ଦେଶ ବିଦେଶ

ଖେଳରେ ଯେତେ ଧନ ଅର୍ଜନ କରିଥିଲେ ସବୁ ଭାରତୀୟ ସେନାକୁ ଦାନ କରିଲେ ଧୋନୀ – ଓ କହିଲେ କିଛି ଏମିତି କି ଯାହା ପାଇଁ ସମସ୍ତେ କଲେ ତାଙ୍କ ପ୍ରଶଂସା

କ୍ରିକେଟ ହେଉଛି ଆମ ଦେଶର ସବୁଠୁ ଲୋକ ପ୍ରିୟ ଖେଳ। ପିଲାଥୁ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ଦେଖିବାକୁ ଓ ଖେଳିବାକୁ ବହୁତ ପସନ୍ଦ କରନ୍ତି। ଏମିତି ତ କିଛି ଲୋକ ଅଛନ୍ତି ଯଦି କେବେ ଆମ ଦେଶ ମ୍ୟାଚ ହାରିଯାଏ ତେବେ ସେମାନେ ଖାଇବା ପିଇବା ଛାଡି ଦିଅନ୍ତି। ଏମିତି ଦିବାନ ଅଟନ୍ତି ଲୋକ କ୍ରିକେଟ ପାଇଁ। କ୍ରିକେଟ କଥା କହିଲେ ଆପଣ ମହେନ୍ଦ୍ର ସିଂହ ଧୋନୀଙ୍କୁ ତ ବହୁତ ଭଲଭାବେ ଜାଣିଥିବେ। ତାଙ୍କୁ କିଏ ବା ନ ଜାଣେ। ସେ ଖେଳାଳି ହିଷବାରେ ଯେତିକି ଭଲ ସେତିକି ସେ ନିଜ ଜୀବନରେ ମଧ୍ୟ। ତେବେ ଆଜି ଆମେ ତାଙ୍କ ବିଷୟରେ କିଛି ଏମିତି କଥା କହିବାକାଉ ଯାଉଛି ଯାହା ଶୁଣି ଆପଣଙ୍କର ତାଙ୍କ ପ୍ରତି ଥିବା ସମ୍ମାନ ଓ ଭଲ ପାଇବା ଚାରିଗୁଣ ବଢିଯିବ।

ଆପଣଙ୍କୁ କହିଦେବୁ କି ୨୦୧୮ରେ ମହେନ୍ଦ୍ର ସିଂ ଧୋନୀ ଚ୍ୟାରିଟି ଫାଉଣ୍ତଡେସନକୁ ଲଣ୍ତନରେ ହୋଇଥିବା କ୍ରିକେଟ୍ ଫର୍ ହିରୋଜ୍ ନାମକ ଏକ ଚ୍ୟାରିଟିରେ ଟି ଟ୍ୱେଣ୍ଟି ଜରିଆରେ ୨୦ ହଜାର ପାଉଣ୍ତ ପାଇଥିଲେ, ଯେଉଁ ମ୍ୟାଚରୁ ସେନା ଆଘାତ ଜବାନମାନଙ୍କୁ ଓ ତାଙ୍କ ପରିବାରଙ୍କୁ ପାଇଁ ୩ ଲକ୍ଷ ଡଲାର୍ ଏକାଠି କରିପାରିବେ, ଆପଣଙ୍କୁ କହିଦେବୁ କି ସେହି ଚ୍ୟାରିଟି ମ୍ୟାଚ୍ ରେ ଧୋନୀ ବିଜୟ ହାସଲ କରି ଟିମ୍ ହେଲ୍ପ ଫର୍ ହିରୋଜ୍ ଙ୍କୁ ରେଷ୍ଟ ଅଫ୍ ଦ ୱାର୍ଲଡ ଟିମ୍ ବିପକ୍ଷରେ ଜିତ୍ ହାସିଲ୍ କରିଥିଲେ ।

ଏହି ମ୍ୟାଚ ଜରିଆରେ ସେ ଆୟୋଜକଙ୍କ ଠାରୁ ୩ ଲକ୍ଷ ଡଲାର୍ ଏକାଠି କରିଥିଲେ , ଯେଉଁଥିରେ ସେ ୨୦ ହଜାର ଡଲାର୍ ଧୋନୀଙ୍କ ସଂସ୍ଥା ଦାନ କରିବାର ଫଇସଲା କରିଥିଲେ , ଆପଣଙ୍କୁ ଏହା ବି କହିଦେବୁ କି ଧୋନୀଙ୍କ ଦ୍ୱାରା ପୁରା ରାଶି ଭାରତୀୟ ସେନାକୁ ଦାନ କରିଥିଲେ , ଏହି ଚ୍ୟାରିଟି ଏଥିପାଇଁ ଦିଆଯାଇଥିଲା କାରଣ ସେନାରେ ଥିବା ଜବାନ ଗମ୍ଭୀର ଭାବେ ଆଘାତ ପାଇଥିବା ସୈନ୍ୟଙ୍କୁ ଆର୍ଥିକ ସାହାଯ୍ୟ ମିଳିପାରିବ , ଆପଣଙ୍କୁ ଆମେ ଏହା ବି କହିଦେବୁ କି ଧୋନୀଙ୍କ ସେନା ସହ ବହୁତ ଘନିଷ୍ଠତା ଅଛି, ସେ ଲେଫ୍ଟିନାଣ୍ଟ କର୍ନଲ ଉପାଧି ବି ସମ୍ମାନିତ ହୋଇଛନ୍ତି । ଆଉ ଏବେ ବି ମଧ୍ୟ ହେଇଥିବା ପୁଲୱାମା ଆକ୍ରମଣ ପାଇଁ ସେ ସେନାମାନଙ୍କ ପରିବାରକୁ ସାହାଯ୍ୟ କରିବେ ବୋଲି କହିଛନ୍ତି । ସେମାନଙ୍କ ପାଇଁ ଯାହା ତାଙ୍କ ଦ୍ଵାରା ହୋଇପାରିବ ସେ କରିବେ ବୋଲି କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button