ହୋଇଥାଏ | ଏହି ସମୟରେ ପିତୃ ମାନଙ୍କ ପାଇଁ ଶ୍ରାଦ୍ଧ ଏବଂ ତର୍ପଣ କରାଯାଇଥାଏ |

ଏମିତି ମଧ୍ୟ କୁହାଯାଏ କି ଏହି ସମୟରେ ପିତୃପୁରୁଷ ମାନେ କୋୖଣସି ନା କୋୖଣସି ରୂପରେ ପୃଥିଵୀକୁ ଆସି ନିଜ ପରିଜନଙ୍କ ପାଖକୁ ଆସିଥାନ୍ତି | ଏବଂ ପରିଜନଙ୍କ ପାଖରୁ ଭୋଜନ ଏବଂ ସେନ୍ହ ଗ୍ରହଣ କରନ୍ତି | ଏବଂ ନିଜ ପରିବାର ଲୋକଙ୍କୁ ଆଶ୍ରିବାଦ ଦେଇଥାନ୍ତି | କୁହାଯାଏ ଯେଉଁମାନଙ୍କୁ ନିଜ ପିତୃଙ୍କ ଆଶ୍ରିବାଦ ପ୍ରାପ୍ତ ହୁଏ ସେମାନେ ସଦାସର୍ବଦା ସୁଖ ଏବଂ ସମୃଦ୍ଧିର ଜୀବନ ଜାପାନ କରନ୍ତି | କିନ୍ତୁ ଯେଉଁ ମାନେ ନିଜ ପିତୃଙ୍କ ପାଇଁ ଶ୍ରାଦ୍ଧ, କିମ୍ଭା ପିଣ୍ଡ ଦାନ କରନ୍ତି ନାହିଁ ସେହି ବ୍ୟକ୍ତିଙ୍କୁ ତାଙ୍କ ପୂର୍ବଜଙ୍କର ଆଶ୍ରିବାଦ ମିଳେନାହିଁ | ସେମାନଙ୍କ ସହ ସବୁବେଳେ ସମସ୍ୟା ଲାଗିରହିଥାଏ | ସେମାନେ ଧୀରେ ଧୀରେ କାଙ୍ଗାଳ ହୋଇଯାଆନ୍ତି | ତାଙ୍କୁ ସାରା ଜୀବନ ଦୁଃଖ କଷ୍ଟରୁ ମୁକ୍ତି ମିଳେନାହିଁ | ଏମିତି ଲୋକ ପିତୃଦୋଷ ଏବଂ ଅନେକ ଗ୍ରହ ଦୋଷର ଶିକାର ହୋଇଯାଆନ୍ତି |

ପିତୃପକ୍ଷ ସମୟରେ ସୟଂ ଯମ ରାଜ ଆମ ପିତୃଙ୍କୁ ପୃଥିବୀକୁ ପଠେଇଥାନ୍ତି | ଏହି ସମୟରେ ଆମେ କେବଳ ଗୋଟେ ମୁଠା ଚାଉଳରେ ହି ଆମ ପିତୃଙ୍କୁ ସନ୍ତୁଷ୍ଟ କରିପାରିବା | ପିତୃପକ୍ଷ ସମୟରେ ଚାଉଳ ଦ୍ୱାରା ଏହି ଛୋଟ କାର୍ଯ୍ୟ କରିବା ଦ୍ୱାରା ଆମ ପିତୃ ମାନେ ଆମ ଉପରେ ସନ୍ତୁଷ୍ଟ ହୋଈ ଆମକୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି | ଏବଂ ପିତୃଦୋଷ ପିତୃ ଆଶ୍ରିବାଦରେ ପରିଣତ ହୋଇଯାଏ | ଯଦି ଆପଣ ଏହି ସମୟରେ ଚାଉଳର ଏହି ଉପାୟ କରିବେ ତେବେ ଆପଣଙ୍କ ପିତୃ ଆପଣଙ୍କୁ ସବୁ ସମସ୍ୟାରୁ ଆସି ବଞ୍ଚାଇବେ | ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ |

ବନ୍ଧୁଗଣ ଆପଣଙ୍କୁ ଏହି ସମୟରେ ନିଜ ପିତୃଙ୍କୁ ଖୁସି କରିବା ପାଇଁ ଚାଉଳର ପିଣ୍ଡ ନିଜ ପିତୃ ଅର୍ପଣ କରିବା ନିହାତି ଦରକାର | ତର୍ପଣ ସମୟରେ ମଧ୍ୟ ଆପଣଙ୍କୁ ଚାଉଳର ହି ପିଣ୍ଡ ଅର୍ପଣ କରିବା ଜରୁରୀ | କାହିଁକି ନା ପିତୃଗଣଙ୍କୁ ଚାଉଳର ପିଣ୍ଡ ବହୁତ ପସନ୍ଦ ହୋଇଥାଏ |

