ବିଚାର

ମହୁ ଓ ତୁଳସୀ ବଡ ରୋଗର ଅଛି ଚିକିତ୍ସା, ଡାଇବେଟିସ, କ୍ୟାନ୍ସର ଓ ହାର୍ଟ ଆଟାକ ରୁ ମିଳବ ମୁକ୍ତି

ହିନ୍ଦୁ ଧର୍ମରେ ତୁଳସୀ କୁ ବହୁତ ପବିତ୍ର ବୋଲି ମାନନ୍ତି । ସମସ୍ତେ ତୁଳସୀ ଗଛକୁ ପୂଜା କରନ୍ତି । ତୁଳସୀ ପତ୍ର ପୂଜନୀୟ ହେବା ସଙ୍ଗେ ସଙ୍ଗେ ଏହାର ଭିତରେ ଥିବା ଗୁଣ କୁ ଯଦି ଆମେ ପ୍ରୟୋଗ କରିବା ବଡ ରୁ ବଡ ରୋଗ ରୁ ଭଲ ହୋଇପାରିବା । ତୁଳସୀ ପତ୍ରରୁ କ୍ୟାନ୍ସର ଏବଂ ଷ୍ଟୋନ ପରି ରୋଗ ମଧ୍ୟ ଭଲ ହୋଇପାରିବ । ତୁଳସୀ ରେ ଏଂଟୀକ୍ସୀଡେଂଟ୍ସ ରହିଛି ଯାହା କି ଇନଫେକସନ ଏବଂ ଥଣ୍ଡା ଜ୍ବରରୁ ବେଞ୍ଚେଇ ପାରିବ ।

ଯଦି ଆପଣ ତୁଳସୀ ସହିତ ମହୁ ର ସେବନ କରୁଛନ୍ତି ତେବେ ଏହା ଦ୍ଵାରା ଆପଣ ସୁସ୍ଥ ରହି ପାରିବେ । ଆଜି ଆମେ ଏହା ଉପରେ କିଛି କହିବାକୁ ଯାଉଛୁ ।

 

ଷ୍ଟୋନ ବାହାର କରିବାରେ ସାହାର୍ଯ୍ୟ

ଯଦି ଆପଣ ତୁଳସୀ ପତ୍ର ଖାଉଛନ୍ତି ତେବେ ଏହା କିଡନୀ ପାଇଁ ଭଲ ଅଟେ । ଯଦି ଆପଣ ନିଜ କିଡନୀ ରୁ ଷ୍ଟୋନ ବାହାର କରିବାକୁ ଚାହୁଁଛନ୍ତି ତେବେ ଏହା ପାଇଁ ଆପଣଙ୍କୁ ତୁଳସୀ ପତ୍ର କୁ ବାଟି ସେଥିରେ ମହୁ ମିଶାଇ ୬ ମାସ ପର୍ଯ୍ୟନ୍ତ ସବୁଦିନ ପିଇବା ଦ୍ଵାରା ଆପଣଙ୍କ ଷ୍ଟୋନ ର ସମସ୍ଯା ଦୂର ହୋଇପାରିବ ।

ମଧୁମେହ

ଯଦି ଆପଣ ତୁଳସୀ ଏବଂ ମହୁ କୁ ମିଶ୍ରଣ କରି ସେବନ କରୁଛନ୍ତି ତେବେ ଆପଣଙ୍କର ଡାଇବେଟିଜ ଦୂର ହୋଇ ପାରିବ ।

 

ହୃଦୟ ଭଲ ରଖେ

ଯଦି ଆପଣ ସବୁଦିନ ତୁଳସୀ ର ସେବନ କରୁଛନ୍ତି ତେବେ ଏହା ବ୍ଲଡ ପ୍ରେସର କୁ ନିୟନ୍ତ୍ରିତ ରଖିଥାଏ । ତୁଳସୀରେ ଶକ୍ତିଶାଳି ଏନ୍ଟି ଅଙ୍କସିଡେଣ୍ଟ ମିଳି ଥାଏ ଯାହାକି ଆପଣଙ୍କ କୋଲେଷ୍ଟ୍ରାଲ ଲେବୁଲ କୁ କମ ରଖୀ ଆପଣଙ୍କ ହୃଦୟ କୁ ଭଲ ରଖେ । ତେଣୁ ସବୁଦିନ ତୁଳସୀ ଏବଂ ମହୁ ର ସେବନ କରନ୍ତୁ ।

 

କ୍ୟାନ୍ସର ରେ ଲାଭଦାୟକ

ଯଦି ଆପଣ ତୁଳସୀ ଏବଂ ମହୁ ଖାଉଛନ୍ତି ତେବେ ଏହା ବ୍ରେଷ୍ଟ କ୍ୟାନ୍ସର ଏବଂ ମୁହଁ ର କ୍ୟାନ୍ସର ରୁ ଆପଣଙ୍କୁ ରକ୍ଷା କରିଥାଏ ।

 

ଜ୍ଵର ଓହ୍ଲାଇବାରେ କରିଥାଏ ସାହାଯ୍ୟ

ସବୁଦିନ ତୁଳସୀ ଏବଂ ମହୁ ଖାଇବା ଦ୍ଵାରା, ଇନଫେକସନ ଯୋଗୁ ହେଉଥିବା ରୋଗରୁ ଯେମିତି କି ମେଲେରିୟା ରୁ ମଧ୍ୟ ଆପଣ ରକ୍ଷା ପାଇପାରିବେ । ଆୟୁର୍ବେଦ ଅନୁସାରେ ଯେଉଁ ବ୍ୟକ୍ତିକୁ ଜ୍ବର ହୋଇଛି ସେହି ବ୍ୟକ୍ତି ତୁଳସୀର କାଢା ପିଇଲେ ସେ ସେଥିରୁ ଦୂର ହୋଇପାରିବେ ।

 

ଆମେ ଆସା କରୁଛୁ ଯେ ଆମ ଦ୍ଵାରା ଦିଆ ଯାଇଥିବା ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଆପଣ ନିଜର ମନ୍ତବ୍ୟ ତଳେ ଥିବା କମେଣ୍ଟ ବକ୍ସ ରେ ନିଶ୍ଚୟ ଦିଅନ୍ତୁ। ଆଗକୁ ମଧ୍ୟ ଏହି ଭଳି ସ୍ୱାସ୍ଥ୍ୟ ଟିପ୍ସ ଆପଣ ମାନଙ୍କୁ ଦେବୁ, ଧନ୍ୟବାଦ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button