ଜୀବନଶୈଳୀ

ନିଶା ଦେଇ ପଢେଇବାକୁ ଆସିଥିବା ଶିକ୍ଷୟତ୍ରୀ କୁ ବଳାତ୍କାର କଲା ଛାତ୍ର, ପରେ ଯେତେବେଳେ ହୋସ ଆସିଲା ତାପରେ..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କିଭଳି ଘଟଣା ମାନ ଘଟୁଛି।ଏଭଳି ଘଟଣା ମଧ୍ୟ ସମାଜରେ ଘଟୁଛି କି ଲୋକ ମାନେ ମଧ୍ୟ କୄର ହୋଇ ଗଲେଣି ନିଜ ସ୍ବାର୍ଥ ସମ୍ମୁଖରେ ସେ ଅନ୍ୟ କିଛି ମଧ୍ୟ ଦେଖୁ ନାହାଁନ୍ତି।
ଦିନକୁ ଦିନ ସମାଜରେ ମଧ୍ୟ ଅମାନସିକ କାଣ୍ଡ ବଢ଼ିବାରେ ଲାଗୁଛି। ବର୍ତ୍ତମାନ୍ ମଧ୍ୟ ଏଭଳି ଏକ ଘଟଣା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ମଧ୍ୟ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି।
ଜୟପୁର ରେ ଏଭଳି ଏକ ଘଟଣା ଘଟିଛି ଯାହାକି ଏବେ ସାରା ଅଞ୍ଚଳ ବାସୀ ଙ୍କୁ ସ୍ତବ୍ଧ କରି ଦେଇଛି। ଏହି ଘଟଣାକୁ ମଧ୍ୟ କେହି ହେଲେ ବିଶ୍ବାସ କରି ପାରୁ ନାହାଁନ୍ତି। ଏହା ପୁଣି ଏକ ମହିଳା ଶିକ୍ଷୟିତ୍ରୀ ଙ୍କ ସହ ଘଟିଛି।
ଆଉ ଏବେ ପୁଣି ଏହା ସିଦ୍ଧ କରି ଦେଇଛି କି ଆଜି ନାରୀ ମାନେ ମଧ୍ୟ ଆମ ସମାଜରେ ସୁରକ୍ଷିତ ନାହାଁନ୍ତି। ଜଣେ ମହିଳା ଶିକ୍ଷୟିତ୍ରୀ ଙ୍କୁ ତାଙ୍କର ସାଙ୍ଗ ମାନେ ହିଁ ବ-ଳା-ତ୍କା-ର କରି ଥିବାର ସୂଚନା ମିଳିଛି।
ମହିଳା ଶିକ୍ଷୟିତ୍ରୀ ଙ୍କୁ ପ୍ରଥମେ ଏକୁଟିଆ ପାଇ ତାଙ୍କୁ ନିଦ ବାଟିକା ଦିଆ ଯାଇଥିଲା। ଯାହା ଫଳରେ କି ମହିଳା ଶିକ୍ଷୟିତ୍ରୀ ଜଣକ ଚେତାଶୂନ୍ୟ ହୋଇ ଯାଇଥିଲେ।
Viral news

ଏହାପରେ ତାଙ୍କୁ ମଧ୍ୟ ଏହି ଚେତାଶୂନ୍ୟ ଅବସ୍ଥାରେ ହିଁ ତାଙ୍କର ସାଥୀ ମାନେ ବ-ଳା-ତ୍କା-ର କରିଥିଲେ। ଆଉ ଏହାପରେ ମଧ୍ୟ ତାଙ୍କର ଅଶ୍ଳୀଳ ଭିଡ଼ିଓ କରିଥିଲେ। ଏବଂ ଏହି ଅଶ୍ଳୀଳ ଭିଡିଓ ଦେଖାଇ ତାଙ୍କୁ ବ୍ଲାକ୍ ମେଲ ମଧ୍ୟ କରିଥିଲେ।
କହିଥିଲେ କି ତାଙ୍କର ସମ୍ପତ୍ତି ଦେବା ପାଇଁ।ଅ-ଶ୍ଳୀ-ଳ ଭିଡିଓ ସହିତ ବ୍ଲାକମେଲ କରି ଅଭିଯୁକ୍ତ ବ-ଳା-ତ୍କା-ର ଜାରି ରଖିଥିଲେ। ବର୍ତ୍ତମାନ ପୀଡିତା ଅଭିଯୁକ୍ତଙ୍କ ବିରୋଧରେ ମୁହାନା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି।
Viral news
SHO ଦିଲୀପ ସିଂ ଏହି ମାମଲାର ଅନୁସନ୍ଧାନ କରୁଛନ୍ତି। ଆଉ ଖୁବ୍ ଶୀଘ୍ର ମଧ୍ୟ ଏହି ଅପରାଧୀ ମାନେ ଧରା ପଡ଼ିବେ ବୋଲି ଏହା ସୁଚନା ମଧ୍ୟ ମିଳିଛି। ତେବେ ସେମାନଙ୍କୁ ଧରିବା ପରେ ହିଁ ତାଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯିବ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button