ବିଚାର

ବାଛନ୍ତୁ ଆପଣଙ୍କ ପସନ୍ଦର ଭଗବାନ ଗଣେଶ ଓ ଜାଣନ୍ତୁ ନିଜର ଭବିଷ୍ୟତ ( Personality Test )

ଭବିଷ୍ୟତ ଜାଣିବା ପାଇଁ ପ୍ରତେକ ଲୋକମାନେ ଇଚ୍ଛା କରି ଥାନ୍ତି ମାତ୍ର ସେମାନଙ୍କ ମଧ୍ୟରୁ କିଛି ଜଣ ଅଛନ୍ତି ଯେଉଁ ମାନେ ଏହାକୁ ଅଧିକ ବିଶ୍ବାଶ କରିଥାନ୍ତି । ପ୍ରତେକ ଲୋକଙ୍କ କାମ ତାଙ୍କ ବ୍ୟବହାର ଉପରେ ନିର୍ଭର କରି ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କିଛି ଜଣ ଅଛନ୍ତି ଯେଉଁ ମାନେ ନିଜ ଭବିଷ୍ୟତ ଜାଣିବା ପାଇଁ ଜ୍ଯୋତିଷ ଶାସ୍ତ୍ର ର ସାହାଜ୍ଯ ନେଇ ଥାନ୍ତି । ଏହା ଆମ ଜୀବନରେ ଥିବା ସମ୍ଭାବନା କୁ ଦେଖିଇ ଥାଏ ।

ଯେଉଁ ଭଳି କି ଆଗକୁ ଯାଇକି ଆମର କିଛି ଖରାପ ହେବା ପାଇଁ ଯାଉଛି । ଏହା ପାଇଁ ଆମେ ଆଗରୁ ପ୍ରସ୍ତୁତ ହେଲେ ଭଲ ହେବ ଆମେ ଭଲ କାମ କରିବା ଦ୍ଵାରା ଆମର ଖରାପ ସମୟ ମଧ୍ୟ ଭଲ ପରିଣାମ ଦେବ । ଆମ ପାଖରେ ତିନି ପ୍ରକାର ଭଗବାନ ଗଣେଶଙ୍କ ଛବି ଅଛି ଆମେ ଆପଣଙ୍କୁ ଏହା ଦେଖାଇ ବୁ ଓ ଆପଣ ଏହାର ମଧ୍ୟରୁ ଏକ ଗଣେଶ ବାଛିବେ ।

କାହାକୁ ଆପଣ ପୂଜା କରିବା ପାଇ ପସନ୍ଦ କରନ୍ତି । ଏହା ପରେ ଆମେ ଆପଣଙ୍କୁ କହିବା କି ଆପଣ କେଉଁ ଭଳି ଲୋକ ଅଟନ୍ତି କିମ୍ବା ଆପଣ କେଉଁ ଭଳି ଆଗାମୀ ଦିନରେ ପରିଣାମ ପାଇବେ । ଆପଣ ଏକଦନ୍ତ ଛବି କୁ ବାଛି ଛନ୍ତି ତ ଆଗାମୀ ଦିନରେ ଆପଣଙ୍କ ଦିନ ଭଲ ଜୀବ ।

ଆପଣ ନିଜ ଜୀବନ ସାଥି ଙ୍କ କଥାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ନିଜ କାମରେ ଯାହା ଭଲ କଲେ ମଧ୍ୟ ଆପଣ ନିଜ ପାରିବାରିକ ଜୀବନରେ ଅସାନ୍ତି ଭୋଗ କରିବେ । ଆଗାମୀ ଦିନରେ ଆପଣ ଙ୍କ ପାଇଁ ଖୁବ ସାହାଜ୍ଯ କାରୀ ଲୋକମାନେ ଦେଖା ହେବା ପାଇଁ ଯାଉଛନ୍ତି ।

ଆପଣ ଗଜାନନ ଛବି ବାଛି ଥିଲେ ଆପଣ ଖୋଲା ଚିନ୍ତା ଧାରା ର ବ୍ୟକ୍ତି ଅଟନ୍ତି ଆପଣ କାହାକୁ କିଛି କହି ନଥାନ୍ତି କାରଣ ଆପଣ ସବୁ କଥାକୁ ମନରେ ରଖିବା  ପାଇଁ ଖୁବ ଭଲ ପାଇ ଥାନ୍ତି । କାହାକୁ ସମସ୍ୟାରେ ଆପଣ ଦେଖି ପାରି ନଥାନ୍ତି । ନିଜ କ୍ଷମତା ଅନୁସାରେ ଆପଣ ସବୁ ବେଳେ ସାହାଜ୍ଯ କରି ଥାନ୍ତି ।

ଆପଣ ଯାହା ଚାଲି ଯାଇଛି ତା ପାଇଁ ଆଉ ଚିନ୍ତା କରନ୍ତୁ ନି ଆପଣ କର୍ମ କରି ଚାଳନ୍ତୁ । ଅନେକ ଦିନ ରୁ ପଡିଥିବା କାମ ଏବେ ହୋଇଯିବ । ସନ୍ତାନ ମାନଙ୍କ ପାଇଁ ଆପଣ ଅଧିକ ଚିନ୍ତା କରନ୍ତୁ ନି । ଆପଣ ଛୋଟ ପିଲାଙ୍କୁ କିଛି ଖେଳଣା ଦିଅନ୍ତୁ କିମ୍ବା ଖାଇବା ପାଇଁ ଦିଅନ୍ତୁ । ଆପଣ ଭବିଷ୍ୟତ କୁ ନେଇକି ଯାହା ଭି ଚିନ୍ତା କରିଛନ୍ତି ଆପଣ ସେଥିରେ ସଫଳ ହେବେ ।

ଟଙ୍କା ପଇସା ପାଇଁ ଆପଣ ଚିନ୍ତା କରନ୍ତୁ ନି ଆପଣ ଏହାକୁ ଆଗକୁ ଯାଇକି ଦରକାର ଠାରୁ ଅଧିକା ପାଇବେ । ଆପଣ ଅନୁଭବ କରୁଥିବେ କି ଆପଣଙ୍କ ଦାଂପତ୍ଯ ଜୀବନ ଖୁବ ଭଲ ରହିବ । ଆପଣଙ୍କ ଆଗକୁ କିଛି ସମସ୍ଯା ଆସିବା ପାଇଁ ଥିଲେ ଏହା ଏବେ ଦୂରେଇ ଜୀବ । ଆପଣ ଯଦି ଗଣପତି ଙ୍କ ଛବି ବାଛି ଛନ୍ତି ତେବେ ଏହା ଭଲ ଅଟେ । ଆପଣ ଗମ୍ଭୀର ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ଖୁବ ଚିନ୍ତା କରିକି କାମ କରନ୍ତି । ଏହା ର ସୁଫଳ ମଧ୍ୟ ଆପଣଙ୍କୁ ମିଳିଥାଏ । ଆପଣ ଯାହା ଭି କାମ କରିବା ପାଇଁ ଭାବନ୍ତି ତାକୁ ପୁରା କରିବା ପାଇଁ ଆପଣ କିଛି ଭି କରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button