ବାହାଘର ପୂର୍ବ ଦିନ ବିଷ ପିଇଦେଲା ମଙ୍ଗୁଳା କନ୍ୟା, କିନ୍ତୁ କାହିଁକି ଏମିତି କଲା ଝିଅ ? ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ରାତି ପାହିଲେ ବାହାଘର ହୋଇଥାନ୍ତା । ଘରେ ସମ୍ପର୍କୀୟ ଭର୍ତ୍ତି ଥିଲେ । ସବୁର ଆୟୋଜନ ସରିଥିଲା । ହେଲେ କାଲି ବାହା ହେବାକୁ ଯାଉଥିବା କନ୍ୟା ଘଟାଇ ଦେଲା ଏଭଳି ଘଟଣା ଯାହା ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ କରାଇ ଦେଲା । ବିବାହ ପୂର୍ବ ଦିନ କନିଆଁ ଜଣଙ୍କ ପିଇଦେଲେ ବି-ଷ । ତେବେ ସେ ଏଭଳି କରିବା ପଛର କାରଣ କଣ ରହିଛି ଏବଂ ତାଙ୍କ ବି-ଷ ପିଇବା ପରେ କିପରି ରହିଛି ପରିସ୍ଥିତି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଯାଇଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଚିକଲ ବାହଲ ଗ୍ରାମରେ । ସବୁକିଛିଡ଼ ଆୟୋଜନ ସାରିଥିବା ବେଳେ କନ୍ୟା ଜଣଙ୍କ ବାହାଘର ପୂର୍ବ ଦିନ ବି-ଷ ପିଇଦେଲେ । କାହିଁକି କନିଆ ଜଣଙ୍କ ଏଭଳି କାମ କଲେ କେହି ମଧ୍ୟ ବୁଝି ପାରୁନାହାନ୍ତି । ବି-ଷ ପିଇବା ପରେ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରାଗଲା ।
ଏହାପରେ ବେଦିରେ ସମସ୍ତେ ଝିଅକୁ ଦେଖିବା ପାଇଁ ଭିଡ ଲଗାଇଥାନ୍ତେ । କିନ୍ତୁ ଝିଅକୁ ଦେଖିବା ପାଇଁ ଭିଡ ଲାଗିଲା ମେଡିକାଲ ରେ । ଘରେ ଅତିଥି ଥିଲେ ହଳଦୀ ସରିସାରିଥିଲା ହେଲେ ମେହେନ୍ଦି ଲାଗିବା ପୂର୍ବରୁ କଣିଆ ପିଇଦେଇଥିଲେ ବି-ଷ । ବି-ଷ ପିଇବାର ସଙ୍ଗେ ସଙ୍ଗେ ତାଙ୍କୁ ପରିବାର ଲୋକେ ମେଡିକାଲ ନେଲେ ସେଠାରେ ସ୍ସେ ସୁସ୍ଥ ଥିବାର ମଧ୍ୟ ସୂଚନା ମିଳୁଛି ।
କିନ୍ତୁ ବିବାହ ପାଇଁ ଏତେ ଆଗକୁ ଆଗେଇ ଆସିଥିବା କନ୍ୟା ଜଣଙ୍କ ଠିକ ବିବାହ ପୂର୍ବରୁ କାହିଁକି ଏଭଳି ଏକ ଲୋକ ଲଜ୍ୟା କାମ କରିବସିଲା ତାହା ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ । ହଳଦିଆ ଶାଢୀ ପିନ୍ଧିଥିଲେ ଯୁବତୀ ଜଣଙ୍କ ସେହି ସଧୀରେ ହଳଦୀ ହେଉଥିଲା ତାଙ୍କ ହେଲେ ଆଜି ସେହି ଶାଢୀ ପିନ୍ଧି ଶୋଇଛନ୍ତି ମେଡିକାଲରେ । ଏପରି କାହିଁକି ସେ କରିଲେ ତାହାର ଉତ୍ତର ସେ ଦେଇନାହାନ୍ତି ।
କିମ୍ବା ତାଙ୍କ ଘର ପରିବାର ଲୋକଙ୍କ ତରଫରୁ ଏଭଳି କାର୍ଯ୍ୟ କାହିଁକି ଝିଅ କରିଲେ ତାହା ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ । ବିବାହକୁ ତୁଚ୍ଛ କରି ଜୀବନ ହରିବାର ବାଟ ନିହାତି କିଛି ନା କିଛି ବଡ କାରଣ ପାଇଁ ନେଇଥିଲେ ବୋଲି ଅନୁମାନ କରାଯାଉଛି ।