ଅଗଷ୍ଟ ୮ : “ଶ୍ରାବଣ ସୋମବାର”ରେ କେବଳ ଲବଙ୍ଗ ଆଉ କର୍ପୁରକୁ ନେଇ କରନ୍ତୁ ଏହି କାର୍ଯ୍ୟ,ଦେଖିବେ ପୁରା ବର୍ଷ ରହିବ ଆପଣଙ୍କ ଉପରେ ଭଗବାନ ଶିବଙ୍କ ଆଶୀର୍ବାଦ !

ବନ୍ଧୁଗଣ ଶ୍ରାବଣ ମାସ ସମ୍ପୂର୍ଣ ଭାବେ ଭଗବାନ ଶିବଙ୍କ ନାମରେ ଉତ୍ସର୍ଗ ହୋଇଥାଏ | ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କର ସବୁ ଇଚ୍ଛା ପୁରା ହେଇଥାଏ ଏବଂ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯାଇଥାଏ | ଏହି ମାସରେ ରୁଦ୍ରାଭିଷେକ କରିବାର ବିଶେଷ ମହତ୍ୱ ରହିଛି ଏବଂ ଏହି ମାସର ସୋମବାର ଦିନ ରୁଦ୍ରାଭିଷେକ କରିବା ଦ୍ୱାରା ମହାଦେବ ଶିବଙ୍କ କୃପା ପ୍ରାପ୍ତ ହୋଇପାରେ | ରୁଦ୍ରାଭିଷେକ ପରେ ଶିବଙ୍କ ବେଲପତ୍ର, ନଡ଼ିଆ, ଭାଙ୍ଗ, ଦୁଦୁରା ଫୁଲ ଦେଇ ପ୍ରଶନ କରାଯାଏ |
ବନ୍ଧୁଗଣ ପୁରାଣ ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସ ସୋମବାରକୁ ଭଗବାନ ଶିବ ମର୍ତ୍ୟକୁ ଓଲେଇ ଅସାଛନ୍ତି ପରିଭ୍ରମଣ କରିବାକୁ | ଏବଂ ନିଜ ଭକ୍ତ ମାନଙ୍କର କଷ୍ଟକୁ ଦୂର କରନ୍ତି ଏବଂ ଭକ୍ତ ମାନେ ଚାହୁଥୁବା ବର ପ୍ରଦାନ କରନ୍ତି | ପୁରା ବର୍ଷାରେ ବି ପୂଜା କରିଲେ ଯେତିକି ପ୍ରସନତା ମିଳିନଥାଏ କେବଳ ଶ୍ରାବଣ ମାସରେ ମହାଦେବଙ୍କ ପୂଜା କରିବା ଦ୍ୱାରା ଆପଣଙ୍କୁ ତାଠାରୁ ମଧ୍ୟ ବେଶୀ ସଫଳତା ଏବଂ ପ୍ରସନତା ମିଳିଥାଏ | ଶ୍ରାବଣ ମାସ ସୋମବାର ଦିନ ଆପଣ ମହାଦେବଙ୍କୁ ବେଲପତ୍ର ଚଢାନ୍ତୁ ଏବଂ ଶିବ ଚାଳିଶା ପଢନ୍ତୁ |
ଶ୍ରାବଣ ମାସର ଚଥୁର୍ତ୍ତ 8 ଅଗଷ୍ଟରେ ପଡୁଛି ଏହା ଶ୍ରାବଣ ମାସର ଶେଷ ସୋମବାର ହେବାକୁ ଯାଉଛି | କାରଣ ଏହା ପରେ 11 ଅଗଷ୍ଟକୁ ଶ୍ରାବଣ ମାସ ଶେଷ ହୋଇଯିବ | ଶ୍ରାବଣ ମାସର ଶେଷ ସୋମବାରର କିଛି ବିଶେଷ ମହତ୍ୱ ଥାଏ | କାରଣ ଯେଉ ଲୋକ ଯେଉ ଲୋକ ଶ୍ରାବଣ ମାସର ସବୁ ସୋମବାରର ବ୍ରତ କରିପାରନ୍ତି ନାହିଁ ସେମାନେ ଏହି ଶେଷ ସୋମବାର ବ୍ରତ କରିପାରିବେ |
