ଜୀବନଶୈଳୀ

କେଉଁ ଫଳ ଖାଇଲେ, ଚେହେରା ଅଧିକ ସୁନ୍ଦର ହୋଇଯାଏ, 15+Interesting general knowledge

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

1- କେଉଁ ପ୍ରାଣୀର ଆଖି ନଷ୍ଟ ହୋଇଗଲେ ନୂଆ ଆଖି ସୃଷ୍ଟି ହୋଇଥାଏ ?

ଉତ୍ତର;- ଗେଣ୍ଡାର ଆଖି ନଷ୍ଟ ହୋଇଗଲେ, ପୁଣି ଥରେ ନୂଆ ଆଖି ସୃଷ୍ଟି ହୋଇଥାଏ ।

2- କେଉଁ ଜୀବ ଜନ୍ମ ହେବା ପରେ ଦୁଇ ମାସ ପର୍ଯ୍ୟନ୍ତ ଶୋଇଥାଏ ?

ଉତ୍ତର;- ଭାଲୁ ଜନ୍ମ ହେବା ପରେ ଦୁଇ ମାସ ଶୋଇଥାଏ ।

3- ଭାରତର କେଉଁ ରାଜ୍ୟରେ ସର୍ବ ପ୍ରଥମେ ଆଳୁ ଚାଷ କରାଯାଇଥିଲା ?

ଉତ୍ତର;- ଭାରତର ଗୋଆ ରାଜ୍ୟରେ ସର୍ବ ପ୍ରଥମେ ଆଳୁ ଚାଷ କରାଯାଇଥିଲା ।

4- ମଣିଷ ଶରୀରର କେଉଁ ଜାଗାରେ ସବୁବେଳେ ଜୀବାଣୁ ରହିଥାନ୍ତି ?

ଉତ୍ତର;- ମଣିଷ ଶରୀରର ନଖ ମୂଳରେ ସବୁବେଳେ ଜୀବାଣୁ ରହିଥାନ୍ତି ।

5- ଫୁଲର ରାଣୀ କେଉଁ ଫୁଲକୁ କୁହାଯାଇଥାଏ ?

ଉତ୍ତର;- ଫୁଲର ରାଣୀ ଗୋଲାପକୁ କୁହାଯାଇଥାଏ ।

6- ଭାରତର କେଉଁ ରାଜ୍ୟରେ ଜନସଂଖ୍ୟା ସବୁଠାରୁ କମ ଅଟନ୍ତି ?

ଉତ୍ତର;- ଭାରତର ସିକିମ ରାଜ୍ୟରେ ଜନସଂଖ୍ୟା ସବୁଠାରୁ କମ ଅଟନ୍ତି ।

7- କେଉଁ ଫଳ ଖାଇବା ଦ୍ଵାରା ରକ୍ତ ସଫା ରୁହେ ?

ଉତ୍ତର;- ପିଜୁଳୀ ଖାଇବା ଦ୍ଵାରା ରକ୍ତ ସଫା ରୁହେ ।

8- ଅଧିକ ରାଗିଲେ ମଣିଷର କେଉଁ ଅଙ୍ଗ ଖରାପ ହୋଇଥାଏ ?

ଉତ୍ତର;- ଅଧିକ ରାଗିଲେ ମଣିଷର କିଡନୀ ଖରାପ ହୋଇଥାଏ ।

9- କେବେ ହୀରାକୁଦ ବନ୍ଧର ଶୁଭାରମ୍ଭ ହୋଇଥିଲା ?

ଉତ୍ତର;- 1948 ମସିହାରେ ହୀରାକୁଦ ବନ୍ଧର ଶୁଭାରମ୍ଭ ହୋଇଥିଲା ।

10- ପୁରୀ ଜଗନ୍ନାଥ ମନ୍ଦିରର ଉଚ୍ଚତା କେତେ ?

ଉତ୍ତର;- ପୁରୀ ଜଗନ୍ନାଥ ମନ୍ଦିରର ଉଚ୍ଚତା 66 ମିଟର ।

11-ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ପୋଲିସ ଷ୍ଟେସନ ରହିଛି ?

ଉତ୍ତର;- ଭାରତର ତାମିଲନାଡୁ ଠାରେ ଅଧିକ ପୋଲିସ ଷ୍ଟେସନ ରହିଛି ।

12- କେଉଁ ଦେଶରେ ପ୍ଲାଷ୍ଟିକକୁ ବ୍ୟବହାର କରିଲେ । ଜେଲ ଦଣ୍ଡ ମିଳେ ?

ଉତ୍ତର;- ଇଜରାଇଲରେ ପ୍ଲାଷ୍ଟିକ ବ୍ୟବହାର କରିଲେ, ଜେଲ ଦଣ୍ଡ ମିଳେ ।

13- ଫଳ ମାନଙ୍କର ରାଜା କିଏ ?

ଉତ୍ତର;- ଫଳ ମାନଙ୍କର ରାଜା ହେଉଛି ଆମ୍ବ ।

14- ବିଶ୍ଵର କେଉଁ ଦେଶରେ ସବୁଠାରୁ ଅଧିକ ମାଟିଘର ଦେଖିବାକୁ ମିଳେ ?

ଉତ୍ତର;- ଭାରତରେ ଅଧିକ ମାଟିଘର ଦେଖିବାକୁ ମିଳିଥାଏ ।

15 -କେଉଁ ଫଳ ଖାଇବା ଦ୍ଵାରା ମୁହଁର ସୁନ୍ଦରତା ବଢିଥାଏ ?

ଉତ୍ତର;- କମଳା ଖାଇବା ଦ୍ଵାରା ମୁହଁର ସୁନ୍ଦରତା ବୃଦ୍ଧି ପାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button