ମନୋରଞ୍ଜନ

ସୋସିଆଲ ମିଡିଆରେ ଭାଇରାଲ ହେଲା ମହିଳାଙ୍କ ଗୀତ, ସ୍ଵର ଶୁଣି ନମ୍ବର ମାଗିଲେ Sonu Sood… ଆପଣ ବି ଶୁଣିଲେ ହେଇଯିବେ ଦିବାନା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜିକାଲି ଲୋକ ମାନେ ସୋସିଆଲ ମିଡିଆ ରେ ଅନେକ ସମୟରେ ଜଡିତ ରହୁଛନ୍ତି । ଘରେ ବସି ସୋସିଆଲ ମିଡିଆ ଜରିଆରେ ଦେଶ ବିଦେଶର ଅନେକ ଖବର ଜଣା ପଡୁଛି । ତେବେ ପ୍ରତେକ ଦିନ ସୋସିଆଲ ମିଡିଆରେ ନାନା ପ୍ରକାରର ଖବର ପ୍ରସାର ହେଉଛି । ଯାହାକୁ ନେଇ ଚର୍ଚ୍ଚା ଆଉ ବିବାଦ ମଧ୍ୟ ଦେଖା ଯାଉଛି ।

ବର୍ତ୍ତମାନ କିଛି ସମୟ ହେବ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ସୋସିଆଲ ମିଡିଆରେ ଯାହାକୁ ନେଇ ଚହଳ ସୃଷ୍ଟି ହୋଇଛି । ତେବେ ଆମ ଦେଶରେ ଅନେକ ଶିଂଗର ଅଛନ୍ତି କିନ୍ତୁ ଆମ ଦେଶରେ ଏମିତି ବି କିଛି ଝିଅ ମାନେ ଅଛନ୍ତି ଯେଉଁ ମାନେ ଘରେ ନିଜ ପ୍ରତିଭା ଦେଖାଇବାକୁ ସୁଯୋଗ ପାଉ ନାହାନ୍ତି ।

ତେବେ ଏହି ଭାଇରାଲ ଭିଡିଓ ରେ ଜଣେ ମା ନିଜ ଝିଅ କୁ ତାଙ୍କର ସୁମଧୁର କଣ୍ଠରେ ଗୀତ ଗାଇଛନ୍ତି ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଆଜ୍ଞା ହଁ ଦର୍ଶକ ବନ୍ଧୁ ଏହି ଭିଡିଓ ରେ ମା ତୋ ଗୀତ ଶୁଣିବାକୁ ବହୁତ ଭଲ ଲାଗୁଛି ଥରେ ଗୀତ ଗାଇ ଦେ ମା । ଅନେକ ଦିନ ହେବ ତୋ ଗୀତ ଶୁଣି ନାହି ମା ପ୍ଳିଜ ଟିକେ ଗାଇ ଦେ ମା । ଏମିତି କିଛି କହି ଅନୁରୋଧ କରିଥିଲା ଛୁଆ ଟି ନିଜ ମା କୁ ଗୀତ ଗାଇବା ପାଇଁ ।

ଆଉ ମା ରୋଷେଇ କରୁ କରୁ ଗୀତ ଗାଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମା ଙ୍କର ସ୍ଵର ଥିଲା ଖୁବ ସୁମଧୁର । ତେବେ ଏହି ଗୀତ ଶୁଣିବା ପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ପ୍ରଶଂସା ମହଦୀ କରିଛନ୍ତି । ଯେଉଁଥି ରେ ଦେଖିବାକୁ ମିଳିଛି ମା ଙ୍କ ଠାରୁ ଗୀତ ଶୁଣିବା ପାଇଁ ଏପରି କିଛି ଅନୁରୋଧ କରିଛନ୍ତି ପିଲା ଟି ଆଉ ତା ପରେ ମା ଗୀତ ଗାଉଛନ୍ତି ।

ମା ଏତେ ସୁନ୍ଦର ଗୀତ ଗାଉଛନ୍ତି ଯେ ଭିଡିଓ ଟି ଯେବେ ଭାଇରାଲ ହୋଇଛି ଏହାକୁ ବଲିଉଡ ଅଭିନେତା ସୋନୁ ସୂଦ ଦେଖିଛନ୍ତି । ଆଉ ସୋନୁ ନିଜର ପ୍ରତିକ୍ରିୟା ଦେବାକୁ ଯାଇ ଟ୍ବିଟ କରିଛନ୍ତି ଯେ ନମ୍ବର ଦିଅ ମା ଫିଲ୍ମ ପାଇଁ ଗୀତ ଗାଇବେ । ଏହି ଭିଡିଓ କୁ ଏବେ ଯାଏଁ ଲକ୍ଷ ଲକ୍ଷ ୟୁଜର୍ସ ଦେଖି ସାରିଲେଣି ।

ମାତ୍ର 2 ମିନିଟ 17 ସେକେଣ୍ଡର ଏହି ଭିଡିଓ ରେ ଜଣେ ଝିଅ ରୋଷେଇ କରୁଥିବା ମା ଙ୍କୁ ଗୀତ ଗାଇବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button