ବିଚାର

4 ଦିନ ପିଅନ୍ତୁ, ପୁରା ଜୀବନ ଆପଣଙ୍କୁ ସୁଗାର, କୋଲେଷ୍ଟ୍ରୋଲ, ପେଟ ରୋଗ ଏବଂ ହୃଦୟ ରୋଗ ହେବ ନାହିଁ.. Pumpkin seeds

ବୋଇତାଳୁ ଏପରି ଏକ ଖାଦ୍ୟ ପଦାର୍ଥ ଅଟେ । ଯେଉଁଥିରେ ଅନେକ ପ୍ରକାର ପୋଷକ ତତ୍ଵ ରହିଥାଏ । ଯାହା ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ । ଯଦି କୌଣସି ବ୍ୟକ୍ତି କିଛି ଦିନ ପର୍ଯ୍ୟନ୍ତ ଏହି ବୋଇତାଳୁର ସେବନ କରିଥାଏ । ତେବେ ତାହାର ପେଟ ଠାରୁ ନେଇ ହୃଦୟ ପର୍ଯ୍ୟନ୍ତ ଅନେକ ପ୍ରକାର ସ୍ଵାସ୍ଥ ସମ୍ବଦ୍ଧିତ ସମସ୍ଯା ଦୂର ହୋଇଥାଏ । ଏହା ରକ୍ତକୁ ମଧ୍ୟ ସଫା କରିଥାଏ । ତେବେ ଆଜି ଏହି ବୋଇତାଳୁ ମଞ୍ଜିକୁ ନେଇ ଏକ ଘରୋଇ ଉପଚାର କହିବାକୁ ଯାଉଛୁ ।

ଯାହା ଆପଣଙ୍କ ଶରୀରର ଅନେକ ସମସ୍ଯା ଠାରୁ ଆପଣଙ୍କୁ ଦୂରେଇ ରଖିଥାଏ । ତେବେ ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣଙ୍କୁ 1 ମୁଠା ବୋଇତାଳୁ ମଞ୍ଜିର ଆବଶ୍ୟକ ପଡିବ । ଏହି ବୋଇତାଳୁ ମଞ୍ଜିରେ ଭରପୁର ମାତ୍ରାରେ ଭିଟାମିନ ଓ ମିନେରାଲ ରହିଥାଏ । ଶରୀରକୁ ଏହା ଏପରି ତତ୍ଵ ସବୁ ଦେଇଥାଏ ଯାହାକି ଆମ ଶରୀର ପାଇଁ ବହୁତ ଆବଶ୍ୟକୀୟ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button