ମନୋରଞ୍ଜନ

Subhasis ଙ୍କ କୁନି ଝିଅର ଘର କାମ ଦେଖିଲେ ହସି ହସି ଗଡିବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଏମିତି ଅନେକ କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଯୋଡି ଙ୍କ ବୈବାହିକ ଜୀବନ ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନେ ନିଜର କୁନି ଝିଅ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି ।

ଆମେ ଏଠାରେ ଯେଉଁ ଯୋଡି ଙ୍କ କଥା କହିବାକୁ ଯାଉଛୁ ସେ ହେଉଛନ୍ତି ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ଶୁଭାଶିସ ଓ ଅଭିନେତ୍ରୀ ଆନିଶା ଙ୍କ ବିଷୟରେ । ଶୁଭାଶିସ ଓ ଆନିଶା ଙ୍କ ଯୋଡି କୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରହିଥାଏ । ତେବେ ତାଙ୍କର ଗୋଟେ କୁନି ଝିଅ ହୋଇଛି ତାହା ଆପଣ ମାନେ ବି ନିଶ୍ଚୟ ଜାଣିଥିବେ ।

ତେବେ ବର୍ତ୍ତମାନ ସମାରେ ସୁଭାଷୀସ ଓ ଆନିଶା ଙ୍କ କୁନି ଝିଅର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଭାଇରାଲ ହୋଇଥିବା ଭିଡିଓ ରେ ଆନିଶା ଙ୍କ କୁନି ଝିଅ ଟି ଶାଢୀ ପିନ୍ଧି ବୋହୂ ବେସ ସଜାଇଛନ୍ତି । ଆଉ ଘରେ ଯେମିତି ସ୍ତ୍ରୀ ମାନେ ସବୁ କାମ କରନ୍ତି ସେମିତି କାମ କଉଛନ୍ତି ।

କୁନି ଝିଅ ଟି ଶାଢୀ ପିନ୍ଧି ରୋଷେଇ କରିବା ଠାରୁ ଆରମ୍ଭ କରି ଘର ପୋଛା ଘର ସଫା କାମ କରିବାର ନଜର ଆସୁଛନ୍ତି । କୁନି ଝିଅ ଟି ହେଲେ ବି ଘରର କାମ କେମିତି ହୁଏ ତାହା ତାକୁ ବେଶ ଭଲ ଭାବେ ଜଣା ହୋଇ ଗଲାଣି । କୁନି ଝିଅ ଟି ଘରର ସଫା ସଫି କରିବା ସହ ଘରର ଜିନିଷ ପତ୍ର ସଜାଡିବାରେ ମଧ୍ୟ ଲାଗିଛି ଯାହାକୁ ଦେଖି ଆନିଶା ଓ ଶୁଭାଶିସ ବହୁତ ଖୁସି ହୋଇ ଯାଉଛନ୍ତି ।

ଭାଇରାଲ ଭିଡିଓ ଟି ଦେଖିବା ପରେ ଅନେକ ୟୁଜର୍ସ ହସି ହସି ଗଡି ଯାଉଛନ୍ତି ତ ଆଉ କିଏ କମେଣ୍ଟ ଦେଉଛନ୍ତି କି ଏତେ କୁନି ପିଲା ଟି ଘରର ସବୁ କାମ ଏତେ ସହଜରେ କରି ଦେଉଛି । ଆଉ କେହି କେହି ଆନିଶା ଙ୍କ ଝିଅ କୁ ପ୍ରଶଂସା ମଧ୍ୟ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button