ସ୍ୱାସ୍ଥ୍ୟ

କେବଳ ଗୋଟେ ପତ୍ରର ସେବନ ଦ୍ଵାରା କସ, କଫ, କବଜ, ଆଁଠୁଗଣ୍ଠି, ମୁଣ୍ଡବିନ୍ଧା ସମସ୍ୟା ଭଳି ହଜାର ରୋଗ ହେବ ଦୂର, ବାସ ଖାଇବାର ସଠିକ ତାରିକା ଜାଣିନିଅନ୍ତୁ

ଆପଣ ମାନେ ଜାଣିଥିବେ ପ୍ରତେକ ଶୁଭ କାମରେ ପାନ ପତ୍ର ର ବ୍ୟବହାର କରାଯାଏ । କିଛି ଲୋକ ମାନେ ପାନ କୁ ମାଉଥ ଫ୍ରେସନର ଭଳି ଏହାର ସେବନ କରିଥାନ୍ତି । ଅଧିକାଂଶ ଲୋକ ମାନେ ଖାଦ୍ଯ ଖାଇବା ପରେ ପାନ ଖାଇବାକୁ ପସନ୍ଦ କରିଥାନ୍ତି । ପାନ ଖାଇବା ଦ୍ଵାରା ପାଚନ କ୍ରିୟା ସର୍ବଦା ସୁସ୍ଥ ହେବ ସହ ହଜମ କ୍ରିୟା ଭଲ ହୋଇଥାଏ । ପାନ ରେ ଅନେକ ଔଷଧୀୟ ଗୁଣ ରହିଛି । ଆୟୁର୍ବେଦିକ ରେ ପାନ ପତ୍ର ର ଅନେକ ମହତ୍ଵ ରହିଛି । ଏହାର ସେବନ ଦ୍ଵାରା ଅନେକ ରୋଗର ନିବାରଣ ହୋଇଥାଏ ।

ଯେଉଁ ମାନଙ୍କର କଂଷ୍ଟିପେସନର ସମସ୍ଯା ରହିଛି ସେମାନେ ଦିନକୁ ଗୋଟେ ମାତ୍ର ପାନ ପତ୍ର କୁ ଚୋବାଇ ଖାଆନ୍ତୁ ବା ରାତିରେ ଗୋଟେ ପାନ ପତ୍ରକୁ ପାଣିରେ ଭିଯାଇ ସକାଳେ ଏହି ପାଣିର ସେବନ କରିବା ସହ ପାଣିରେ ଭିଜିଥିବା ପାନକୁ ଚୋବାଇ ଖାଆନ୍ତୁ । କବଜ ଭଳି ସମସ୍ଯାକୁ ଦୂର କରିବା ପାଇଁ ଏହା ଏକ ରାମବାଣ ଭଳି କାମ କରିଥାଏ । ଆଜି ଆମେ ଆପଣ ମାନଙ୍କୁ ପାନ ପତ୍ରର ସେବନ ଦ୍ଵାରା କଣ ଉପକାରିତା ଆମ ଶରୀରକୁ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ପାନ ପତ୍ର ରେ ଆଣ୍ଟି ଆକ୍ସିଡେଣ୍ଟ ପ୍ରପାର୍ଟି ମିଳିଥାଏ ଯାହା ଆମର କଫ ବା କାଶ ଭଳି ସମସ୍ଯା ଦୂର କରିବାରେ ସହାୟକ ହୋଇଥାଏ । ପ୍ରତେକ ଦିନ ପାନ ପତ୍ର କୁ ଚୋବାଇ ଖାଇଲେ ଯେତେ ପୁରୁଣା କାସ ବା କଫ ସମସ୍ଯା ହେଇଥାଉ ନାଁ କାହିଁକି ତାହା ଦୂର ହୋଇଯିବ । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ସହ ଆଣ୍ଟି ସେପ୍ଟିକ ଗୁଣ ମଧ୍ୟ ରହିଛି ।

ଯାହା ଦ୍ଵାରା ମୁହଁ ରେ ହେଉଥିବା ଅନେକ ରୋଗକୁ ଦୂର କରିବାରେ ସାହାଜ୍ଯ କରିଥାଏ । ଯଦି ଦାନ୍ତରେ ଯନ୍ତ୍ରଣା ହେଉଛି ବା ପୋକ ଖାଇଛି ବା ମାଢି ଫୁଲିଛି ବା ପାଇରିୟା ଭଳି କୌଣସି ସମସ୍ୟା ରହିଛି ତେବେ ପାନ ପତ୍ର ର ସେବନ ବହୁତ ଲାଭଦାୟକ ହୋଇଥାଏ ।

ଏଥିପାଇଁ ପାନ ପତ୍ର ର ରସ ମଧ୍ୟ ସେବନ କରି ପାରିବେ । ଏହା ବ୍ଯତୀତ ଜଏଣ୍ଟ ପେନ ସମସ୍ୟା ପାଇଁ ମଧ୍ୟ ପାନ ପତ୍ର ରସ ବହୁତ ଉପକାରୀ ହୋଇଥାଏ । ଏହା ସହ ପାନ ପତ୍ରକୁ ଚୋବାଇ ଖାଇହେବ ବା ପାଣିରେ ଫୁଟାଇ ଏହାର ସେବନ କରି ପାରିବେ । ପାନ ପରେ ଚୂନ ମିଶାଇ ଖାଇଲେ ଶରୀର ରେ କ୍ୟାଲସିୟମ ର ଅଭାବ ରହିବ ନାହି ।

ଯଦି ଗଳାରେ କୌଣସି ସମସ୍ଯା ରହିଛି ବା ପାଟି ସମ୍ବଧୀୟ ସମସ୍ଯା ରହିଛି ତେବେ ଗୋଟେ ପାନ ପତ୍ରକୁ ପାଣିରେ ଫୁଟାଇ ଏହାର ଗାର୍ଗଲିଙ୍ଗ କରି ପାରିବେ । ପାନ ପତ୍ରର ସେବନ ଦ୍ଵାରା ଆମ ମେମୋରୀ ପାୱାରକୁ ବୁଷ୍ଟ କରିଥାଏ । ଯଦି ଅଧିକ ମୁଣ୍ଡ ବିନ୍ଧା ସମୟା ରହିଛି ତେବେ ପାନ ପତ୍ରର ରସ ବହୁତ ଲାଭଦାୟକ ହୋଇଥାଏ ।

ଏହା ସହ ଚେହେରାରେ ଗ୍ଲୋ ଆଣିବା ପାଇଁ ଏହା ବହୁତ ଭଲ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button