ଦେଶ ବିଦେଶ

ଦଶମ ପାଶ୍‌ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ରେଳବାଇରେ ବାହାରିଲା ୩ ହଜାରରୁ ଅଧିକ ପଦବୀ

ପଶ୍ଚିମ ମଧ୍ୟ ରେଳବାଇ (WCR)ରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ WCR ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଏନେଇ ଇଛୁକ ତେବେ ଏହି ନିଯୁକ୍ତି ମାଧ୍ୟମରେ ଆପ୍ରେଣ୍ଟିସର ବିଭିନ୍ନ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ତେବେ ଦଶମ ପାଶ୍‌ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଏହି ନିଯୁକ୍ତି ମାଧ୍ୟମରେ ୩ ହଜାରରୁ ଅଧିକ ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍‌ wcr.indianrailways.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ WCR Apprentice Recruitment 2024 Apply for 3317 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୫ ଅଗଷ୍ଟ ୨୦୨୪
ଅନ୍‌ଲାଇନ୍ ଆବେଦନ ଶେଷ – ୦୪ ସେପ୍ଟେମ୍ବର ୨୦୨୪
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

JBP ବିଭାଗ – ୧୨୬୨ଟି ପୋଷ୍ଟ୍‌
BPL ବର୍ଗ – ୮୨୪ଟି ପୋଷ୍ଟ୍‌
କୋଟା ଡିଭିଜନ – ୮୩୨ଟି

ପୋଷ୍ଟ୍‌:

CRWS BPL – ୧୭୫ଟି ପୋଷ୍ଟ୍‌
WRS କୋଟା – ୧୯୬ଟି ପୋଷ୍ଟ୍‌
HQ / JBP – ୨୮ଟି ପୋଷ୍ଟ୍‌
ମୋଟ୍ – ୩୩୧୭ଟି ପୋଷ୍ଟ୍
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

ମେଡିକାଲ୍ ଲାବୋରେଟୋରୀ ଟେକ୍ନିସିଆନ୍ (ପାଥୋଲୋଜି ଏବଂ ରେଡିଓଲୋଜି) ବ୍ୟତୀତ ଅନ୍ୟ ସମସ୍ତ ଟ୍ରେଡ୍ ପାଇଁ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ପାଶ୍‌ କିମ୍ବା ଏହାର ସମକକ୍ଷ (୧୦ + ୨ ସିଷ୍ଟମରେ) ଦ୍ୱାଦଶ ପାଶ୍।
ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ସହିତ ଦ୍ୱାଦଶ ପାଶ୍‌ ଏବଂ NCVT / SCVT ଦ୍ୱାରା ଜାରି ବିଜ୍ଞପ୍ତି ଟ୍ରେଡ୍‌ରେ ମଧ୍ୟ ଜାତୀୟ ବାଣିଜ୍ୟ ପ୍ରମାଣପତ୍ର ରହିବା ଆବଶ୍ୟକ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

ସର୍ବନିମ୍ନ ବୟସ – ୧୫ ବର୍ଷ
ସର୍ବାଧିକ ବୟସ – ୨୪ ବର୍ଷ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

ମନୋନୀତ ପ୍ରାର୍ଥୀଙ୍କୁ INR ଆପ୍ରେଣ୍ଟିସ ନିୟମ ଅନୁସାରେ ମାସିକ ଦରମା ପ୍ରଦାନ କରାଯିବ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

ସାଧାରଣ ବର୍ଗ – ୧୪୧ଟଙ୍କା
SC/ ST/ESM/ ଦିବ୍ୟାଙ୍ଗ/ମହିଳା – ୪୧ଟଙ୍କା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button