ଶ୍ରାବଣ ମାସର ସୋମବାରକୁ ମହାଦେବଙ୍କ ଉପରେ ଜଳ ସମର୍ପଣ କରିବା ଶାସ୍ତ୍ର ପୁରୁଣାରେ ବି ଉଲେଖ କରାଯାଇଛି | କୁହାଯାଏ ଯେ ସୋମବାର ଦିନ କ୍ଷୀର, ଜଳ, ଏବଂ ଆଖୁ ରସ ମହାଦେବଙ୍କୁ ସମର୍ପଣ କରିଲେ ମହାଦେବ ଅତ୍ୟନ୍ତ ପ୍ରଶନ ହୋଇଥାନ୍ତି | ଏମିତି କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯାଏ ଆପଣଙ୍କୁ ସମସ୍ତଙ୍କ ସାମ୍ନା କରିବାକୁ ସାହସ ମିଳିଯାଏ, ଆପଣଙ୍କର କୌଣସି କାର୍ଯ୍ୟରେ ବାଧା ମଧ୍ୟ ଉପେଯେ ନାହିଁ | ଆପଣଙ୍କ ଅଧା ଅଧୁରା କାମ ମଧ୍ୟ ପୁରା ହୋଇଯାଏ | ଆମେ ଆଜି ଆପଣଙ୍କୁ ଏକ ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ ଯଦି ଆପଣ ସେହି ଉପାୟ ଶ୍ରାବଣ ମାସର ଶେଷ ସୋମବାରଙ୍କୁ କରିବେ ତେବେ ଆପଣଙ୍କୁ ମହାଦେବଙ୍କ କୃପା ଅବଶ୍ୟ ପ୍ରାପ୍ତ ହେବ |
ଏହି ଉପାୟ କରିବା ଦ୍ୱାରା ଗଙ୍ଗା ଜଳ ମିଶ୍ରିତ ହୋଇଥିବା ଜଳରେ ଗାଧୋଇ ସଫା ବସ୍ତ୍ର ପରିଧାନ କରନ୍ତୁ ଏବଂ ଏହା ପରେ ଘରର ବାହାରେ ଆସନ ପାରି ବସିଯାନ୍ତୁ ଏବଂ ଏହି ଉପାୟ ପାଇଁ ଆପଣକୁ ଆବଶ୍ୟକ ହେବ କେବଳ 2ଟି ଫୁଲ ଥିଲା ଵାଲା ଲବଙ୍ଗ ଏବଂ ଗୋଟେ ବଡ଼ ଖଣ୍ଡ କର୍ପୁର ଖଣ୍ଡ | ଏହି ଲବଙ୍ଗ ଭଙ୍ଗା କିମ୍ଭା ଛିଣ୍ଡା ନ ହେବା ଦରକାର ଏବଂ ଏଥିରେ ଫୁଲ ନିଶ୍ଚିତ ଲାଗିଥିବା ଦରକାର | ସେହି କର୍ପୁର ଏବଂ ଲବଙ୍ଗକୁ ଆପଣ ମନ୍ଦିରରେ ଭଗବାନ ଶିବଙ୍କ ଚରଣରେ ରଖିଦିଅନ୍ତୁ | ଘରର ମନ୍ଦିରରେ ମହାଦେବଙ୍କ ସମ୍ପୂର୍ଣ ଘରପରିବାରର ଫୋଟ ରଖିବାଟା ଶୁଭ ବୋଲି ବିବେଚନା କରାଯାଏ |
