ଓଡିଶା

ହାଇୱା ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର

ପିପିଲି: ନିମାପଡ଼ା ରଟିଲୋ ଛକରେ ହାଇୱା ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଥିବାର ଖବର ମିଳିଛି। ମୃତା ହେଲେ ସଂଯୁକ୍ତା ଲେଙ୍କା(୫୮)। ସେ ସିଡିପିଓ କାର୍ଯ୍ୟାଳୟରେ କାର୍ଯ୍ୟରତ। ତାଙ୍କ ଘର ପିପିଲି ଥାନା ଅନ୍ତର୍ଗତ ପାଇକ ସାହିରେ ବୋଲି ଜଣାଯାଇଛି।

ଦମ୍ପତି ବାଇକ୍ ଯୋଗ‌େ ନିମାପଡ଼ାକୁ ଆସୁଥିବା ବେଳେ ହାଇୱା ବିପରୀତ ଦିଗରୁ ଆସୁଥିଲା। ଘଟଣାସ୍ଥଳରେ ହିଁ ସଂଯୁକ୍ତା ଲେଙ୍କାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ସ୍ବାମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button