ରାଶିଫଳ

ମେଷ ରାଶି 2023, ସଂପୂର୍ଣ୍ଣ ବାର୍ଷିକ ରାଶିଫଳ, ଆପଣଙ୍କ ସହ ଘଟିବ 6ଟି ବଡ ଘଟଣା… ଦେଖନ୍ତୁ ମହାଭବିଷ୍ୟବାଣୀ

ବନ୍ଧୁଗଣ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷ ୨୦୨୩ କେମିତି ରହିବ ସେହି ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ । ଆଜି ଆମେ କହିବୁ ମେଷ ରାଶିର ବ୍ୟକ୍ତିଙ୍କ ସହ କେଉଁ ଘଟଣା ଘଟିବ । ରାଶି ପରିବର୍ତ୍ତନ କାରଣରୁ କେଉଁ ଶୁଭ ଓ ଅଶୁଭ ଫଳ ମିଳିବ । ଏହା ସହ କିଛି ମହାଭବିଷ୍ୟବାଣୀ ଆପଣଙ୍କ ପାଇଁ କଣ ରହିଛି ସେହି ବିଷୟରେ ଚର୍ଚା କରିବାକୁ ଯାଉଛୁ । ମେଷ ରାଶିର ବ୍ୟକ୍ତିଙ୍କ ୨୦୨୩ ବର୍ଷ ବା ନୂଆ ବର୍ଷ ଠାରୁ ସମୟ ବହୁତ ଭଲ ରହିବ । ନିଜର ଇଚ୍ଛା ପୂରଣ ହେବ ।

ଯେଉଁ ମାନେ ସନ୍ତାନ ପାଇଁ ପ୍ଲାନିଙ୍ଗ କରୁଛନ୍ତି ସେମାନଙ୍କୁ ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ ହେବ । ଶନି ମହାରାଜଙ୍କ ଦ୍ରୁଷ୍ଟି ୫ମ ଭାବ ଓ ଦେବଗୁରୁ ବୃହସ୍ପତିଙ୍କ ଦ୍ରୁଷ୍ଟି ୫ମ ଭାବରେ ପଡୁଛି । ସନ୍ତାନ ପକ୍ଷ ଖୁବ ମଜବୁତ ହେବାକୁ ଯାଉଛି । ଜାନୁଆରୀ ଠାରୁ ଆରମ୍ଭ କରି ବର୍ଷ ଶେଷ ଯାଏଁ ସନ୍ତାନ ସୁଖ ପ୍ରାପ୍ତ ହେବ । ଯେଉଁ ମାନେ ପ୍ରେମ ଲାଇନରେ ଅଛନ୍ତି ସେମନକୁ କିଛି ସମୟ ଧ୍ୟାନର ସହ ଚାଲିବାକୁ ହେବ ।

ଜାନୁଆରୀ ରୁ ମାର୍ଚ୍ଚ ଯାଏଁ ଏପରି ରହିଛି ଯାହା ପାଇଁ ରିଲେସନ ଖରାପ ହୋଇପାରେ, ଭୁଲ ବୁଝାମଣା ହୋଇପାରେ ଯାହା ପାଇଁ ସମ୍ପର୍କ ଭାଙ୍ଗିପାରେ । ତେଣୁ ନିଜର ସମ୍ପର୍କରେ ଅନ୍ୟ କାହାକୁ ଆସିବାକୁ ଦିଅନ୍ତୁ ନାହି । ଦେବଗୁରୁ ବୃହସ୍ପତି ଆପଣଙ୍କର ପ୍ରଥମ ଗୃହରେ ଟ୍ରାଞ୍ଜିଦ କରିବେ ୨୧ ଏପ୍ରିଲ ୨୦୨୩ରେ । ଏହା ଫଳରେ ଆପଣଙ୍କୁ ଆଚିଭମେଣ୍ଟ ବା ପ୍ରମୋଶନ ମିଳିପାରେ । କିଛି କ୍ଷେତ୍ରରେ ଅଧିକ ଉନ୍ନତି କରିବେ । ଧାର୍ମିକ ଯାତ୍ରା କରିପାରିବେ । ଆପଣ ଯେଉଁ କାର୍ଯ୍ୟ କ୍ଷେତ୍ରରେ ଅଛନ୍ତି ସେଠାରେ ମାନ ଓ ଯଶ ବଢିବ ।

ପ୍ରଶଂସାର ପାତ୍ର ହେବେ । ଜୀବନରେ ଏପରି କିଛି ସଫଳତା ହାତକୁ ଆସିବ ଯାହାର କଳ୍ପନା ଆପଣ କେବେ କରି ନ ଥିବେ ଆଉ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ୨୧ ଏପ୍ରିଲ ପରେ ସଂପୂର୍ଣ୍ଣ ବର୍ଷଟି ଆପଣଙ୍କର ଏହିପରି ରହିବ । ଯେଉଁ ମାନେ ଶିଂଗଲ ଅଛନ୍ତି ବା ନିଜ ବିବାହକୁ ନେଇ ଚିନ୍ତାରେ ଥିଲେ ସେମାନଙ୍କ ଉପରେ ଦେବଗୁରୁ ବୃହସ୍ପତି ଙ୍କ ସପ୍ତମ ଦ୍ରୁଷ୍ଟି ପଡିବାକୁ ଯାଉଛି । ଆପଣଙ୍କର ବିବାହ ହୋଇପାରେ । ଲଭ ଲାଇଫରେ ଥିଲେ ଆପଣ ନିଜ କଥା ଘର ଲୋକଙ୍କ ଆଗରେ ରଖିବେ ଆଉ ସଫଳ ହେବେ ।

ଲଭ ଲାଇଫ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ । ରାହୁ ଅକ୍ଟୋବର ୩୦ରେ ମେଷ ରାଶିରୁ ବାହାରିଯିବେ । ଯାହା ଫଳରେ ଆପଣ ଯେଉଁ କାମର ଅପେକ୍ଷାରେ ରହିଥିଲେ ତାହା ନିଶ୍ଚୟ ପାଇବେ । ଅଧିକ ଚିନ୍ତାରେ ରହୁଥିଲେ ବା ମାନସିକ ସ୍ଥିତି ଖାରପ ଥିଲେ ତାହା ଦୂର ହେବ ।

ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେବ ନାହି । ବିଦ୍ୟାର୍ଥୀଙ୍କ ପାଇଁ ୨୦୨୩ ବର୍ଷ ବହୁତ ଭଲ ଭଲ ରହିବ । କିନ୍ତୁ କିଛି ବାଧା ଆସିପାରେ । ତେଣୁ ସତର୍କ ରୁହନ୍ତୁ । ଅଧ୍ୟୟନ ବହୁତ ଭଲ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button