ମହାଦେବଙ୍କ ଆଗରେ ଏକ ଦୀପ କିମ୍ଭା ଧୂପକାଠି ଲଗାନ୍ତୁ | ଏବଂ ଏହା ପରେ ପ୍ରଥମ ଦେବ ଗଣେଶ ଭଗବାନଙ୍କୁ ମୁଣ୍ଡିଆ ମାରି ପୂଜା ଆରମ୍ଭ କରନ୍ତୁ | ପୁରା ଶିବ ପରିବାରକୁ ଚନ୍ଦନରେ ତିଳକ ଲଗାନ୍ତୁ | ମାତା ଗୌରୀଙ୍କୁ କୁମକୁମରେ ତିଳକ ଲଗାନ୍ତୁ ଏବଂ ମହାଦେବଙ୍କୁ ମିଷ୍ଟାନ ଭୋଗରେ ଲଗାନ୍ତୁ | ଏହା ପରେ ମହାଦେବଙ୍କର ପଞ୍ଚାଖୀ ମନ୍ତ୍ର ଜପ କରନ୍ତୁ | ଯଦି ଆପଣ ପୁରୁଷ ତେବେ ଆପଣ ଓ଼ମ ନମ ଶିବାୟର ଜପ କରନ୍ତୁ ଏବଂ ଯଦି ଆପଣ ମହିଳା ତେବେ ନମ ଶିବାୟ ମନ୍ତ୍ରର ଜପ କରନ୍ତୁ |
ଏବଂ ଏହା ପରେ ଆପଣ ମହାଦେବଙ୍କୁ ନିଜ ହାତ ଯୋଡି ପ୍ରାର୍ଥନା କରନ୍ତୁ ଏବଂ ନିଜର ସବୁ ଦୁଃଖ କଷ୍ଟ ଆପଣ ତାଙ୍କୁ ଜାଣନ୍ତୁ ଏବଂ ଆପଣଙ୍କର ନମବାଞ୍ଛା ମହାଦେବଙ୍କୁ ଜାଣନ୍ତୁ | ଯେଉ ସମୟରେ ଆପଣ ପୀଡିତ ଅଛନ୍ତି ଏବଂ ଯେଉ ସମସ୍ୟା ଆପଣଙ୍କୁ ହଇରାଣ କରୁଛି ସେଇ ସମସ୍ୟାକୁ ଆପଣ ମହାଦେବଙ୍କୁ ହାତ ଯୋଡି ପ୍ରାର୍ଥନା କରନ୍ତୁ | ଏବଂ ଏହା ପରେ ମହାଦେବଙ୍କ ଚରଣରେ ଥୁଆ ହେଇଥିବ ଲବଙ୍ଗ ଏବଂ କର୍ପୁରକୁ ଉଠେଇଆଣନ୍ତୁ ଏହା ସହ ଗୋଟେ ଗଡୁରେ କିଛି ଗଙ୍ଗା ଜଳ ମିଶ୍ରିତ ଜଳକୁ ନିଅନ୍ତୁ ଏବେ ମହାଦେବଙ୍କର ଏକ ଏମିତି ମନ୍ଦିରକୁ ଯାଆନ୍ତୁ ଯେଉଁଠାରେ ଶିବଲିଙ୍ଗ ସ୍ଥାପିତ ହୋଇଥିବ |
ଏବଂ ଏହି ଶିବଲିଙ୍ଗରେ ସେଇ ଜଳ ଦେଇ ମହାଦେବଙ୍କ ଜଳାଭିଷେକ କରନ୍ତୁ ଏବଂ ଯେଉ ଜଳ ମହାଦେବଙ୍କ ଲିଙ୍ଗରୁ ଝରୁଥିବ ସେଇ ଜଳରେ ସେହି କର୍ପୁର ଆଉ ଲବଙ୍ଗର ହାଲକା ସ୍ପର୍ଶ କରନ୍ତୁ ଏବଂ ସେବି କର୍ପୁର ଏବଂ ଲବଙ୍ଗକୁ ସେହିଠାରେ ହିଁ ରଖି ଜାଳିଦିଅନ୍ତୁ | ଏବଂ ମନେ ରଖିବେ ପୁରା ଲବଙ୍ଗ ଯେମିତି ଜଳିଯିବା ଦରକାର | ଏବଂ ସେହି ସମୟରେ ଆପଣ ମହାଦେବଙ୍କ ମନ୍ତ୍ର ଜପ କରିବା ଆବଶ୍ୟକ ଏମିତି କରିବା ଦ୍ୱାରା ମହାଦେବ ଆପଣଙ୍କ ଉପରେ କୃପା ଦୃଷ୍ଟି ବର୍ଷା କରନ୍ତି |