ବିଚାର

Vastu Tips- ଯେଉଁ ସ୍ତ୍ରୀ ମାନଙ୍କ ଶରୀରରେ ଦେଖାଦିଏ ଏହି 6 ଲକ୍ଷଣ, ସେମାନେ ହୋଇଥାନ୍ତି ସାକ୍ଷାତ ମା ଲକ୍ଷ୍ମୀ ଙ୍କ ରୂପ, ଯାହାଙ୍କ ପାଦ ଘରେ ପଡିବା ମାତ୍ରେ ବଢିଚାଲେ ଧନ ସମ୍ପତ୍ତି

ସବୁ ଲୋକଙ୍କ ବ୍ୟକ୍ତିଙ୍କ ଜୀବନରେ  ଉପରକୁ ଉଠିବ ପଛରେ ଏକ ମହିଳା ର ହାତ ଥାଏ ବୋଲି କୁହାଯାଇ ଥାଏ । ସେହି ଜଣଙ୍କ କେହି ଭି ହହୋଇ ପାରନ୍ତି ସ୍ତ୍ରୀ, ମା, ଝିଅ, ବୋହୁ, ଆଦି କେହି ମଧ୍ୟ ହୋଇ ପାରନ୍ତି । ଆପଣ ଜାଣି ଛନ୍ତି କି ଏହି ଭଳି ଭାଗ୍ଯବାନ ମହିଳା ମାନଙ୍କ କଥା ଗରୁଡ ପୁରାଣ ରେ ଲେଖା ଯାଇଛି । ଏହା ମଧ୍ୟ କୁହାଯାଇଛି କି ଏହା ଦ୍ଵାରା ଆମେ ଜାଣି ପାରିବା କି ମହିଳାମାନେ ଆମ ଜୀବନରେ କେଉଁ ଭଳି ମାନେ ରଖୀ ଥାନ୍ତି ।

ସାଧାରଣ ଭାବେ ଦେଖିବା ପାଇଁ ଯିବା ତ ଆମେ ସବୁ ଅଲଗା ଅଲଗା ଅପ୍ରକାର ଅଟୁ ମାତ୍ର ଆମ ଜୀବନର ସମସ୍ଯା ସବୁ ବେଳେ ଏକା ଭଳି ହୋଇ ଥାଏ । ମାତ୍ର ଏହାକୁ ନଜର ଅନ୍ଦାଜ ନକରି ଆମେ ଆଗକୁ ଯାଇ ଥାଉ ଠିକ ସେହି ଭଳି ଭାବେ ଆମେ ଦେଖିବା ପାଇଁ ପାଇବା କି ଆମ ସହ ରହୁଥିବା ମହିଳା ଯାହା ପାଇଁ ଆମେ ସଫଳ ହେଲୁ ସେ ଲକ୍ଷ୍ମୀ ଙ୍କ ରୂପ କିଭଳି କିଛି  ସଂକେତ ମାନ ଅଛି ।

ଯାହାକୁ ଜାଣିବା ଦ୍ଵାରା ଆପଣ ଏହାର ନିଷ୍ପତ୍ତି ରେ ପହଞ୍ଚି ଯିବେ । ଆଜି ଆମେ କହୁଥିବା ମହିଳା ମାନେ ଲକ୍ଷ୍ମୀ ଙ୍କ ପରି ସୁଲକ୍ଷଣା ହୋଇଥାନ୍ତି । ଏହା ମଧ୍ୟ କୁହାଯାଏ କି ଭିକାରି ଟିଏ ଏହି ଭଳି ନାରୀ ଙ୍କୁ ପାଇବା ପରେ ତାର ଜୀବନ ବଦଳି ଯାଇ ଥାଏ ।

ଏହି ଭଳି ଏକ ଦିନ ଆସିଥାଏ କି ସେ ଚକ୍ରବର୍ତ୍ତୀ ହୋଇଥାଏ । ଏହାକୁ ମା ଲକ୍ଷ୍ମୀ ଙ୍କ ଦୟା ମଧ୍ୟ କହିପାରିବା । ଆସନ୍ତୁ ଜାଣିବା ମହିଳା ମାନେ କଣ କଣ କରିବା ଦରକାର ଓ ଲକ୍ଷ୍ମୀ ବନ୍ତ ନାରୀ ଙ୍କ ସ୍ଵମଭାବ ଓ ଲକ୍ଷଣ କଣ କଣ ଅଟେ । ନାରିଙ୍କ ସ୍ଵଭାବ ବିଷହାୟରେ ଯଦି କହିବା ପାଇଁ ଯିବା  ତ ଏମାନେ ସକାଳୁ ଜଲ୍ଦି ଉଠିବା ନିହାତି ଭାବେ ଦରକାର ।

ଯେଉଁ ମହିଳା ମାନେ ସୂର୍ଯ୍ୟ ଉଦୟ ଆଗରୁ ଉଠି ଥାନ୍ତି ସେମାନଙ୍କ ଉପରେ ସମସ୍ତ ଦେବୀ ଦେବତାଙ୍କ ଆଶୀର୍ବାଦ ରହିଥାଏ । ଯେଉଁ ମାନେ ଡେରି ରେ ଉଠି ଥାନ୍ତି ସେମାନେ ପାପ କର୍ମ କରିଥାନ୍ତି ବୋଲି ମାନ୍ୟତା ଅଛି । ମହିଳା ମାନେ ଗାଧୋଇ ସାରି ଦେବା ପୂଜା କରିବବାର ବିଦ୍ଧି ଅଛି ।

ଏମିତି ମହିଳା ଙ୍କ ପାଇଁ ଘରେ ଶାନ୍ତି ରହି ଥାଏ । ସଫା ସୁତୁରା ରଖୁଥିବା ମହିଳା ମାନେ ସବୁ ବେଳେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପାଇ ଥାନ୍ତି । ସେମାନେ ସବୁ ବେଳେ ସଫା କରିବା ପାଇଁ ତତପର ଥାନ୍ତି । ସେମାନେ ସବୁ ବେଳେ ରଙ୍ଗୋଲି ପକାଇ ମା ଲକ୍ଷ୍ମୀ ଙ୍କୁ ଆହ୍ଵାନ କରିଥାନ୍ତି । ଦେବତା ଙ୍କୁ ଜଳ ଚଢାଉ ଥିବା ମହିଳାମାନେ ସବୁ ବେଳେ ଖୁଶି ଭୋଗ କରିଥାନ୍ତି ।

ମିଠା କଥା କହୁଥିବା ମହିଳା ଯେଉଁ ମହିଳା ମାନେ ମିଠା କଥା କହିଥାନ୍ତି ସେମେନେ ସବୁ ବେଳେ ଘରକୁ ଯୋଡିକି ରଖୀ ଥାନ୍ତି । ଯେଉଁ ମହିଳା ମାନେ ନିଜ ସ୍ଵାମୀ ର ସେବା କରିଥାନ୍ତି ସେମାନେ ମଧ୍ୟ ମା ଲକ୍ଷ୍ମୀ ଙ୍କ ଦୟା ପାଇ ଥାନ୍ତି । ସ୍ଵାଦିଷ୍ଟ ଭୋଜନ କରୁଥିବା ମହିଳା ମାନାଙ୍କ ଘରେ ସବୁ ବେଳେ ମା ଲକ୍ଷ୍ମୀ ଆସିଥାନ୍ତି । ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button