ଦେଶ ବିଦେଶ

ଜମା କରନ୍ତୁ ମାତ୍ର ୫୦୦ ଟଙ୍କା ସବୁ ମାସ, ଫେରି ପାଇବେ ୪୩ ଲକ୍ଷ ଟଙ୍କା, ଭାରତୀୟ ଡାକ ସେବାର ନୂଆ ଯୋଜନା – ଦେଖନ୍ତୁ କିପରି କରିବେ

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ନ୍ୟୁଜ ଯାହା ବିଷୟରେ ଜାଣିଲେ ଆପଣ ବହୁତ ଖୁସି ହେବେ । ତେବେ ଏହା ଏକ ଏଭଳି ସ୍କିମ ଯେଉଁଥିରେ ଆପଣ ମାସକୁ ୫୦୦ ଟଙ୍କା ଜମା କରି ୪୩ ଲକ୍ଷ ପର୍ଯ୍ୟନ୍ତ ପାଇପାରିବେ । ଏହି ସ୍କିମ୍ ର ନାଁ ହେଲା ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ତ ଯେଉଁଥିରେ ପିପିଏଫ୍ ନାମରେ ଜଣାଯାଏ । ଏହି ଖାତା ପୋଷ୍ଟ ଅଫିସ୍ ରେ ବି ଖୋଲି ପାରିବେ । କିମ୍ବା କେଉଁ ବ୍ୟାଙ୍କ୍ ରେ ବି ଖୋଲି ପାରିବେ ।

ଏଥିରେ ଆମକୁ ଅତି କମରେ  ୫୦୦ ଟଙ୍କା ମାସକୁ କିମ୍ବା ଗୋଟେ ବର୍ଷରେ ଆମେ ୧୫୦୦୦୦ ନିବେଶ କରିପାରିବା । ଏହାକୁ ଆମେ କୌଣସି ଛୁଆ ନାଁରେ ଖୋଲି ପାରିବା, କିନ୍ତୁ ଏହାର ରାଶି ସମନ ରହିବ ନାହିଁ। ଏଥିରେ ସବୁ ମାସ ୨ ଥର ପଇସା ଜମା କରିବାକୁ ପଡିଥାଏ ଓ ବର୍ଷକ ମଧ୍ୟରେ ୧୨ରୁ ଅଧିକା ପଇସା ଡିପୋଜିଟ୍ କରିପାରିବା ନାହିଁ  ଓ ଯେଉଁ ପିପିଏଫ୍ ଏକାଉଣ୍ଟ ହୋଇଥାଏ ସେଥିରେ ୧୫ ବର୍ଷର ଅବଧି ହୋଇଥାଏ ।

ଏଥିପାଇଁ ଆପଣଙ୍କୁ ଲଗାତାର ୧୫ ବର୍ଷ ପର୍ଯ୍ୟନ୍ତ ସବୁ ମାସରେ ପଇସା ଜମା କରିବାକୁ ପଡିଥାଏ । ଏହାର ସମୟ ସୀମା ପୁରା ନ ହୋଇଥିଲେ କୌଣସି ସାମାନ୍ୟ ସ୍ଥିତିରେ ଏହାକୁ ବାହାର କରିପାରିବେ ନାହିଁ  କିନ୍ତୁ କିଛି ବିଶେଷ ପରିସ୍ଥିତିରେ ହେଲେ ଏହା ବାହାର କରିପାରିବେ । ଏଥିରେ ୭.୮ % ପ୍ରତିଶତ ସୁଧ ମିଳିଥାଏ ଓ ସବୁ ମାସ ଏହି ସୁଧ ଦର ନିର୍ଦ୍ଧାରିତ ହୋଇଥାଏ ।

ତେବେ ଏହା ଏକ ଏଭଳି ସ୍କିମ ଯାହା ସମସ୍ତ ଲୋକଙ୍କ ପାଇଁ ଲାଭ କାରୀ ଅଟେ। ଏହା ଦ୍ଵାରା ଆପଣ ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରି ପାରିବେ। ତେବେ ଆମ ଦ୍ଵାରା ଦିଆ ଯାଇଥିବା ଏହି ନ୍ୟୁଜ ବିଷୟରେ ଆପଣଙ୍କର ମତ ନିଶ୍ଚୟ ଜଣାଇବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button