ରାଶିଫଳ

ଭଗବାନଙ୍କର ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ରାଶି ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-Personality Test

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ରେ ୧୨ଟି ରାଶି ଅଛି । ଗ୍ରହ ମାନଙ୍କର ଚଳନ କାରଣରୁ ରାଶି ମାନଙ୍କରେ ପରିବର୍ତ୍ତନ ହୋଇଥାଏ । ଯାହା ଫଳରେ ବ୍ୟକ୍ତି ଜୀବନରେ ଛୋଟ ବଡ ପରିବର୍ତ୍ତନ ଆସିଥାଏ । ୧୨ଟି ରାଶି ଆଧାର ରେ ବ୍ଯକ୍ତିର ଭାଗ୍ୟ, ଭବିଷ୍ୟ, ଅତୀତ ଓ ବର୍ତ୍ତମାନ ବିଷୟରେ ଜଣା ପଡିଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୩ଟି ରାଶି କୁ ନେଇ ଏକ ବିଷୟ ବସ୍ତୁ । ସେହି ୩ଟି ରାଶି ମଧ୍ୟରୁ ଆପଣଙ୍କର ଯେ କୌଣସି ରାଶି ହୋଇଥିବ ତାହା ବାଛିବାକୁ ହେବ । ଏହା ପରେ ଆପଣ ନିଜର ଭବିଷ୍ୟ ବିଷୟରେ ଜାଣିପାରିବେ ।

୧- ଯଦି ଆପଣ ମେଷ ରାଶି ବାଛିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତ ହେବାକୁ ଯାଉଛି । ଜାତକରେ ଆପଣଙ୍କର ଶୁଭ ଦଶା ଭୋଗ ହେଉଛି । ଆପଣଙ୍କର ମାନ, ଯଶ ପ୍ରାପ୍ତ ହେବାର ଯୋଗ ଅଛି । ଇଚ୍ଛା ଅନୁସାରେ ଆପଣଙ୍କୁ ଫଳ ପ୍ରାପ୍ତ ହେବ । ଏହା ପୂର୍ବରୁ ଆପଣ ଯାବତିୟ ଦୁଃଖ କଷ୍ଟ ଭୋଗ କରିଥିଲେ । ଫଳତଃ ଦୁଃଖ, ଦାରିଦ୍ରତା, ଆତଙ୍କ, ମାନସିକ ଅସ୍ଥିରତା ଆପଣ ଭୋଗ କରିଛନ୍ତି । ପଣ୍ଡିତଙ୍କ ଦ୍ଵାରା ରାୟ ନିଅନ୍ତୁ ଜାତକରେ ଥିବା ଦଶା କିପରି ପ୍ରତିକାର କରିବେ । ଧନ ପ୍ରାପ୍ତି, ଶୁଭ ଖବର ପାଇବେ ।

୨- ଯଦି ଆପଣ ବୃଷ ରାଶି ବାଛିଛନ୍ତି ତେବେ ଆପଣ ପାରିବାରିକ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିସାରିଛନ୍ତି । ଯାହା ପାଇଁ ଚିନ୍ତିତ ହୋଇ ବ୍ୟବସାୟ କରୁଛନ୍ତି । ତାହା ମଧ୍ୟ ଠିକ ସେ ଚାଲୁ ନାହିଁ । ସେଥିରେ ଲାଭ ଅଧିକ ମିଳୁ ନାହିଁ । ବ୍ୟାଧି, ଦ୍ରବ୍ୟକୁ ହରାଇ ଆପଣ ଚିନ୍ତାରେ ଅଛନ୍ତି । କିନ୍ତୁ ଆପଣଙ୍କର ଦୂଖ ମୋଚନର ସମୟ ଆସିଯାଇଛି । ଶୁଭ ଫଳ ପ୍ରାପ୍ତ ହେବ । ଆପଣଙ୍କର ଆରଧ୍ୟା ଦେବୀ ହେଲେ ମା ପାର୍ବତୀ । କୌଣସି ବ୍ରାମ୍ହଣଙ୍କୁ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ । ମନ ଖୁସି ରେ କିଛି ଦକ୍ଷିଣା ମଧ୍ୟ ଦିଅନ୍ତୁ । ସନ୍ତାନ ସୁଖରେ ଆନନ୍ଦ ପାଇବେ । ଆଗାମୀ ସମୟ ଆନନ୍ଦଦାୟକ ରହିବ । ମହାଦେବ ଓ ମା ପାର୍ବତୀଙ୍କ ପୂଜା କରନ୍ତୁ ।

୩- ଆପଣଙ୍କର ମିଥୁନ ରାଶି ହୋଇଥିଲେ ଆପଣଙ୍କର ଭାଗ୍ୟ ଶୁଭମୟ ହେବାର ଯୋଗ ବନୁଛି । ପୂର୍ବରୁ ଯାହା ଭୋଗ କରିଛନ୍ତି ତାହା ଏବେ ଦୂର ହେବ । ଶୁଭ ଫଳ ଆପଣଙ୍କ ଅପେକ୍ଷାରେ ଅଛି । ଦ୍ଵିତୀୟ ରାଜଯୋଗ ବଳ ପ୍ରଦାନ କରିବ । ଗ୍ରହ ଶାନ୍ତି ହେଲେ ଶୁଭ ଫଳ ପାଇପାରନ୍ତି । ସଂକ୍ରାନ୍ତି ଦିନ ଗୃହରେ ହୋମ କରି ଷଣ୍ଢ କୁ ଭୋଗରୁ ବା କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।

ଏହା ଦ୍ଵାରା ବହୁତ ଜଲ୍ଦି ଶୁଭ ଫଳ ମିଳିବାର ଯୋଗ ଆସିଯିବ । ମନରେ ଶାନ୍ତି ଆସିବ । ସବୁ ଚିନ୍ତା ଦୂର ହେବ । ପୂର୍ବରୁ ଆପଣ ନାନା ରୋଗ ବ୍ୟାଧିରେ ପଡିଥିଲେ । ଅଯଥାରେ ଖର୍ଚ୍ଚ ହେଉଥିଲା । କିନ୍ତୁ ଏବେ ସେଥିରୁ ମୁକ୍ତି ପାଇବାର ସମୟ ଆସିଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button