ନବବର୍ଷ 2023, 12ଟି ରାଶି ମେଷ ରୁ ମୀନ… କେଉଁ ରାଶି ପାଇଁ ଶୁଭ ଓ କେଉଁ ରାଶି ପାଇଁ ଅଶୁଭ

ବନ୍ଧୁଗଣ ନୂଆବର୍ଷ ରେ ମେଷ ରୁ ମୀନ ରାଶିର ସମୟ କିପରି ରହିବ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ନୂଆବର୍ଷ କାହାକୁ ଧନୀ କରି ଦେବ ତ ଆଉ କାହାକୁ ଦାରିଦ୍ରତାର ସାମ୍ନା କରିବାକୁ ପଡିପାରେ । ତେବେ ଗ୍ରହ ମାନଙ୍କର ଗୋଚର କିପରି ରହିବ ୧୨ ଟି ରାଶିଙ୍କ ପାଇଁ ତାହା ବିଷୟରେ ବିସ୍ତାର ଭାବେ ଆଲୋଚନା କରିବାକୁ ଯାଉଛୁ । ମେଷ ରାଶି : ଆପଣଙ୍କ ପାଇଁ ନବବର୍ଷ ବହୁତ ଭଲ ସମୟ ନେଇକି ଆସିବ । ଅଚାନକ ଧନ ଲାଭ ହେବ । ଭାଗ୍ଯର ସମୁର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।
ବୃଷ ରାଶି : ନବବର୍ଷ ଆପଣଙ୍କ ପାଇଁ ଅନେକ ସଫଳତା, ଅନୁଭୂତି ଓ ଜୀବନରେ ଏମିତି କିଛି ପରିବର୍ତ୍ତନ ନେଇକି ଆସୁଛି ଯାହା ଆପଣ କେବେ ଚିନ୍ତା କରି ନ ଥିବେ । ଏହି ବର୍ଷକୁ ଆପଣ ଭୁଲିପାରିବେ ନାହି ।
ମିଥୁନ ରାଶି : ଆପଣଙ୍କ ପାଇଁ ନବବର୍ଷ ବିଶେଷ ଫଳପ୍ରଦ ହେଉ ନାହି । ଏମାନଙ୍କ ପାଇଁ ଜୀବନ ସାଧାରଣ ରହୁଛି । କିଛି ଅସୁବିଧାର ସମୁଖୀନ ହେବାକୁ ପଡିପାରେ ।
କର୍କଟ ରାଶି : ଆପଣ ମାନେ ଯେମିତି ଚାହିଁବେ ସେମିତି କଟାଇ ପାରିବେ । ନବବର୍ଷ ଆପଣଙ୍କ ପାଇଁ ସଫଳତା ନେଇକି ଆସୁଛି । ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତ ହେବ ।
ସିଂହ ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମାନ, ସମାନ, ପଦ ପ୍ରତିଷ୍ଠାର ଉନ୍ନତି ନେଇକି ଆସୁଛି । ସମାଜରେ ଖ୍ଯାତି ବଢିବ । ଲୋକଙ୍କ ପାଇଁ ଆଦର୍ଶ ପାଲଟିବେ । କ୍ଯାରିୟରରେ ବେସ ଉନ୍ନତି କରିବେ ।
କନ୍ୟା ରାଶି : ଆପଣଙ୍କ ପାଇଁ ନବବର୍ଷଟି ବେସ ଫଳଦାୟକ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବା ସହ ମାନ ସମାନରେ ବୃଦ୍ଧି ହେବ । ବର୍ଷ ସାରା ଭାଗ୍ଯର ସହଯୋଗ ପାଇବେ ।
ତୁଳା ରାଶି : ଆପଣଙ୍କ ପାଇଁ ନବବର୍ଷ ପାରିବାରିକ କଳହ ଦୂର ହେବ । ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇଁ । ଦାମୀ ଜିନିଷ କିଣିପାରନ୍ତି । ଘର କରିବାର ସ୍ଵପ୍ନ ପୁରା ହେବ ।
ବିଛା ରାଶି : ଆପଣଙ୍କ ପାଇଁ ନୂଆବର୍ଷ ସୁଖ ସମୃଦ୍ଧି ନେଇକି ଆସୁଛି । ଯାନବାହନ କ୍ରୟ କରିବେ । କୌଣସି କ୍ଷେତ୍ରରେ ନିବେଶ କରିବାକୁ ମନ ବଳାଇବେ ।
ଧନୁ ରାଶି : ଆପଣଙ୍କ ପାଇଁ ନବବର୍ଷ ଶୁଭ ଫଳ ନେଇକି ଆସୁଛି । ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଇଚ୍ଛା କରିବେ । ମନାନ୍ତର ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ ।
ମକର ରାଶି : ଆପଣଙ୍କ ପାଇଁ ନବବର୍ଷଟି ବିଶେଷ ଫଳପ୍ରଦ ହେଉ ନାହି । ଅଯଥା ଖର୍ଚ୍ଚ ହେବ । ଆର୍ଥିକ ସମସ୍ଯା ଦେଖା ନ ଗଲେ ଖର୍ଚ୍ଚ ହେବ ।
କୁଭା ରାଶି : ଆପଣଙ୍କ ପାଇ ନବବର୍ଷ ଭଲ ନେଇକି ଆସୁଛି । ଗ୍ରହର ସପୋର୍ଟ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି, ପାରିବାରିକ ଜୀବନ ଭଲ ରହିବ ।
ମୀନ ରାଶି : ନବବର୍ଷରେ ଆପଣଙ୍କ ପାଇଁ ଅନେକ ସଫଳତା ନେଇକି ଆସୁଛି । ଅଧିକରୁ ଅଧିକ ଲୋକ ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।