ବନ୍ଧୁଗଣ ଏହି ମୁଠାଏ ଚାଉଳର ଉପାୟ ଆପଣଙ୍କୁ ଦୁଇପହର ସମୟରେ ହି କରିବାକୁ ହେବ | କାରଣ ସୂର୍ଯ୍ୟଙ୍କ କିରଣ ପୃଥିବୀ ଉପରେ ଦୁଇପହର ସମୟରେ ବେଶୀ ମାତ୍ରାରେ ପଡିଥାଏ | କହଯାଏ କି ସୂର୍ଯ୍ୟଙ୍କ ସଠିକ କିରଣ ମାଧ୍ୟମରେ ହି ପିତୃ ନିଜ ଶ୍ରାଦ୍ଧ କୁ ଠିକରେ ଗ୍ରହଣ କରିପାରନ୍ତି ବୋଲି | ପିତୃଗଣଙ୍କୁ ଶ୍ରାଦ୍ଧ କିମ୍ଭା ପିଣ୍ଡ ସୂର୍ଯ୍ୟଙ୍କ ଉତ୍ତାପ ଦ୍ୱାରା ହି ମିଳିଥାଏ | ବନ୍ଧୁଗଣ ଦୁଇପହର ସମୟରେ ପିତୃଙ୍କୁ ପିଣ୍ଡ ଦେବା ସମୟରେ ନିଜ ହାତରେ କୁଶା ନିଶ୍ଚିତ ଭାବେ ପିନ୍ଧନ୍ତୁ | କୁଶା ମଧ୍ୟ ଶୀତଲତା ପ୍ରଦାନ କରିଥାଏ |

ବନ୍ଧୁଗଣ ଆପଣଙ୍କୁ ନିଜ ପିତୃଙ୍କୁ ଖୁସି କରେଇବା ପାଇଁ ଗୋଟେ ମୁଠା ଚାଉଳ ନେଇ ତାର କ୍ଷୀରି ତିଆରି କରିବାକୁ ହେବ | ହଁ ଆଜ୍ଞା, ଶ୍ରାଦ୍ଧରେ ମଧ୍ୟ କ୍ଷୀରି ଦିଆଯାଇଥାଏ | କ୍ଷୀରି ମଧ୍ୟ ପିତୃ ମାନଙ୍କୁ ବହୁତ ପସନ୍ଦ ହୋଇଥାଏ | ଏହା ସହ ପିଣ୍ଡ ଯେପରି ଚାଉଳ ଏବଂ ତରଳ ଦ୍ୱାରା ତିଆରି ହୋଇଥାଏ ସେହିପରି କ୍ଷୀରି ମଧ୍ୟ ଚାଉଳ ଏବଂ ତାରଳ ଅର୍ଥାତ ଚାଉଳ ଏବଂ କ୍ଷୀରରେ ତିଆରି ହୋଇଥାଏ | କୁହାଯାଏ କି କେବେ ବି କ୍ଷୀରିକୁ ଏକା ତିଆରି କରାଯାଏ ନାହିଁ ଏବଂ ଏହା ସହ ପୁରି ମଧ୍ୟ ତିଆରି କରାଯାଏ |

ଆମେ ଆମ ଅତିଥି ଭାବେ ଆସିଥିବା ପିତୃପକ୍ଷରେ ପିତୃଙ୍କୁ କ୍ଷୀରି ପୁରି ଭୋଗ ଲଗାଇଥାଉ | ଏହାକୁ ଭୋଗ ଲଗେଇବା ପରେ ଏହାକୁ କୋୖଣସି ଏକ ଦରକାରୀ ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ | ଏହା ସେ ଖାଇବା ପରେ ଏହାକୁ ଆପଣଙ୍କ ପିତୃ ମଧ୍ୟ ଏହାକୁ ଗ୍ରହଣ କରନ୍ତି ଏବଂ ଖୁସି ହୋଈ ଆପଣଙ୍କୁ ଆଶ୍ରିବାଦ ଦେଇ ଫେରିଯାଆନ୍ତି | ଏବଂ ପିତୃଙ୍କ ଆଶ୍ରିବାଦ ପ୍ରାପ୍ତ କରି ଆପଣ ନିଜର ସବୁ ଖୁସି ହାସଲ କରିପାରିବେ | ଆପଣଙ୍କ ଉପରେ କୋୖଣସି ବି ସମସ୍ୟା ଆସିବ ନାହିଁ | ଏହି ଉପାୟ କରି ଆପଣ ନିଜ ପିତୃଙ୍କୁ ସନ୍ତୁଷ୍ଟ କରିପାରିବେ |

Related Articles

Leave a Reply

Your email address will not be published. Required fields are marked *

Back to top button